ଦେଖନ୍ତୁ ଭିଡିଓ – ବିବାହ ନ କରିବାରୁ ଫେକ୍ ଏକାଉଣ୍ଟ ଖୋଲି 10ରୁ ଅଧିକ ଅନ୍ତରଙ୍ଗ ଫଟୋ ସବୁ ଭାଇରାଲ କରିଲା ଯୁବକ ଆଉ ତା’ ପରେ…

ବର୍ତ୍ତମାନ ସମୟରେ ସମାଜ ଟା କଳୁଷିତ ହୋଇଗଲାଣି , କେତେକ ଖରାପ ସମ୍ପ୍ରଦାୟର ଲୋକଙ୍କ ପାଇଁ। ଏଭଳି ଘଟଣା ଘଟୁଛି ସମାଜରେ କେବେ ଭାବି ନଥିବା। ଆଗରୁ ଥିବା ସମାଜ ଏବଂ ବର୍ତ୍ତମାନର ସମାଜ ଭିତରେ ଫରକ ଅଛି। ଏବେ ସମାଜରେ ସବୁ ଦିନ କିଛି ନା କିଛି ଘଟଣା ଘଟୁଛି ଯାହା ମଣିଷ ଜାତି ପାଇଁ କଳଙ୍କ। ଏ ସମାଜରେ ଯେତିକି ଲୋକ ଅଛନ୍ତି ସମସ୍ତେ ନିଜର ସୁବିଧା ସୁଯୋଗ ଦେଖନ୍ତି। ଏଥିପାଇଁ ସେମାନେ ଅନ୍ୟାୟ ଅତ୍ୟାଚାର କରିବାକୁ ପଛାନ୍ତି ନାହିଁ।

ଯାହା ସେମାନଙ୍କ ଉପରେ ପରେ ପ୍ରଭାବ ପଡିଥାଏ। ତେବେ ଧୀରେ ଧୀରେ ମଣିଷର ଭାବନା ବଦଳିବାରେ ଲାଗିଛି , ସେ ଲୋଭ,କ୍ରୋଧ, ହିଂସା ରେ ବୁଡି ରହୁଛନ୍ତି। ଯାହା ଫଳରେ ଠିକ କଣ ଆଉ ଭୁଲ କଣ ଜାଣିପାରୁନି।

ଏବେ ସମୟରେ ଯୁଗ ଆସିକି ଟେକ୍ନୋଲୋଜି ଯୁଗ ବା ସ୍ମାର୍ଟ ଯୁଗ ରେ ପହଁଚିଲାଣି। ତଥ୍ୟ ଆଣିବା ଆଉ ଦେବା ସବୁ ଟେକ୍ନୋଲୋଜି କାମ କରୁଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ତଥ୍ୟ ମିଳୁପାରୁଛି। ଏହି ସୋସିଆଲ ମିଡ଼ିଆକୁ ସମସ୍ତେ ବ୍ୟବହାର କରୁଛନ୍ତି। ଏହାରି ମାଧ୍ୟମରେ ସମସ୍ତେ ସମସ୍ତଙ୍କ ସହ ବନ୍ଧୁ ବା ଯୋଡି ହୋଇପାରିଛନ୍ତି।

ସୋସିଆଲ ମିଡ଼ିଆ ଉପକାର ବି ଖରାପ ବି। ଯିଏ ସୋସିଆଲ ମିଡ଼ିଆକୁ ଭଲ କାମରେ ବ୍ୟବହାର କଲା ଭଲ ଆଉ ଅନେକ ଅଛନ୍ତି ଖରାପ କାମ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି। ତେବେ ଆପଣମାନେ ସବୁ ଜାଣିଥିବେ କେତେ ଝିଅର ଖରାପ ଫୋଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଆସୁଛି। ଏସବୁ କାମ ଖରାପ ସମ୍ପ୍ରଦାୟର ଲୋକ ମାନେ କରିଥାନ୍ତି। ଯାହା ସେମାନେ ଭାଇରାଲ ସବୁ କରନ୍ତି।

ତେଣୁ ପୁଣି ଆଉ ଗୋଟେ ଘଟଣା ଘଟିଛି , ସେ ବିଷୟରେ କହୁଛି ଆସନ୍ତୁ ଜାଣିବେ। ଜଣେ ଯୁବକ ଯେ ଗୋଟିଏ ଝିଅକୁ ଭଲ ପାଉଥିଲା ଏବଂ ତାକୁ ବିବାହ କରିବାକୁ କହିଲା। ଝିଅଟି ବି ତାକୁ ଭଲ ପାଉଥିଲା । କିନ୍ତୁ ଝିଅଟି ବିବାହ କରିବାକୁ ରାଜି ହେଲା ନାହିଁ। ତେବେ ତାର ସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଭାଇରାଲ କରିଦେଲା। ତାର ପ୍ରାୟ ୧୦ ଟି ଫୋଟୋ କୁ ସୋସିଆଲ ମିଡିଆରେ ଛାଡିଦେଲା ଯାହା ଲୋକଲୋଚନକୁ ଆସିଗଲା। ପରେ ସେ ଝିଅ ଥାନାର ଦ୍ୱାରସ୍ଥ ହେଲା। ପୋଲିସର ସୂତ୍ରରୁ ଜଣାପଡ଼ିଛି ଯେ ସେ ପୁଅକୁ ଧରିଛନ୍ତି।

କିନ୍ତୁ ସେ ଯୁବକକୁ ଅନ୍ୟ ଜଣେ ଯୁବକ ସାହାଯ୍ୟ କରିଛି ଏହି ଫୋଟୋ ଭାଇରାଲ କରିବାକୁ, ଯାହା ପୋଲିସର ଅନୁସନ୍ଧାନ ପରେ ଜଣାପଡିଛି। ସେ ଅଭିଯୁକ୍ତଙ୍କ ନାମ ରଙ୍ଗିଲା ରାଜୁ , ଯେ ଭୁବନେଶ୍ୱରରେ ରୁହନ୍ତି ଆଉ ଜଣଙ୍କ ନାମ ବିଭୁତି ଭୂଷଣ ନାୟକ ସେ ବମୀଖାଲ ରେ ରୁହନ୍ତି। ପୋଲିସ ପାଖରେ କେବେ ସତ ଲୁଚି ପାରେନି ତେବେ ସେ ରଙ୍ଗିଲା ରାଜୁ ସବୁ ସତ ମାନିଛି। ଆଉ ଖବର ଆସୁଛି ପୋଲିସ ତାକୁ କୋର୍ଟ ଚାଲାଣ କରୁଛନ୍ତି । ତାଙ୍କୁ ଉପଯୁକ୍ତ ଦଣ୍ଡ ବି ଦିଆ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।