ବିବାହ ବନ୍ଧନରେ ବାନ୍ଧିହେଲେ ଆଉ ଜଣେ ଓଡ଼ିଆ ଅଭିନେତ୍ରୀ ତମନ୍ନା, କଣ ସତରେ….

ବିବାହ ବନ୍ଧନରେ ବାନ୍ଧି ହେଲେ ଆଉ ଜଣେ ଓଡ଼ିଆ ଅଭିନେତ୍ରୀ ତମନା । ତେବେ ଏହି ଅଭିନେତ୍ରୀ କାହାକୁ ବିବାହ କରିଛନ୍ତି ଆଉ କେବେ ବିବାହ କରିଛନ୍ତି ଆସନ୍ତୁ ଜାଣିବା।  ତେବେ ଆପଣ ମାନେ ଓଡ଼ିଆ ର ଏହି ପ୍ରସିଧ ଅଭିନେତ୍ରୀ ତମନା କୁ ଭଲ ଭାବରେ ଜାଣି ଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖି ଥିବେ ।

ତେବେ ତାଙ୍କ ର ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ କମ୍ ଦିନ ରେ ଲୋକ ମାନଙ୍କ ମଧ୍ୟରେ ଖୁବ୍ ପରିଚିତ ହୋଇ ପାରି ଥିଲେ । ତାଙ୍କର ଅଭିନୟ ପାଇଁ ସେ ଆଜି ନିଜର ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଲୋକ ମାନଙ୍କ ହୃଦୟ ରେ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତାଙ୍କ ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେ ଏହି ଅଭିନେତ୍ରୀ ତମନା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଏହି ଅଭିନେତ୍ରୀ ତମନା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ କିନ୍ତୁ ରିଲ ଲାଇଫ ରେ ବା ଟିଭି ପରଦା ରେ ଅଭିନୟ ରେ ବିବାହ କରିଛନ୍ତି ବାସ୍ତବ ରେ ନୁହଁ। ତେବେ ଅଭିନେତ୍ରୀ ତମନା ଙ୍କ ର ନୂଆ ବର୍ଷ ରେ ଏକ ନୂଆ ଫିଲ୍ମ୍ ଆସିବାକୁ ଯାଉଛି ଯେଉଁ ଫିଲ୍ମ୍ ରେ ସେ ବଧୂ ବେସ ଧାରଣ କରିଛନ୍ତି।

ଆଉ ସେହି ଫିଲ୍ମ୍ ର ଏକ ସିନ ଯେଉଁ ଥୀରେ ସେ ବେଦୀ ରେ ବସି ସମ୍ପୂର୍ଣ ଓଡ଼ିଆ ରୀତି ନୀତି ଅନୁସାରେ ବିବାହ କରୁଛନ୍ତି ସେହି ଫଟୋ କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି। ତେବେ ଅଭିନେତ୍ରୀ ତମନା ଙ୍କ ର ଏହି ଫଟୋ ଟିକୁ ଦେଖି ତାଙ୍କର ସବୁ ଫ୍ୟାନ ମାନେ ଭାବୁଛନ୍ତି ଯେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ବୋଲି । କିନ୍ତୁ ଏହା ତାଙ୍କ ନୂଆ ଫିଲ୍ମ୍ ର ଏକ ସିନ ଅଟେ ।

ତେବେ ଅଭିନେତ୍ରୀ ତମନା ଓ ସୋହମ୍ ଙ୍କ ର ଏକ ନୂଆ ଫିଲ୍ମ୍ ଏହି ନୂଆ ବର୍ଷ ରେ ଆସିବାକୁ ଯାଉଛି ଯାହାକି ନିୟୁ ୟିଅର୍ ରେ ରିଲିଜ୍ ହେବାକୁ ଯାଉଛି ବୋଲି ସୂଚନା ମିଳିଛି । ତେବେ ତାଙ୍କର ଏହି ନୂଆ ଚଳଚ୍ଚିତ୍ର ସୁଟିଂ ର କିଛି ଫଟୋ ଅଭିନେତ୍ରୀ ତମନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଫେସବୁକ୍ ଓ ଇଂସ୍ତଗ୍ରାମ ରେ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ସମସ୍ତେ ଭାବୁଛନ୍ତି ଯେ ଅଭିନେତ୍ରୀ ତମନା ବିବାହ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।