GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୮% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ l ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନ ରେ ଆଗେ ଯାଇ ତାହାର ଉପଯୋଗ କରିପାରିବେ l ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତି କୁ ସମ୍ମାନ ପ୍ରାପ୍ତ କରାଇଥାଏ l ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଜଣେଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ l

ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ l ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ l ଆମେ ଆପଣକୁ କିଛି ଅତି ସାଧାରଣ କିନ୍ତୁ ଆପଣ ଜାଣି ନଥିବେ ଏହିଭଳି କିଛି ଜୀବ ବିଜ୍ଞାନ ରୁ ଦଶ ଟି ପ୍ରଶ୍ନ କହିବୁ ଯାହା ଆପଣ ଜାଣି ଖୁସି ହେବେ l ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ?

1 :- କଣ ସବୁବେଳେ ଆସେ କିନ୍ତୁ କେବେ ପହଂଚି ପରେ ନାହିଁ l ଯିଏ କହିବ ସେ ନିଶ୍ଚୟ ଚାଲାକ ହୋଇ ଥିବା ?
ଉତ୍ତର :-ଆସନ୍ତା କାଲି l

2:- ସେ କିଏ, ଯାହାକୁ କିଛି ଖାଇ ବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପିଇବାକୁ ଦେଲେ ମରିଯାଏ l କିଏ କହି ପାରିବ l
ଉତ୍ତର :- ନିଆଁ l

3 :- ମାଉଣ୍ଟ ଏଭେରେଷ୍ଟ କୁ ବିଶ୍ୱ ର ସବୁଠୁ ଉଚ୍ଚ ପର୍ବତ ମାନ୍ୟତା ମିଳିବା ପୂର୍ବରୁ କିଏ ସବୁଠୁ ଉଚ୍ଚ ପର୍ବତ ଥିଲା l କିଏ କହିବ ଏହାର ଉତ୍ତର ?
ଉତ୍ତର :- ମାଉଣ୍ଟ ଏଭେରେଷ୍ଟ l

4 :- ଗୋଟିଏ ଦୌଡ଼ ପ୍ରତି ଯୋଗିତା ରେ ଦ୍ୱିତୀୟ ସ୍ଥାନ ରେ ଦୌଡୁ ଥିବା ଜଣକୁ ଅନ୍ୟ ଜଣେ ଅତି କ୍ରମ କଲେ ତାହାର ସ୍ଥାନ କଣ ହେବ l ଏହା ବହୁତ ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?
ଉତ୍ତର :- ଦ୍ୱିତୀୟ ସ୍ଥାନ ହେବ l

5 :- ମୟୂର ଅଣ୍ଡା ଦିଏ ନାହିଁ କିନ୍ତୁ ସେ ମରେ ତେବେ ସେ ତାଙ୍କର ବଂଶ ବିସ୍ତାର କେମିତି ହୁଏ l ଏହା କୁ ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?
ଉତ୍ତର :- ମୟୂରୀ ଅଣ୍ଡା ଦିଏ l

6:-ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟ ରୁ କାହାର ଓଜନ ଅଧିକ ହେବ ?
ଉତ୍ତର :-ଉଭୟ ସମାନ ଓଜନ ହେବ l

ତେଣୁ ଏହା କୁ ଏକ ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁହା ଯାଇ ପରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।