ଦେଖନ୍ତୁ ଭିଡ଼ିଓ । ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିରେଖା ବାହାଘର ର ଆଲୁବମ ଭିଡ଼ିଓ, ସୋସିଆଲ ମିଡିଆରେ ଭାଇରାଲ….

ଆପଣ ମାନେ ତ ଓଡ଼ିଶା ର ପ୍ରସିଦ୍ଧ ଗାୟିକା ଦିପ୍ତିରେଖା କୁ ନିଶ୍ଚୟ ଜାଣି ଥିବେ । ନିଜର ସଙ୍ଗୀତ ପାଇଁ ସେ ଓଡ଼ିଶା ରେ ଘରେ ଘରେ ପରିଚିତ ଅଟନ୍ତି। ତେବେ ଦିପ୍ତିରେଖା ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ହଁ ଆଜ୍ଞା ଆଜି ଦିପ୍ତିରେଖା ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି। ତାଙ୍କୁ ତାଙ୍କ ବିବାହ ରେ ତାଙ୍କ ପରିବାର ଲୋକ ସହିତ ସିନେ ଆର୍ଟିଷ୍ଟ ମାନେ ମଧ୍ୟ ଶୁଭେଚ୍ଛା ଜଣାଇ ଅଛନ୍ତି।

ତାଙ୍କ ସିନେ ଆର୍ଟିଷ୍ଟ ମାନେ ତାଙ୍କ ମ୍ୟାରେଜ୍ ଆଟେନ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଅଛନ୍ତି । ତେବେ ତାଙ୍କର ବିବାହ ଫଟୋ ସୋସିଆଲ ମିଡ଼ିଆ ରେ ଏବେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।

ତାଙ୍କର ଏହି ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଭଲ ପାଉଥିବା ଅନେକ ଫ୍ୟାନ ମାନଙ୍କ ମନରେ ଦୁଃଖ ର ଛାୟା ଖେଳି ଯାଇଛି କାରଣ ସେ କେବଳ ନିଜ ଗୀତ ମାଧ୍ୟମ ରେ ନୁହଁ ନିଜ ସୁନ୍ଦରତା ପାଇଁ ମଧ୍ୟ ଲୋକ ମାନଙ୍କ ମନକୁ ବେଶ୍ ଜିଣି ଥିଲେ । ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ତେବେ ସେ ଅନେକ ଓଡ଼ିଆ ଫିଲ୍ମ୍ ର ସଙ୍ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି ।

ଅନେକ ହିଟ୍ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି। ଯେତେବେଳେ ବି ଓଡ଼ିଶା ର କିଛି ହିଟ୍ ଗୀତ ଆସେ ଦେ ପ୍ରାୟତଃ ଦିପ୍ତିରେଖା ଙ୍କ କଣ୍ଠ ରୁ ଶୁଣିବାକୁ ମିଳି ଥାଏ। ଏହା ସହିତ ଦିପ୍ତିରେଖା ଙ୍କ କଣ୍ଠ ଉପରେ ବିଶ୍ୱାସ କରନ୍ତି ପ୍ରେମାନନ୍ଦ । ପ୍ରେମାନନ୍ଦ ଙ୍କ ପ୍ରାୟ ସବୁ ଗୀତ ରେ ଆପଣ ଦିପ୍ତିରେଖା କୁ ଦେଖିବାକୁ ପାଇବେ ।

ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ଗୋଟିଏ ଚଳଚ୍ଚିତ୍ର ରେ ସେ ଗୀତ ଗାଉ ଥିବାର ଓ ଅଭିନୟ କରିଥିବା ର ନଜର ଆସି ଥିଲେ । ଏହା ପୂର୍ବରୁ ସେ ଅନେକ ହିଟ୍ ଗୀତ ଗାଇଥିଲେ ଓ ଗୋଟିଏ ଧାରାବାହିକ ରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ପୁଣି ଥରେ ନିଜର ସଙ୍ଗୀତ କ୍ୟାରିୟର ସୃଷ୍ଟି କରିଥିଲେ ଓ ନିଜର ସଙ୍ଗୀତ କ୍ୟାରିୟର ରେ ଅନେକ ସଫଳତା ହାସଲ କରିବା ପରେ ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି।

 

ଦିପ୍ତିରେଖା ଙ୍କ ମ୍ୟାରେଜ ରେ ତାଙ୍କ ସାଙ୍ଗ ମାନଙ୍କ ସହିତ ଆପଣ ମିୟୁଜିକ ଡାଇରେକ୍ଟର ପ୍ରେମାନନ୍ଦ ଙ୍କୁ ମଧ୍ୟ ଦେଖିବାକୁ ପାଇବେ । ତେବେ ଓଡ଼ିଶା ର ପ୍ରସିଧ ଗାୟିକା ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ତାଙ୍କ ବିବାହ ତାଙ୍କ ଗୀତ କ୍ୟାରିୟର ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଜଣା ପଡିଛି। ସେ ନିଜ ବିବାହ ରେ ଖୁବ୍ ଖୁସି ନଜର ଆସିଛନ୍ତି ।

ତେବେ ଦିପ୍ତିରେଖା ବିବାହ ପରେ ଗୀତ ଗାଇବେ ବୋଲି ସେ ଆଗରୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ବିଷୟ ରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳି ପାରି ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।