ଦେଖନ୍ତୁ ଭିଡ଼ିଓ । ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ଜାଣନ୍ତୁ ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିରେଖା….

ଗତ ଶୁକ୍ରବାର ଦିନ ବିଜନେଶ୍ ମ୍ୟାନ ସୌମ୍ୟ ଙ୍କ ହାତ ଧରିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିରେଖା। ଓଲିଉଡ ଜଗତରେ ଅନେକ ହିଟ୍ ଗୀତ ଗାଇ ଅନେକ ଲୋକପ୍ରିୟତା ଏବଂ ପରିଚିତି ଅର୍ଜନ କରିଥିବା ଏହି ସୁନ୍ଦରୀ ସିଙ୍ଗର ହେବେ ନିଜକୁ ବିବାହ ବନ୍ଧନରେ ଆବଦ୍ଧ କରି ସାରିଛନ୍ତି। ଏହାପରେ ଏବେ ସେ ବିବାହ କରି ଶାଶୁ ଘରକୁ ଚାଲି ଯାଇଛନ୍ତି।ତେବେ ଏହି ସିଙ୍ଗର ଙ୍କ ସଙ୍ଗ ମଧ୍ୟ ବହୁତ୍ ମନଛୁଆଁ ସାଙ୍ଗକୁ ହୃଦୟସ୍ପର୍ଶୀ ଅଟେ। ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ କିଛି ନୂତନ କଥା।

ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଓଲିଉଡ ଜଗତର ଚର୍ଚ୍ଚିତ ସିଙ୍ଗର ଦୀପ୍ତିରେଖା ପାଢ଼ୀ। ଓଲିଉଡ କୁ ଅନେକ ହିଟ୍ ଗୀତ ଦେବା ସହିତ ଲୋକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ।

ଅବଶ୍ୟ କିଛି ଧାରାବାହିକ ଗୁଡ଼ିକରେ ସେ ଅଭିନୟ କରିଛନ୍ତି ଲିଡ୍ ନାୟିକା ଭାବରେ। ତାଙ୍କର ଅଭିନୟ କ୍ଷେତ୍ରରେ ମଧ୍ୟ ବେଶ୍ କଳା ବା ପାରଙ୍ଗମ ରହିଛି।ତେବେ ତାଙ୍କର ଅବଦାନ ମଧ୍ୟ ଅନେକ ସିଙ୍ଗର ମାନଙ୍କ ପାଇଁ ବହୁତ୍ ମାତ୍ରା ରେ ରହିଛି।ସେ ଅନେକ ଗୁଡ଼ିଏ ଆଇକୋନିକ ଗୀତ ମଧ୍ୟ ଗାଇ ଯାଇଛନ୍ତି ତାଙ୍କର ଗୀତ ଗୁଡ଼ିକ ସମସ୍ତଙ୍କ ହୃଦୟକୁ ଛୁଇଁଛି।

ତେବେ ସୌମ୍ୟରଞ୍ଜନ ଯିଏକି ଜଣେ ବଡ଼ ବ୍ୟବସାୟୀ ଅଟନ୍ତି, ତାଙ୍କୁ ବିବାହ କରିଛନ୍ତି ଦୀପ୍ତିରେଖା। ଯିଏକି ଖୋର୍ଦ୍ଧା ରେ ରହିଥାନ୍ତି ତାଙ୍କୁ ସେ ବିବାହ କରିଛନ୍ତି। ଗତ ଶୁକ୍ରବାର ଦିନ ଦୀପ୍ତି ରେଖା ବିବାହ କରି ସାରିବା ପରେ ଏବେ ସେ ଖୋର୍ଦ୍ଧା ରେ ରହିଛନ୍ତି।ଆଉ ଏହି ଲୋକପ୍ରିୟ ସୁନ୍ଦରୀ ସିଙ୍ଗର ଜଣଙ୍କ ସେହିଠାରେ ରହି ତାଙ୍କ ସ୍ଵାମୀଙ୍କ ପାଖରେ ରହିବା ସହିତ ତାଙ୍କର ସିଙ୍ଗିଂ କ୍ୟାରିଅର କୁ ଆଗକୁ ନେବେ।ସେ ମ୍ୟୁଜିକ ର ସାଇନ୍ତିଷ୍ଟ କୁହା ଯାଉଥିବା ପ୍ରେମାନନ୍ଦ ଙ୍କ ଅନେକ କୋମ୍ପୋଜ୍ ରେ ଗୀତ ଗାଇଛନ୍ତି ଏବଂ ଅଗଣତି ଲୋକଙ୍କ ହୃଦୟକୁ କିଣି ପାରିଛନ୍ତି।

ତେବେ ତାଙ୍କର ବିବାହ ପରେ ତାଙ୍କ ଫ୍ୟାନ ମାନେ ଏବଂ ପ୍ରଶଂସକ ମାନେ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ସେହିପରି ତାଙ୍କର ପ୍ରଶଂସକ ମାନେ ତାଙ୍କ ବାହାଘରରେ ଯେତିକି ଖୁସି ଅଛନ୍ତି ସେତିକି ଦୁଃଖୀ ମଧ୍ୟ ହୋଇଛନ୍ତି। କାରଣ ଦୀପ୍ତି ରେଖା ଅନେକଙ୍କ ମନରେ ଏକ ସ୍ବତନ୍ତ୍ର ଜାଗା କିଣିଥିଲେ। ଅନେକଙ୍କ କ୍ରଶ୍ ମଧ୍ୟ ସେ ରହିଥିଲେ।

ଆଉ ଏବେ ତାଙ୍କ ବିବାହ ସ୍ଥିର ହୋଇ ସଂପୂର୍ଣ୍ଣ ହୋଇଗଲା ପରେ ସେମାନେ ସବୁ ନିରାଶ ହୋଇ ଯାଇଛନ୍ତି। ତଥାପି ସମସ୍ତେ ତାଙ୍କୁ ବଧୂ ବେଶରେ ଦେଖି ବହୁତ୍ ଖୁସି ହୋଇଥିଲେ। ତେଣୁ ଦୀପ୍ତି ରେଖା ଙ୍କ ବୈବାହିକ ଜୀବନର ସୁଖ ଶାନ୍ତି ପ୍ରତିଷ୍ଠା ସହିତ ସମୃଦ୍ଧି କାମନା କରି ଛନ୍ତି ତାଙ୍କର ସମର୍ଥକ ପ୍ରଶଂସକ ମାନେ। ଆମେ ମଧ୍ୟ କଣ୍ଠଶିଳ୍ପୀ ଦିପ୍ତିରେଖା ଙ୍କ ସାଂସାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ ହେଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।