ଶୁଣନ୍ତୁ LIVE ଅଡିଓ କଲ – ଭାଇରାଲ ହେଲା ଦେହଜୀବି ଝିଅମାନେ କେମିତେ ପୁଅ ମାନଙ୍କୁ ସେ-କ୍ସ କରିବା ପାଇଁ ଡାକୁଛନ୍ତି , ଶୁଣନ୍ତୁ ଏହି କଲ ରେକଡିଂ…..

ଆଜିକାଲି ଅନେକ ଯୁବପିଢି ପଥଭ୍ରଷ୍ଟ୍ ହୋଇ ଅନେକ ଅସାମାଜିକ କାର୍ଯ୍ୟ କଲାପ ଆଦି କରୁଥିବାର ଦେଖିବାକୁ ମିଳୁଛି। ଯାହା ସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସୁଛି।ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କ ର ଏହିଭଳି ଦୌରାତ୍ମ୍ୟ ପଛରେ କାରଣ ହେଉଛି ସେମାନଙ୍କ ର ବେପରୁଆ ଜୀବନ ଧାରଣ ପ୍ରକ୍ରିୟା ଏବଂ କୁସଙ୍ଗ।

ଅଳ୍ପ ବୟସରୁ ଅନେକ ଖରାପ୍ ଜିନିଷ ର ସେବନ କରି ଏମାନେ ସମୟ ସମୟରେ ସେମାନଙ୍କର ମାନସିକ ଭାରସାମ୍ୟ ହରାଇ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ସମାଜରେ ସେମାନଙ୍କୁ ଲଜ୍ଜିତ କରିବା ସହିତ ସେମାନଙ୍କୁ ଏକ ଘୃଣ୍ୟ କାର୍ଯ୍ୟ କରିବା ଭଳି ସ୍ତରକୁ ନେଇ ଯାଉଛି।

ଏଥିପ୍ରତି କିଛି ମାତ୍ରାରେ ଅବଶ୍ୟ ସାମାଜିକ ସ୍ଥିତି ଏବଂ ପାରିପାର୍ଶ୍ବିକ ଅବସ୍ଥା ଦାୟୀ ଅଟେ। ସେହିପରି ଭାବରେ ଆମେ କହିବାକୁ ଯାଉଛୁ ଆଜିର ଦୁନିଆରେ ହେଉଥିବା ଦେହ ବ୍ୟବସାୟୀ ବା ଦେହଜୀବୀ ଙ୍କ ଗୁମର କଥା। ଯେଉଁଥିରେ ଲିପ୍ତ ହେଉଛନ୍ତି ଅନେକ ପାଠ ପଢୁଆ ଶିକ୍ଷିତ ଯୁବତୀ ମାନେ ।

ଆଉ ଆଧୁନିକ ଦୁନିଆରେ ଆଧୁନିକ ଭାବରେ ଲୋକଙ୍କୁ ଏଥିପ୍ରତି ଆକର୍ଷିତ କରି ଅନ୍ୟର ପ୍ରରୋଚନାରେ ଲୁଟୁଛନ୍ତି ଟଙ୍କା। ଟିକେ ହେଲେ ଏମାନଙ୍କର ଦୃଷ୍ଟି ନାହିଁ ସାମାଜିକ ପରମ୍ପରା ଆଉ ସଂସ୍କୃତି ପ୍ରତି।ତେବେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ସେହିପରି ଏକ ଘଟଣା ଯାହାର ଠକାମୀ ର ଶିକାର ହେଉଛନ୍ତି ଅନେକ ଯୁବପିଢି।

ଅନଲାଇନ ସେକ୍ସ୍ କାରବାର ଏବେ ତାର ଏକ ବିଶାଳ ଜାଲ ଲମ୍ବାଇଲାଣି ସାରା ଦେଶରେ। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ଏହାର ଚେର ରହିଛି।ଆଉ ଅଡିଓ କଲ୍ କରି ଇଚ୍ଛୁକ ଗ୍ରାହକ ମାନଙ୍କୁ ପ୍ରଲୋଭିତ କରି ଯୁବତୀ ମାନେ ଏକ ନିର୍ଦ୍ଦିଷ୍ଟ ୱେବସାଇଟ ଜରିଆରେ କରୁଛନ୍ତି ଏଥିପାଇଁ ବୁକିଙ୍ଗ। ଯାହାର ଏକ ଅଡିଓ କଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ସେମାନେ ଏହି ଅଡିଓ କଲ୍ କରି ପ୍ରତ୍ୟକ୍ଷ ଭାବରେ ସେକ୍ସ କରିବାକୁ ଇଛୁକ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନ କରୁଛନ୍ତି।ତେବେ ସେମାନେ ଯେଉଁ ନମ୍ୱର୍ ରୁ କଲ୍ କରିଛନ୍ତି ତାହା 7384540564 ଅଟେ। ଏହି ନମ୍ବରେ ରେ ସେମାନଙ୍କ ପାଖରୁ କଲ ଆସୁଥିବା ବେଳେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏକ ସାଇବର ଲିଙ୍କ,ଯାହାର ନାମ ହେଉଛି (nightanglefriendship. com)। ଯାହା ଦ୍ଵାରା ସେମାନେ ଏହି ଲିଙ୍କ ରେ ଯାଇ ସବୁ ଜାଣି ପାରିବେ ବୋଳି କହୁଛନ୍ତି ଏବଂ ବୁକିଙ୍ଗ କଲେ ୨ ହଜାର ରୁ ୩ ହଜାର ଟଙ୍କା ପଡ଼ିବ ବୋଲି ମଧ୍ୟ ସିଧା ସଳଖ କହୁଛନ୍ତି।

ତେବେ ଆପଣ ଏହି ଡିଜିଟାଲ ସେକ୍ସ୍ କାରବାର ରୁ ବଞ୍ଚିତ ରହିବା ପାଇଁ ଏହି ନମ୍ୱର୍ ରୁ କଲ୍ ଆସିଲେ ସଚେତନ ରୁହନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।