Jyotisa Shastra – ମାଣବସା ଗୁରୁବାର ରେ ଏହି ୬ଟି ରାଶିର ମହିଳା ହେବେ କୋଟିପତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଉଚିତ୍ ଏବଂ ସଠିକ୍ ଚଳନ କାରଣରୁ ରାଶି ମାନଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ।ତେବେ ଯେଉଁ ସମୟରେ ଗ୍ରହ ମାନଙ୍କର ଚଳନ ଠିକ୍ ଥାଏ ସେହି ସମୟ ରେ ସେହି ରାଶିରେ ଶୁଭ ଫଳ ର ସମ୍ଭାବନା ରହିଥାଏ ଏବଂ ଯେଉଁ ରାଶି ମାନଙ୍କ ର ଗ୍ରହ ଗୁଡ଼ିକ ରେ ଖରାପ ଚଳନ ଚାଲି ଥାଏ ସେମାନଙ୍କ ର ରାଶି ଫଳ ମନ୍ଦ ପ୍ରଭାବ ଆଣିଥାଏ ସେମାନଙ୍କ ଜୀବନ ଶୈଳୀ ଉପରେ। କାରଣ ଏକ ପ୍ରକାରର ନକାରାତ୍ମକ ପ୍ରଭାବ ସେମାନଙ୍କ ଉପରେ ପଡ଼ିଥାଏ।

ତେଣୁ ଏହା କୁହାଯାଇ ପାରେ କି ପ୍ରତ୍ୟେକ ମଣିଷର ଭାଗ୍ୟ ତାର ରାଶିଫଳ ଉପରେ ନିର୍ଭର କରିଥାଏ ଏବଂ ଏହାସହ ଜଡ଼ିତ ନକ୍ଷତ୍ର ଉପରେ ମଧ୍ୟ।

ଅନେକ ଲୋକଙ୍କୁ ଦେଖାଯାଏ ଯେ ସେମାନେ ଅନେକ ସୁଖ ସ୍ୱାଛନ୍ଦ୍ୟ ରେ ଜୀବନ କାଟୁ ଥିବା ବେଳେ ଆଉ କିଛି ଲୋକ ଦୁଃଖ ଏବଂ ନୈରାଶ୍ୟ ଭିତରେ ବୁଡ଼ି ରହିଥାନ୍ତି। କିନ୍ତୁ ସେମାନଙ୍କର ଏହି ଜୀବନଶୈଳୀ ରେ ପରିବର୍ତ୍ତନ ପରେ ଆସିଥାଏ। ତେଣୁ ଏହା ସେମାନଙ୍କ ରାଶି ଉପରେ ପଡୁଥିବା ପ୍ରଭାବ କାରଣରୁ ହୋଇଥାଏ।

ତେବେ ଆମେ ଆଜି ଆପଣଙ୍କୁ କହିବୁ କିଛି ଏମିତି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଭବିଷ୍ୟତ ରେ ବହୁତ୍ ଭଲ ସମୟ ଆସିବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଆଗାମୀ ୨୦୨୧ ଠାରୁ ଆରମ୍ଭ କରି ୨୦୪୦ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭଲ ସମୟ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ସବୁ ରାଶି ରାଶି ମାନଙ୍କ ବିଷୟରେ।

୧) କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସେମାନଙ୍କ ଜୀବନରେ ଆଶାନୁୂରୂପ ଫଳ ପାଇବାକୁ ଯାଉଛନ୍ତି। ସେମାନେ ତାଙ୍କ ଚାହିଁବା ଅନୁସାରେ ଶୁଭ ଫଳ ପାଇବେ। ଭଗବାନ ଙ୍କ ଆଶିର୍ବାଦ ଆପଣଙ୍କ ଉପରେ ରହିବା କାରଣରୁ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ।

୨) ମେଷ ରାଶି- ଏମାନଙ୍କର ଆଗାମୀ ବର୍ଷ ମାନଙ୍କରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ ସଫଳତା ପାଇବେ। ମାତା ଲକ୍ଷ୍ମୀଙ୍କ କ୍ରୁପାଦୃଷ୍ଟି କାରଣରୁ ଆପଣ ସମସ୍ତ ସମସ୍ୟା ରୁ ଦୂରେଇ ରହିବେ।

୩) ମକର ରାଶି- ଏହି ରାଶିର ଲୋକ ମାନଙ୍କ ପାଇଁ ମଧ୍ୟ ଅନେକ ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛି। ଏମାନେ ସେମାନଙ୍କ ପାରିବାରିକ ଜୀବନ ରେ ଶାନ୍ତି ଫେରି ପାଇବେ। ଚାକିରି ଏବଂ ଉନ୍ନତି କ୍ଷେତ୍ରରେ ସଫଳତା ମିଳିବା ସହିତ ଏମାନଙ୍କର ପଦୋନ୍ନତି ଘଟିବ। ଆର୍ଥିକ ସ୍ୱଚ୍ଛଲତା ଦେଖାଯିବା ସହ ଦୁଃଖ ଜଞ୍ଜାଳ ଦୂର ହେବ।

୪) ସିଂହ ରାଶି- ଏମାନେ ସର୍ବଦା ଖୁସିରେ ସମୟ ଅତିବାହିତ କରିବେ। ମାତା ଲକ୍ଷ୍ମୀଙ୍କ ଆଶିର୍ବାଦ କାରଣରୁ ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବା ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇବ। ଏମାନେ ସମୃଦ୍ଧି ଶାଳୀ ହେବେ ଏବଂ ସମାଜରେ ପ୍ରତିଷ୍ଠା ବଜାୟ ରଖିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।