ଦେଖନ୍ତୁ ଭିଡ଼ିଓ । ଜଙ୍ଗଲ ଭିତରେ ଏକୁଟିଆ ପ୍ରେମୀ ଯୁଗଳଙ୍କୁ ଧରିବା ପରେ କିଛି ଟୋକା ମିଶି ଭିଡିଓ କଲେ ଭାଇରାଲ….

ପ୍ରେମର ବାସ୍ତବ ପରିଭାଷା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି।ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ବହୁତ୍ ଫରକ୍ ଦେଖିବାକୁ ମିଳୁଛି।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ। ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ। କାରଣ ସେଥିରେ ରହିଛି କେବଳ ଶାରିରୀକ ଆକର୍ଷଣ।ତେଣୁ ଦୁନିଆରେ ପ୍ରକୃତ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି।

କାରଣ ଆଜିକାଲି ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ଯାଉଛନ୍ତି ପ୍ରେମ କରୁଥିବା କିଛି ଲୋକ। କିନ୍ତୁ ତଥାପି କିଛି ମାତ୍ରା ରେ ଏବେବି ସେଇ ନିଛଟ ପ୍ରେମ କାହାଣୀ ଆଜିର ଦୁନିଆରେ ଜୀବିତ ହୋଇ ରହିଛି।

ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।ପ୍ରେମ ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ। କିନ୍ତୁ ଏବେ ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି ପ୍ରେମୀ ଯୁଗଳଙ୍କ ପରସ୍ପର ପ୍ରତି ସ୍ନେହ ମମତା ଭଲ ପାଇବା ଓ ଆବେଗ ରେ ପରିବର୍ତ୍ତନ ଆସୁଛି। ସେମାନେ ଉପଯୁକ୍ତ ସମୟ ପୂର୍ବରୁ ସବୁକିଛି ପାଇବାକୁ ଆଗ୍ରହୀ ହୋଇ ପଡ଼ୁଛନ୍ତି।

ତେବେ ସେହିପରି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ଯେଉଁଥିରେ ପୁଣି ପ୍ରେମୀ ଯୁଗଳଙ୍କୁ ନିଛାଟିଆ ସ୍ଥାନରେ ପ୍ରେମଲୀଳା କରୁଥିବାର ଦେଖିବାକୁ ମିଳିଛି।ଏଠାରେ ଘଟିଥିବା ଏହି ଘଟଣାରେ ଏକ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଜଙ୍ଗଲ ପାର୍ଶ୍ଵରେ ରୋମାନ୍ସ କରୁଥିଲେ।

ଏମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କୁ ଶୁଟ କରିଥିଲେ କିଛି ବ୍ୟକ୍ତି।ଏହାପରେ ସେମାନେ ଏହି ରେକର୍ଡ ହୋଇଥିବା ଭିଡିଓ ସାହାଯ୍ୟରେ ଏମାନଙ୍କୁ ବଦନାମ କରିବାର ଧମକ ଦେଇ ସେମାନଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ।ଏହି ଯୁବକ ଯୁବତୀଙ୍କ ନାମ ଗାଆଁ ଠିକଣା ବିଷୟରେ ପଚାରିଥିଲେ ସେହି ବ୍ୟକ୍ତି ମାନେ।

କିନ୍ତୁ ସାହସର ସହିତ ଯୁବକ ଜଣଙ୍କ ତାଙ୍କୁ ବିଭିନ୍ନ ପ୍ରକାର ଉତ୍ତର ଦେଇ ଚାଲିଥିଲେ।ତେବେ ଏହି ଘଟଣା ସେହି ଅଞ୍ଚଳରେ ଏକ ଅପ୍ରାକୃତିକ ସ୍ଥିତି ସୃଷ୍ଟି କରିଥିଲା। ସେମାନେ ସେଠାରୁ ଯିବାକୁ ଚାହୁଁଥିଲେ କିନ୍ତୁ ଲୋକମାନେ ସେମାନଙ୍କୁ ଯିବାକୁ ଦେଉ ନଥିଲେ। ବହୁତ ହଇରାଣ ହରକତ ହେବାକୁ ପଡ଼ିଥିଲା ସେଠାରେ ସେମାନଙ୍କୁ।

ତେବେ ସେଠାରେ ଘଟିଥିବା ଏହି ଘଟଣାକୁ ରେକର୍ଡ କରି ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ ସେହି ଲୋକମାନେ।ଏହା ଏବେ ସବୁଆଡେ ଘୂରି ବୁଲୁଛି।ତେବେ ଏହି ଘଟଣାରୁ ଏତିକି ସ୍ପଷ୍ଟ ଯେ ଏହିଭଳି ନିନ୍ଦନୀୟ କାର୍ଯ୍ୟ କରି ସମାଜରେ ଲଜ୍ଜିତ ହେବାକୁ ପଡ଼ିଛି ଏହି ପ୍ରେମୀ ଯୁଗଳଙ୍କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।