ଟାଇଗର ସଫ ଏବଂ ଦିଶା ପଟାନି ବିନା ବିବାହରେ ମାଲଦିବ୍ସରେ ମନଉଛନ୍ତି ହନିମୁନ, ଭାଇରାଲ ହେଉଛି ଫଟୋ…କଳାକାର ହେଲେ ବୋଲି କ’ଣ….

ବଲିଉଡ ଆଗଧାଡ଼ିର ଅଭିନେତା ଟାଇଗର ସଫ ଏବଂ ଅଭିନେତ୍ରୀ ଦିଶା ପଟାନି ମଧ୍ୟରେ ଶୁଣାଯାଇଥିଲା ଯେ ସେମାନଙ୍କ ମଧ୍ୟରେ କିଛି ଭଲ ରିଲସନ ନଥିଲା। କିନ୍ତୁ ଟାଇଗରଙ୍କ ମା’ ଙ୍କୁ ଦିଶାଙ୍କର ବୋଲ୍ଡ ନଜର ଜମା ବି ପସନ୍ଦ ନୁହେଁ ତେଣୁ ସେ ଟାଇଗରଙ୍କୁ ଦିଶାଙ୍କଠାରୁ ଦୁରେଇ ରହିବାକୁ କହିଥିଲେ। କିନ୍ତୁ ସୋସିଆଲ ମିଡ଼ିଆ ପୋଷ୍ଟରେ ଭାଇରାଲରୁ ଜଣାପଡିଛି ସେ ଟାଇଗରଙ୍କ ସହ ତାଙ୍କ ପରିବାରକୁ ରାଜି କରିଦେଇଛନ୍ତି। କାରଣ ଏବେ ସେମାନେ ଦୁଇ ଜଣ ମାଲଦୀପରେ ସିକରେଟ ହନିମୁନ ପାଳନ କରୁଛନ୍ତି।

ଦୁଇଜଣଙ୍କ ଭଲ ପାଇବାକୁ ତାଙ୍କ ମାଆ ଗ୍ରହଣ କରୁନଥିଲେ ଆଗରୁ। ତାଙ୍କ ଭଲ ପାଇବାକୁ ଫ୍ୟାନମାନେ ବହୁତ ପ୍ରଶଂସା କରୁଛନ୍ତି। ତାଙ୍କର ଦୁହେଁଙ୍କର ଏକାଠି ସିନେମାବି ବହୁତ ସୁପର ହିଟ ହୁଏ। ତାଙ୍କ ଯୋଡି ସିନେମା କୁ ଦର୍ଶକ ମାନେ ବେଶୀ ପ୍ରଶଂସ ମିଳିଛି। ଏ ଦୁହେଁ କିଛି ଦିନ ତଳେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ। ଟାଇଗର ସଫ ଏବଂ ଦିଶା ପଟାନି ଦୁହେଁ ଏକା ସାଙ୍ଗେ ନିଜର ସିକରେଟ ହନିମୁନ ଓ କ୍ୱାଲିଟି ଟାଇମ ସ୍ପେଣ୍ଡ ପାଇଁ ମାଲଦୀପ ଯାଉଥିଲେ।

ଏଥିସହିତ ଆକ୍ସନ ହିରୋ ଟାଇଗର ଏବଂ ଦିଶାଙ୍କ କିଛି ହଟ ଫୋଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯେଉଁ ଫୋଟୋ ଚାରିଆଡେ ଦେଖାଦେଇଛି। ଆଉ ମଧ୍ୟ ଟାଇଗର ନିଜର ଗୋଟେ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସମୁଦ୍ର ଭିତରକୁ ଓଲଟା ଡେଇଁବାର ଦେଖିବାକୁ ମିଳିଛି। ଭିଡିଓ ଆଉ ସବୁ ଫୋଟୋ ଭାଇରାଲ ହେବାରେ ଲାଗିଛି। ସେହି ଭିଡ଼ିଓରେ ସେ ହଳଦିଆ ସାର୍ଟସ ସହିତ ସର୍ଟଲେସ ଅବସ୍ଥାରେ ଅଛନ୍ତି। ଏବଂ ତାଙ୍କର ଫ୍ୟାନମାନେ ଏହିସବୁକୁ ପସନ୍ଦ କରୁଛନ୍ତି ଆଉ ଖୁସିବି ଅଛନ୍ତି।

ଏହି ଅବସ୍ଥାରେ ସେ ସମୁଦ୍ର ଭିତରେ ଏବଂ ସ୍ୱିମିଙ୍ଗ ଭିତରେ ବହୁତ ଫୋଟୋ ଉଠେଇଛନ୍ତି ଏବଂ ସେଠି ସେ ଏକା ନାହାନ୍ତି ,ତାଙ୍କସହ ଗାର୍ଲଫ୍ରେଣ୍ଡ ଦିଶା ବି ଦେଖିବାକୁ ମିଳିଛନ୍ତି। ଟାଇଗର ଆଉ ଦିଶା ଦୁହେଁ ହଟ ଡ୍ରେସ ରେ ସ୍ୱିମ କଲା ସମୟର ଫୋଟୋ ବହୁତ ଦେଖିବାକୁ ନଜରକୁ ଆସିଛି।ଦୁଇଜଣ ଏକାସାଙ୍ଗରେ ଫୋଟୋ ଉଠେଇ ନିଜ ନିଜ ଇଂସ୍ଟଗ୍ରାମରେ ଉପଲୋଡ କରିଛନ୍ତି। ହେଲେ ଟାଇଗର ଏବଂ ଦିଶା ଏମିତି କିଛି ଉଭୟଙ୍କ ଫୋଟୋ ଏକସଂଗେ ଅପଡେତ ହୋଇନି।

ଆଉ ଗୋଟେ କଥା ଜାଣନ୍ତୁ ଯେ ଦିଶାଙ୍କ ନାଲି ରଙ୍ଗର ବିକିନୀ ପିନ୍ଧା ଫୋଟୋଟି ଚର୍ଚ୍ଚାରେ ଆସିଛି ଯାହା ଏବେ ଭାଇରାଲ ହଉଛି। ଦିଶାଙ୍କ ଏହି ଫୋଟୋରେ ସମୁଦ୍ର କୂଳରେ ପୋଜ ଦେଇଥିବାର ଦେଖାଦେଇଛି। ଦିଶାଙ୍କ ଏହି ଫୋଟୋ ଚାରିଆଡେ ଭାଇରାଲ ହେବାରେ ଲାଗିଛି ଏହି ଫୋଟୋରେ ଦିଶା ବହୁତ ହଟ ଏବଂ ସେକ୍ସି ମଧ୍ୟ ନଜରକୁ ଆସିଛି। ଏବଂ ଦିଶାଙ୍କ ଏମିତି ଫୋଟୋକୁ ଦେଖିଲାପରେ ତାଙ୍କ ମାଆ ମଧ୍ୟ ସେ ବହୁତ ଭଲ କମେଣ୍ଟ ଦେଇଥିଲେ।

ଦିଶା ଏବଂ ଟାଇଗରଙ୍କ ଭଲପାଇବାକୁ ଟାଇଗରଙ୍କ ମାଆ ବି ଗ୍ରହଣ କଲାପରେ ଟାଇଗର ଆଉ ଦିଶା ମଧ୍ୟ ବହୁତ ଖୁସି ଅଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।