ବୟସ ଅନୁସାରେ ଶାରୀରିକ ସମ୍ପର୍କ ରଖିବାର ଉପଯୁକ୍ତ ସମୟ ନିଶ୍ଚୟ ଜାଣନ୍ତୁ, ନଚେତ ହୋଇପାରେ ବଡ ଅଘଟଣ….

ଯାହା ବିଶେଷ ଗବେଷଣା ରୁ ଜଣା ପଡ଼ିଛି ଏବଂ ଯାହା ବିଶେଷଜ୍ଞ ମାନେ କହିଥାନ୍ତି ସେହି ଅନୁସାରେ ଜଣେ ବ୍ୟକ୍ତି ଶାରିରୀକ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ ସମୟ ଉକ୍ତ ବ୍ୟକ୍ତିର ବୟସ ଉପରେ ନିର୍ଭର କରିଥାଏ। କାରଣ ଏହି ଯୌନ ସମ୍ପର୍କର ଉପଯୁକ୍ତ ସମୟ ବୟସ ଉପରେ ନିର୍ଭର କରିଥାଏ। ବ୍ୟକ୍ତିର ଶାରିରୀକ ଗଠନ ତାର ବୟସ ର ବୃଦ୍ଧି ସହିତ ଘଟିଥାଏ।ଏବଂ ଏକ ଉପଯୁକ୍ତ ସମୟରେ ବ୍ୟକ୍ତିର ଯୌନ ଇଚ୍ଛା ମଧ୍ୟ ଉତ୍ପନ୍ନ ହୋଇଥାଏ।

ତେଣୁ ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା ଯେ ବୟସ ଅନୁସାରେ ବ୍ୟକ୍ତିର ଶାରିରୀକ ସମ୍ପର୍କ ବା ସହବାସ କରିବାର ଇଚ୍ଛା କୁ ସମୟ କିପରି ପ୍ରଭାବିତ କରିଥାଏ।

୨୦ ବର୍ଷ ବୟସରେ– ବିଶେଷଜ୍ଞଙ୍କ ମତରେ ୨୦ ବର୍ଷ ବୟସର ଯୁବକମାନଙ୍କର ଅପରାହ୍ନ ପ୍ରାୟ ୩ ଟା ସମୟରେ ଯୌନ ଲାଲସା ଅଧିକ ରହିଥାଏ। ଏହାଛଡା ଦିନବେଳା ଯେ କୌଣସି ସମୟରେ ସେମାନେ ଏଥିପ୍ରତି ଆଗ୍ରହୀ ଥାଆନ୍ତି।

୩୦ ବର୍ଷ ବୟସରେ- ବିଶେଷଜ୍ଞଙ୍କ ମତରେ ଏହି ବୟସରେ ସକାଳ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରନ୍ତି ଯୁବକମାନେ।ଏହି ବୟସର ଲୋକଙ୍କ ପାଇଁ ସକାଳ ୮.୨୦ ସମୟ ଭଲ ହୋଇଥାଏ। କାରଣ ସୂର୍ଯ୍ୟ ଉଦୟ ହେବା ପରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଖରେ ଟେଷ୍ଟୋଷ୍ଟେରନ୍ ହର୍ମାେନ ର ବୃଦ୍ଧି ପାଇଥାଏ।

୪୦ ବର୍ଷ ବୟସରେ- ଏହି ବୟସର ବ୍ୟକ୍ତି ବିଶେଷ ମାନେ ପ୍ରାୟତଃ ରାତିରେ ଜଲଦି ଶୋଇ ପଡନ୍ତି। କାମ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ଏହି ବୟସର ଲୋକମାନଙ୍କ କ୍ଷେତ୍ରରେ ଶାରୀରିକ ସମ୍ପର୍କ ରଖିବା ସମୟରେ ମଧ୍ୟ ଏକ ପରିବର୍ତ୍ତନ ଆସିଥାଏ। କାରଣ ସେମାନଙ୍କୁ ଅନେକ ଦାୟିତ୍ବ ପୂରଣ କରିବାକୁ ପଡିଥାଏ ଏହି ବୟସରେ।ତେଣୁ ରାତି ୧୦.୨୦ ରେ ଅଥବା ଶୋଇବାର ଠିକ୍ ପୂର୍ବରୁ ଏମାନଙ୍କ ପାଇଁ ଯୌନ ସମ୍ପର୍କ ରଖିବାର ଉପଯୁକ୍ତ ସମୟ।

୫୦ ବର୍ଷ ବୟସରେ- ପାରିବାରିକ ଏବଂ ଅଫିସ୍ କାର୍ଯ୍ୟ ହେତୁ ଏହି ବୟସର ଲୋକେ ଥକ୍କା କାରଣରୁ ଶୀଘ୍ର ସୋଇ ପଡନ୍ତି। ତେଣୁ ଏହି ବୟସର ଲୋକଙ୍କ ପାଇଁ ରାତି ୧୦ ଟା ସମୟ ଯୌନ ସମ୍ପର୍କ ରଖିବା ପାଇଁ ଉଚିତ୍ ବୋଲି ବିବେଚନା କରାଯାଏ। କିନ୍ତୁ ଏହା ଉପଯୁକ୍ତ ବୋଲି କୁହା ଯାଇ ନପାରେ।

୬୦ ବର୍ଷ ବୟସରେ- ଏହି ବୟସର ଲୋକେ ବୟସ ଅଧିକ କାରଣରୁ ଅଧିକ ବିଶ୍ରାମ ଦରକାର କରୁଥିବାରୁ ରାତି ୧୦ ଟା ପୂର୍ବରୁ ଶାରିରୀକ ସମ୍ପର୍କ ଶେଷ କରି ଶୋଇବା ଉଚିତ୍। କାରଣ ଯୌନ ସମ୍ପର୍କରେ ସନ୍ତୁଷ୍ଟି ପରେ ଶରୀରରେ ଅକ୍ସିଟୋସିନ୍ ନାମକ ଏକ ହରମୋନ୍ ନିର୍ଗତ ହୋଇ ଭଲ ନିଦ୍ରା ଦେଇଥାଏ।

୭୦ ବର୍ଷ ବୟସରେ- ୭୦ ବର୍ଷ ବୟସର ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ରାତି ୧୦ ଟା ସମୟ ଯୌନ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ ସମୟ ବୋଲି କୁହା ଯାଇଥାଏ। ତେଣୁ ଏହି ସମୟରେ ଶାରିରୀକ ସମ୍ପର୍କ ରଖି ସେମାନେ ନିଦ୍ରାରେ ଯାଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।