ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Dr Manoj Das

ବର୍ତମାନ ସମୟରେ ଛାତ୍ର ଓ ଛାତ୍ରୀମାନେ ବହୁତ ବ୍ୟସ୍ତ ଭିତରେ ନିଜର ଶରୀର ଯତ୍ନ ନେବାକୁ ଭୁଲି ଯାଉଛନ୍ତି। ଯାହା ଦ୍ଵାରା ତାଙ୍କର କୁଞ୍ଚିତ ଚର୍ମ ଜନିତ ଏକ ସମସ୍ୟା ଦେଖା ଦେଇଛି। ସେମାନେ ଉପଯୁକ୍ତ ଭିଟାମିନ ପାଇଁ ପାରୁ ନାହାନ୍ତି ତେଣୁ ତାଙ୍କର ଏହି ସମସ୍ୟା ଦେଖା ଦେଇଛି। ଏହା କେବଳ ଖାଦ୍ୟର ଭିଟାମିନ ଏବଂ ପୋଷାକ ର ଅଭାବ ହେଲେ ଚର୍ମ ଏମିତି ହୁଏ। ଆମ ଜୀବନରେ ପ୍ରତିଦିନ ଆମର ବୟସ ବଢି ବଢି ଯାଏ ତେବେ ବୟସ ବଢ଼ିବା ସହ ଆମର ଶରୀର ବି ପରିବର୍ତନ ହୁଏ ।

ଯାହା ଫଳରେ ଆମର ଚର୍ମରେ ବି ପରିବର୍ତନ। ଯେତେବେଳେ ଆମେ ଛୋଟ ଥିବା ଚର୍ମ ଭଲ ଦେଖାଯାଏ ଯଦି ବୟସ ବଢିଗଲା ଆର୍ଥତ ୫୦ ରୁ ଅଧିକ ସେତେବେଳେ ଚର୍ମ କୁଞ୍ଚିତ ଚର୍ମ ହୁଏ । କିନ୍ତୁ ଏବେ କମ ବୟସରେ ଚର୍ମରେ ପରିବର୍ତନ ହୋଇଯାଇଛି।

ଏହି ପ୍ରକାର ସମସ୍ୟା ଏବେ ବହୁଳ ଭାବରେ ଦେଖାଯାଉଛି। ନୂଆ ପିଢ଼ିର ପିଲା ମନେ ବହୁତ ଚିନ୍ତିତ ରେ ଅଛନ୍ତି। ସେଥିରୁ ବଂଚିତ ପାଇଁ କିଛି ପ୍ରାକୃତିକ ଉପଚାର ଅଛି। ଆମ ଘର ଓଡ଼ିଶାରେ ଯେହେତୁ ସମସ୍ତଙ୍କ ଘରେ ଘରେ ତୁଳସୀ ଗଛ ଥିବ। ତୁଳସୀ ଗଛ ଆମ ଓଡ଼ିଆଙ୍କ ପରମ୍ପରା ସହ ଜଡିତ। ଏହି ତୁଳସୀ ଗଛ ଦେହ ପାଇଁ ବହୁତ ଗରୁତ୍ବପୂର୍ଣ। ଏଥିରେ ଔଷଧ ଗୁଣ ବହୁତ ମାତ୍ରାରେ ଥାଏ। ଆଉ ଏହା ମଧ୍ୟ ଶରୀର ତ୍ୱଚା ପାଇଁ ମୁଖ୍ୟ ଭୂମିକା ରହିଛି।

ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରର କୁଞ୍ଚିତ ଚର୍ମ ସମସ୍ୟା ଦୂର କରିଦିଏ। ଏହାକୁ ଯଦି ଆମେ ଲେପନ କରିବା ଚର୍ମ ଜନିତ ରୋଗ ବି ଦୂର ହେବ। ଆମେ ତୁଳସୀ ପତ୍ରକୁ ସିଧା ସଳଖ କିମ୍ବା ତାକୁ ଶୁଖାଇ କରି ପାଉଡରକୁ ଯଦି ଲେପନ କରିବ। ପ୍ରଥମେ ଆମକୁ ବାଟ ତୁଳସୀ ପତ୍ରର ପାଉଡର କୁ ପାଣିରେ ମିଶାଇ ପେଷ୍ଟ କରିବା ।

ପରେ ପେଷ୍ଟକୁ ନେଇ ମୁହଁରେ ଲଗାନ୍ତୁ ଏବଂ ଶୁଖିବାକୁ ଛାଡି ଦିଅନ୍ତୁ । ଆଉ ତାକୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଶୁଖିବାକୁ ଦିଅନ୍ତୁ । ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ରୁ ୩ ଥର ୩ ମାସ ପର୍ଯ୍ୟନ୍ତ କର ଚର୍ମରେ ପରିବର୍ତନ ଆସିବ। ଏହାର ବ୍ୟବହାର ପରେ ସମସ୍ୟାରୁ ରକ୍ଷା ପାଇବେ।

ଏହାକୁ ବ୍ୟବହାର କଲେ କିଛି ବି ଶରୀର ଉପରେ ପ୍ରଭାବ ପଡିବ ନାହିଁ। ଏହି ଲେପନ ଲଗେଇଲେ ଚର୍ମ ଆଉ କୁଞ୍ଚିତ ହେବନାହିଁ ଏବଂ ଟାଇଟ ହୋଇଯିବ। ତାପରେ ଆପଣ ଯୁବକ ପରି ଦେଖା ଯିବା। ଏହାକୁ ରାତ୍ରିରେ ଶୋଇବା ପୂର୍ବରୁ ଲେପନ କରିବାଟା ସର୍ବୋତ୍ତମ ସମୟ । ଯାହା ଫଳରେ ମୁହଁରେ ବ୍ରଣରୁ ରକ୍ଷା ପାଇଁ ପାରିବେ। ଏଥିରେ ବହୁତ ପ୍ରକାର ଔଷଧିୟ ଜିନିଷ ଅଛି।

ବର୍ତମାନ ସମୟରେ ଯୁବପିଢ଼ି ମାନେ ଆଉ ଶରୀରିକ ପରିଶ୍ରମ କରିବାକୁ ଚାହୁଁନାହାନ୍ତି। ଜଙ୍କ ଫୁଡ଼ ଏବଂ ମଦ୍ୟପାନ ଖାଇବାକୁ ଭଲ ପାଉଛନ୍ତି। ଯାହା ଫଳରେ ଆମ ରକ୍ତ କୋଷ ରେ ଏମ୍ପୁରୀଟିର ମାତ୍ରା ବଢ଼ିବାରେ ଲାଗିଛି। ତେଣୁ ଏଥିରୁ ବଂଚିତ ପାଇଁ ତୁଳସୀ ପତ୍ରକୁ ଦିନକୁ ୧୫ ମିନିଟ ଆଉ ସପ୍ତାହକୁ ୨ ଥର ଲଗାଅ ତେବେ କେଶ ଝଡ଼ିବାରୁ ରକ୍ଷା ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।