ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଗାଈ ଜନ୍ମ ଦେଲା ଏକା ସାଙ୍ଗରେ 3-ଟା ବାଛୁରୀ ଛୁଆ ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ….

ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ । ତେବେ କୁହାଯାଏ ଯେ ଆମେ ଆମ ଚାରି ପାଖରେ ଯେକୌଣସି ଜିନିଷ ଆମେ ଦେଖୁଛେ ଏହି ସବୁ ଭଗବାନ ଙ୍କ ସୃଷ୍ଟି ଅଟେ ।

ଭଗବାନ ଙ୍କ ସୃଷ୍ଟି ଯେତିକି ସୁନ୍ଦର୍ ହୋଇଥାଏ ସେତିକି ବିଚିତ୍ର ହୋଇଥାଏ।ତେବେ ଭଗବାନ ପ୍ରତ୍ୟେକ ଜୀବ କୁ ସୃଷ୍ଟି କରିଛନ୍ତି ଓ ସେମାନଙ୍କୁ ଜୀବନ ଦାନ କରିଛନ୍ତି। ସବୁ ଜୀବ ମାନଙ୍କ ରେ ଜନନ ର କ୍ଷମତା ରହିଥାଏ ।

ସମସ୍ତ ନାରୀ ମାନଙ୍କ ସହିତ ମାଇ ପଶୁ ମାନେ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରି ଥାଆନ୍ତି। ତେବେ କିଏ ଅଣ୍ଡା ଦେଇ ଥାଏ ତ କିଏ ଛୁଆ ଜନ୍ମ ଦେଇଥାଏ । ସମସ୍ତେ ନିଜର ଜନନ ପକ୍ରିୟା ଦ୍ଵାରା ନିଜର ବଂଶ ବିସ୍ତାର କରି ଥାଆନ୍ତି । ତେବେ ଆଜି କାଲି ର ସ୍ମାର୍ଟ୍ ଯୁଗ ରେ ସବୁ କିଛି ଲୋକ ମାନେ ଘରେ ବସି ସ୍ମାର୍ଟ୍ ଫୋନ୍ ମାଧ୍ୟମ ରେ ଜାଣି ପାରୁଛନ୍ତି ।

ଦେଶ ବିଦେଶ ର ଖବର ପାଖରୁ ଆରମ୍ଭ କରି ସବୁ କିଛି ର ଖବର ଆମେ ଘରେ ବସି ମୋବାଇଲ ମାଧ୍ୟମ ରେ ଜାଣି ପାରୁ ଥାଉ । ମୋବାଇଲ ର ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ କିଛି ଘଟଣା ବିଷୟ ରେ ଜାଣି ପାରୁ ଥାଉ। ତେବେ ଆଜି କାଲି ସେମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।

ସାଧାରତଃ ଯେଉଁ ପଶୁ ଅଣ୍ଡା ଦେଇଥାଏ ସିଏ ଏକ ରୁ ଅଧିକ ଅଣ୍ଡା ଦେଇ ଥାଏ କିନ୍ତୁ ଯେଉଁ ପଶୁ ଛୁଆ ଜନ୍ମ ଦେଇ ଥାଏ ଗୋଟିଏ ଛୁଆ ଜନ୍ମ ଦେଇ ଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଟି ଭାଇରାଲ୍ ହେଉଛି ସେଥିରେ ଏକ ଗାଈ ର ଭିଡିଓ ଫଟୋ ଭାଇରାଲ ହେଉଛି ଯେଉଁ ଗାଈ ଟି ଏକା ସହିତ ତିନୋଟି ବାଛୁରୀ କୁ ଜନ୍ମ ଦେଇଛି।

ତେବେ ଗାଈ ମଣିଷ ପରି ଗୋଟିଏ ଛୁଆ କୁ ଜନ୍ମ ଦେଇ ଥାଏ କିନ୍ତୁ ଏଠି ଗାଈ ଟି ଏକ ସହିତ ତିନୋଟି ବାଛୁରୀ ଛୁଆ କୁ ଜନ୍ମ ଦେଇଛି । ତେବେ ଗାଈ ର ଏହି ଫଟୋ ଟି ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।