ଖୁସି ଖବର ! କର୍କଟ ରୋଗ ୧୦ ଦିନରେ ହେବ ଦୂର, ବୈଜ୍ଞାନିକ ମାନଙ୍କର ବଡ ସଫଳତା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

କର୍କଟ ରୋଗ , ଏମିତି ଏକ ରୋଗ ଯାହାର ନାମ ଶୁଣିବା ମାତ୍ରେ ଭୟ ଲାଗେ।କର୍କଟ ରୋଗ ଏକ ଏମିତି ରୋଗ ଯାହା ହେବା ଦ୍ଵାରା ବ୍ୟକ୍ତି ର ବଞ୍ଚିବା କଷ୍ଟକର ହୋଇଥାଏ। ଏହି ରୋଗ ର ଚିକିତ୍ସା କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇ ଥାଏ । ଯଦି ସାଧାରଣ ଲୋକ ଙ୍କୁ ଏହି ରୋଗ ହୁଏ ତେବେ ସେମାନେ ବଞ୍ଚିବା ର ଆଶା ଛାଡ଼ି ଦେଇ ଥାଆନ୍ତି । ଏହି ରୋଗ ର ନାମ ଶୁଣିବା ମାତ୍ରେ ସମସ୍ତେ ଡରି ଯାଆନ୍ତି ।

ତେବେ ଆଜି ଆମେ ଆପଣ ଙ୍କୁ ଏହି ରୋଗ ର ଚିକିତ୍ସା ସମ୍ବଧରେ ଏକ ଖୁସି ଖବର ଦେବା ପାଇଁ ଯାଉଛୁ । ତେବେ ଜଣେ ଡାକ୍ତର ଦାବି କରିଛନ୍ତି ଯେ କ୍ୟାନ୍ସର ଭଳି ଭୟଙ୍କର ରୋଗ କୁ ଆପଣ ମାତ୍ର ଦୁଇ ଟଙ୍କା ରେ ଭଲ କରି ପାରିବେ । ଏହା ପୁଣି ଏକ ଘରୋଇ ସମସ୍ୟା ଦ୍ଵାରା ଏହି ଘରୋଇ ଉପଚାର ଦ୍ଵାରା ଆପଣ ନିଜର କ୍ୟାନ୍ସର ଭଳି ବେମାରୀ କୁ ଭଲ କରି ପାରିବେ । ତେବେ ସେ କହିଛନ୍ତି ଯେ ଏହି ଚିକିତ୍ସା ୧୦୦% ଲାଭକାରୀ ଅଟେ। ଏହି ଉପଚାର ଦ୍ବାରା ଆପଣ ନିଜର କ୍ୟାନ୍ସର ଭଳି ସମସ୍ୟା କୁ ଦୁର କରି ପାରିବେ ।

କେବଳ ଏତିକି ନୁହେଁ ଆହୁରି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ କେବଳ 10 ଦିନ ମଧ୍ୟରେ ଏହି କ୍ୟାନ୍ସର ଭଳି ଭୟଙ୍କର ରୋଗ ଭଲ ହୋଇଯିବ ବୋଲି ଦାବି କରିଛନ୍ତି । ତେବେ ସେ ଦଶ ଟଙ୍କାର ବେକିଙ୍ଗ ସୋଡ଼ା ଦ୍ଵାରା କ୍ୟାନ୍ସର ଭଳି ସମସ୍ୟା ଭଲ ହୋଇ ପାରେ ବୋଲି ସେ ଦାବି କରିଛନ୍ତି ।

କର୍କଟ ଏକ ଏମିତି ରୋଗ ଯେଉଁ ରୋଗ ରେ ବ୍ୟକ୍ତି ର ବଞ୍ଚିବାର ସମ୍ଭାବନା ବହୁତ୍ କମ୍ ଥାଏ ସେ ମାତ୍ର ଦଶ ଟଙ୍କାର ବେକିଙ୍ଗ ସୋଡା ଦ୍ଵାରା ଦଶ ଦିନ ରେ ଏହି ରୋଗ ଭଲ ହୋଇଥାଏ ବୋଲି ଦାବି କରିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲଗିଲେ ମଧ୍ୟ ଏହାକୁ ସେ ଦାବି କରି କହିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ବେକିଙ୍ଗ ସୋଡ଼ା ଦ୍ଵାରା ସେ ଦୀର୍ଘ 20 ବର୍ଷ ଧରି କ୍ୟାନ୍ସର ପୀଡ଼ିତ ମାନଙ୍କ ର ଚିକିତ୍ସା କରୁଛନ୍ତି ଓ ଏହା ସତ ପ୍ରତିଶତ ଲାଭଦାୟକ ଅଟେ।

ତେବେ ଡାକ୍ତର ଙ୍କ କହିବା ଅନୁସାରେ କ୍ୟାନ୍ସର ଚିକିତ୍ସା ପାଇଁ ଯେଉଁ ମେଡ଼ିସିନ୍ ଆସେ ସେହି ମେଡ଼ିସିନ୍ କେବଳ ଶେଷରେ ନିଜର ପ୍ରଭାବ ପକାଇ ଥାଏ ।ତେବେ ଚର୍ମ କର୍କଟ, ଆୟୋଡ଼ିନ ଟିନ୍ତ୍ ରୁ ମୁକ୍ତି ପାଇବା ପାଇଁ ଭଳି ମଧ୍ୟ ଅନେକ ପଦକ୍ଷେପ ରହିଛି। ଏହା ମଧ୍ୟ ଅନେକ ରିସର୍ଚ୍ଚ ରେ ପ୍ରମାଣିତ ହୋଇଛି ଯେ ଏହା ବହୁତ୍ ପ୍ରଭାବ ଶାଳୀ ଅଟେ । ତେବେ ସେ ଏହି ବେକିଙ୍ଗ ସୋଡା ଦ୍ଵାରା 20 ବର୍ଷ ଧରି କ୍ୟାନ୍ସର ର ଚିକିତ୍ସା କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।