ଶୀତ ଦିନେ ସମସ୍ତ ଚର୍ମ ରୋଗର ଘରୋଇ ଚିକିତ୍ସା ୧୦୦% ଗ୍ୟାରେଣ୍ଟି ଭଲ ହେବ – Balkisan Health Tips

ଚର୍ମ ରୋଗ ଏକ ଏଭଳି ରୋଗ ଅଟେ ଯାହା ଅନେକାଂଶରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଚର୍ମ ରୋଗ କାରଣରୁ ମଣିଷ ନିଜକୁ ଠିକ୍ ଭାବରେ ପ୍ରସ୍ତୁତ କରି ପାରି ନଥାଏ ସର୍ବ ସାଧାରଣ କିମ୍ବା ସାର୍ବଜନୀନ ସ୍ଥାନରେ। ଚର୍ମ ରୋଗ ବିଭିନ୍ନ କାରଣରୁ ହୋଇଥାଏ ଏବଂ ଏହା ଆମ ଶରୀରର ବିଭିନ୍ନ ସ୍ଥାନ ମାନଙ୍କରେ ହୋଇଥାଏ। ସବୁବେଳେ କୁଣ୍ଡେଇ ହେବା ସହିତ ଏକ ଆରୁଚିକର ବାତାବରଣ ମଧ୍ୟ ତିଆରି କରେ।

ତେବେ ଏହି ଚର୍ମ ରୋଗ ଯଦି ଆପଣଙ୍କୁ ଆଗରୁ ହୋଇଛି, ତାହା ଯେ କୌଣସି ପ୍ରକାରର ଚର୍ମ ରୋଗ ହେଉ ନା କାହିଁକି ଏବଂ ଯଦି ଏବେ ଏବେ ଏହା ଆପଣଙ୍କୁ ହେଉଛି ତେବେ ଆପଣ ଏହାର କାରଣ ଜାଣି ଏହାର ଉପଚାର ନିଶ୍ଚିତ କରନ୍ତୁ।

ଆସନ୍ତୁ ଆଜିର ଏହି ଲେଖାରେ ଆମେ ଏହି ବିଷୟରେ ଜାଣିବା। ଚର୍ମ ରୋଗ ସହିତ ଜଡିତ ଯେ କୌଣସି ପ୍ରକାରର ଚର୍ମ ସମସ୍ୟା ବିଷୟରେ ଆମେ ଆଜି ଆଲୋଚନା କରିବା। ସମସ୍ତ ଚର୍ମ ରୋଗର ଘରୋଇ ଚିକିତ୍ସା ବିଷୟରେ ଜାଣିବା। ଏମିତିରେ ଆଜିର ଆଧୁନିକ ସମାଜରେ ଆମର ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ହୋଇଛି।

ଯେଉଁ କାରଣରୁ ଆମେ ସାମାନ୍ୟ ରୋଗରେ ମେଡ଼ିସିନ୍ ର ବ୍ୟବହାର କରୁଛୁ।ଏହି କାରଣରୁ ଏନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। କାରଣ ଏହାର କୁ ପ୍ରଭାବ ଶରୀର ଉପରେ ଅଧିକ ମାତ୍ରାରେ ପଡିବାରେ ଲାଗୁଛି। ସେହିଭଳି ଚର୍ମ ରୋଗ ମଧ୍ୟ ଅଧିକତର ଭାବେ ଏହିସବୁ ରାସାୟନିକ ଦ୍ରବ୍ୟ ସେବନ କାରଣରୁ ହୋଇଥାଏ।ତେଣୁ ଏହାର ନିରାକରଣ ପାଇଁ କିମ୍ବା ଆଦୌ ନହେବା ପାଇଁ ଆପଣ ନିମ୍ନ ଲିଖିତ ଉପାୟ ମାନ କରନ୍ତୁ। ଯେଉଁ କାରଣରୁ ଚର୍ମ ରୋଗ ହୋଇଥାଏ।

କାରଣ-

୧) ବଜାରରୁ କିଣୁଥିବା ପନିପରିବା କୁ ଭଲ ଭାବରେ ଗରମ ପାଣି ରେ ଧୁଅନ୍ତୁ। ଯାହାଦ୍ଵାରା ଏଥିରେ ଥିବା କେମିକାଲ ସବୁ କିଛି ମାତ୍ରାରେ ନଷ୍ଟ ହୋଇଯିବେ।

୨) ଏକ ନିୟମିତ ରୁଟିନ ପ୍ରସ୍ତୁତ କରନ୍ତୁ ଏବଂ ସେହି ଅନୁସାରେ ଜୀବନ ଚର୍ଯା କରନ୍ତୁ। ଖାଇବା ଶୋଇବା ର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପ୍ରସ୍ତୁତ କରନ୍ତୁ।

୩) ଦିନ ରାତି ମିଶି ସର୍ବନିମ୍ନ ୬ ରୁ ୮ ଘଣ୍ଟା ନିଶ୍ଚିତ ଶୁଅନ୍ତୁ।

୪) ଏଲୋପାଥିକ ମେଡ଼ିସିନ୍ କୁ ବର୍ଜନ କରନ୍ତୁ।

ନିରାକରଣ-

ଆପଣ ଏକ ସଫା କାଚ ବୋତଲ ନେଇ ସେଥିରେ ଗୋମୁତ୍ର ସଂଗ୍ରହ କରନ୍ତୁ। ଯେଉଁ ଗାଈ ପିଲା ଜନ୍ମ କରି ନଥିବ ତାର ମୂତ୍ର ନିଅନ୍ତୁ। ଏହାକୁ ପ୍ରତିଦିନ ଗୋଟିଏ କପ୍ ଲେଖାଏଁ ପିଅନ୍ତୁ ୪ ମାସ ପର୍ଯ୍ୟନ୍ତ।ଏବଂ ଯେଉଁ ସ୍ଥାନରେ କୁଣ୍ଡେଇ ହେଉଛି କିମ୍ବା ବାହାରିଛି ସେହି ସ୍ଥାନରେ ଆପଣ ଗୋମୂତ୍ର କୁ ମାଲିଶ୍ ଭଲଭାବରେ କରି ୧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଦେଖିବେ ଏହାର ଯାଦୁକାରୀ ପ୍ରଭାବ ଆପଣ ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।