Sadhubani – ମାର୍ଗଶିର ମାସ ଗୁରୁବାର ଦିନ (ମାତା ଲଷ୍ମୀ) ଭୁଲ୍ରେ ବି କରନ୍ତୁ ନାହିଁ ଏହି ସବୁ କାମ
ଆମ ଶାସ୍ତ୍ର ରେ ଅଛ ଯେ ବାର ମାସ ର ଛ ଋତୁ l ସବୁ ମାସ ଅପେକ୍ଷା ମାର୍ଗଶିର ମାସ ହେଉଛି ସବୁଠୁ ପ୍ରଧାନ ମାସ l ଏହି ମାସ ରେ ବୃହସ୍ପତି ଦେବ ଓ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ଅଟେ l ତେଣୁ ଏହି ମାସ ରେ କିଛି ଖରାପ କାମ କରନ୍ତୁ ନାହିଁ l ବହୁତ ଅସୁବିଧା ରେ ପଡିବେ l ଏହି ମାସ ରେ ସମସ୍ତ ନୀତି ନିୟମ ଆଦି ମାନି ଚଳିବା ଆବଶ୍ୟକ l ଏହି ମାସ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ମାସ l ଏହି ମାସ ରେ ମାତା ଲକ୍ଷ୍ମୀ ସମସ୍ତ ଘର କୁ ଆସି ଥାନ୍ତି l ତେଣୁ ଏହି ମାସ ରେ ଅନେକ କାର୍ଯ୍ୟ କରିବା କୁ ବରଣ କରାଯାଏ l
ତେବେ ଚାଲନ୍ତୁ ଜାଣିବା ଏହି ମାସ ରେ କଣ କଣ କରିବା ଉଚିତ ନୁହେଁ l
1. ଏହି ମାସ ରେ ସକାଳ ହେବା ପର୍ଯ୍ୟନ୍ତ ବିଛଣା ରେ ଶୋଇବା ଉଚିତ ନୁହେଁ l ଶୀଘ୍ର ବିଛଣା ରୁ ଉଠି ମାତା ଲକ୍ଷ୍ମୀ ଙ୍କର ପୂଜା ପାଠ କରିବା ଉଚିତ ଅଟେ l
2.ଏହି ମାର୍ଗଶିର ମାସ ଗୁରୁବାର ଦିନ ଶୋଇ ଥିବା ବିଛଣା କୁ ଦିନ ହେବା ପର୍ଯ୍ୟନ୍ତ ଶୋଇବେ ନାହିଁ l ଏହି ବିଛଣା ଙ୍କୁ ରାତିରୁ ଉଠି ଦିଅନ୍ତୁ l
3. ଏହି ମାର୍ଗଶିର ମାସ ରେ ମାତା ଲକ୍ଷ୍ମୀ ଙ୍କୁ ପୂଜା କରି ସାରିବା ପରେ ମାତା ବୃନ୍ଦାବତୀ କୁ ପୂଜା କରନ୍ତି l ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହେବେ l
4. ଏହି ଗୁରୁବାର ଦିନ ଘରେ କଳହ କରନ୍ତୁ ନାହିଁ l ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯିବେ l
5. ସନ୍ଧ୍ୟା ସମୟ ରେ ଏହି ଗୁରୁବାର ଦିନ ମୁଣ୍ଡ ରେ ବାଳ କୁ କୁଣ୍ଡନ୍ତୁ ନାହିଁ l ଏହି କରିବା ଫଳ ରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଥାନ୍ତି l
6.ଏହି ଗୁରୁବାର ଦିନ ସନ୍ଧ୍ୟା ସମୟ ରେ ଘିଅ ରେ ଦୀପ ଭଗବାନ ଙ୍କର ପାଖରେ ଜଳାନ୍ତୁ l ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ହେବ l ଘରେ ଧନ ବର୍ଷା ହେବ l
7. ଏହି ଗୁରୁବାର ଦିନ ଦିନ ବାର ତ ପରେ କାହାକୁ ଋଣ ବା ଉଧାର ଦିଅନ୍ତୁ ନାହିଁ l
8. ଏହି ପବିତ୍ର ମାସ ଗୁରୁବାର ଦିନ ସନ୍ଧ୍ୟା ସମୟ ରେ ଝୁଣା ଜଳାଇ ଘର ସାରା ବୁଲନ୍ତୁ l ଏହି ପରି କରିବା ଦ୍ୱାରା ଘରେ ସମସ୍ତ ପ୍ରକାର ଅଶୁଭ ଶକ୍ତି ନଷ୍ଟ ହୋଇ ଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।