ସରକାର ଙ୍କର ନୂଆ ଯୋଜନା ! ଠକିଲେ ମିଳିବନି ଦରମା । ଏଣିକି ଯେମିତି କାମକୁ ସେମିତି ଦରମା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଅଧିକ କାମ ପାଇଁ ଅଧିକ ଦରମା । କର୍ମଚାରୀ ମାନଙ୍କୁ ତୁରନ୍ତ ମିଳିବ ଓଭର୍ ଟାଇମ୍ ଟଙ୍କା । ଏଣିକି ଅଧିକ କାମ କୁ ଅଧିକ ଦରମା । ଆସନ୍ତା ବର୍ଷ ରୁ କର୍ମଚାରୀ ଙ୍କ ଗ୍ରାଯୁଟି ଏବଂ ପିଏଫ୍ ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ଏହା ବ୍ୟତୀତ ଓଭର ଟାଇମ୍ କାମ କରୁଥିବା କର୍ମଚାରୀ ମାନଙ୍କୁ ଅଧିକ ଦରମା ପ୍ରଦାନ କରାଯିବ ।

ତେବେ ଏହି ନୂତନ ନିୟମ ଟି ସମସ୍ତ କର୍ମଚାରୀ ମାନଙ୍କ ପାଇଁ ପ୍ରଜ୍ୟୁଜ ହେବ । ଆସନ୍ତା ବର୍ଷ ଏପ୍ରିଲ ମାସ ଠାରୁ ନୂଆ କମ୍ପେନେସେଶନ ଲାଗୁ କରା ଯିବ ବୋଲି ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ଯାହା ଦ୍ଵାରା କମ୍ପାନୀ ମାନଙ୍କ ବାଲାଂସ ସିଟ୍ ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଗତ ବର୍ଷ ସାଂସଦ ରେ ପାଳିତ ହୋଇ ଥିବା ୱେଜ୍ କୋନ ର ଏହା ଏକ ଅଂଶ । କାମ ସମୟ ରେ ଅତିରିକ୍ତ ସମୟ ଦେଉ ଥିବା କର୍ମଚାରୀ ଏଇ କୋଡ ଅଫ୍ ୱେଜ ୨୦୧୯ ଲ ଲାଗୁ ହେବା ପରେ ଓଭର ଟାଇମ୍ ନେବା ପାଇଁ ବି ଯୋଗ୍ୟ ବିବେଚିତ ହେବେ ।

ତେବେ ଏହି କୋଡ ରେ ବିଭିନ୍ନ କ୍ଷେତ୍ର ରେ କାମ କରୁ ଥିବା କର୍ମଚାରୀ ମାନଙ୍କୁ ସାମିଲ କରାଯିବ । ଅନ୍ୟ ପକ୍ଷରେ ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ କୋଡ ରେ କୁହା ଯାଇଛି ଓଭର ଟାଇମ୍ କରୁଥିବା ଅନୁକମ୍ପା କର୍ମଚାରୀ ମାନଙ୍କ ନିୟମିତ ଦରମା ରେ ଅତି କମ୍ ରେ ଦୁଇ ଗୁଣ ଅଧିକ ହେବା ଦରକାର।ପେ ଷ୍ଟ୍ରକର ରେ ହେବ ବେଶ୍ ପରିବର୍ତ୍ତନ ।

ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ ଏହି ନୂତନ ନିୟମ ଟି ପ୍ରଣୟନ ହେବା ପରେ କମ୍ପାନୀ ର ଅଧିକାଂଶ ପେ ସ୍ତ୍ରକ୍ଚର ରେ ପରିବର୍ତନ ଦେଖିବା ପାଇଁ ମିଳିବ । ଉଭୟ କର୍ମଚାରୀ ଓ କମ୍ପାନୀ ର ପିଏଫ ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ ।ତେବେ ଏହି ପ୍ରୋଭିଯିନାଲ ଫଣ୍ଡ ବୃଦ୍ଧି ପାଇବା ଦ୍ଵାରା ଅନେକ କାର୍ଯ୍ୟ ନିର୍ଭାୟୀ କର୍ମଚାରୀ ମାନଙ୍କ ଦରମା ହ୍ରାସ ପାଇ ପାରେ।ସେହି ଭଳି ଚାକିରି ରୁ ଅବସର ନେବା ପରେ graduity ର ପରିମାଣ ବୃଦ୍ଧି ପାଇବ ।

ତେବେ ଏହି graduity ହିସାବ ମୌଳିକ ଦରମା ଉପରେ ଆଧାରିତ । ଏହା ଛଡ଼ା ପିଏଫ ର ଅବଦାନ ବୃଦ୍ଧି ଓ graduity ର ଅଧିକ ଦେୟ ହେତୁ କମ୍ପାନୀ ର ମୂଲ୍ୟ ବୃଦ୍ଧି ହୋଇ ପାରେ ।12 ଘଣ୍ଟା ହେବ କର୍ମଚାରୀ ମାନଙ୍କ କାମ କରିବା ର ସମୟ । ଲଗାତାର ୫ ଘଣ୍ଟା ରୁ ଅଧିକ ସମୟ ଖଟାଇବା ମନା । ୱେଜ କୋଡ ରେ ଓଭର ଟାଇମ୍ କାମ କୁ ସାମିଲ କରିବାକୁ ଉଲ୍ଲେଖ ରହିଛି। ବର୍ତ୍ତମାନ ୩୦ ମିନିଟ୍ ରୁ ଅଧିକ ଟାଇମ୍ କୁ ଓଭର ଟାଇମ୍ ବୋଲି ଉଲ୍ଲେଖ କରାଯାଉ ନାହିଁ।

ସେହିପରି ନୂତନ ନିୟମ ଅନୁଯାୟୀ କମ୍ପାନୀ କୌଣସି କର୍ମଚାରୀ ମାନଙ୍କୁ ୫ ଘଣ୍ଟା ରୁ ଅଧିକ କାମ କରାଇ ପାରିବ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।