ଗଣ୍ଠି କଷ୍ଟ, ଅଣ୍ଟା କଷ୍ଟ, ଆଣ୍ଠୁ ଗଣ୍ଠି କଷ୍ଟ ଦୂର କରିବାର ରାମବାଣ ଘରୋଇ ଉପଚାର – Balkisan HealthTips

ବର୍ତମାନ ପ୍ରାୟ 60 ବର୍ଷ ପରେ ଆମ ଦେଶରେ ବହୁତ ଲୋକ ହାଡ ଜନିତ ରୋଗରେ ପୀଡିତ ହେଉଛନ୍ତି l ବୟସ ନହେବା ପୂର୍ବରୁ ଲୋକଙ୍କର ଚୁଟି ପାଚିଯାଉଛି l ଅତି ଶୀଘ୍ର ବୁଢା ପଣ ଆସି ଯାଉଛି l କିଛି କାରଣ ରୁ ଆମର ସବୁବେଳେ ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ଲାଗି ରହୁଛି l ତେଣୁ ଆଜି ଆମେ ଆପଣଙ୍କୁ ଏକ ଘୋରାଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ ଜାଣିଛନ୍ତି କିନ୍ତୁ ତାହାର ଉପକାରିତା ଜାଣି ନାହାନ୍ତି l

ବର୍ତମାନ ସମୟରେ ଅଧିକ ଲୋକ ମାନେ ସାଧାରଣତଃ ଏହି ମୁଣ୍ଡ ବ୍ୟଥା ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏହି ରୋଗ କୁ ଭଲ ନ କରିଲେ ଆସ୍ତେ ଏହା ବଡ଼ ରୋଗ ରେ ପରିଣତ ହୋଇ ଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ରୋଗ ସୃଷ୍ଟି କରିଦେଉ l

ଆଜି ଚାଲନ୍ତୁ ଜାଣିବା କଣ କଲେ ଆମେ ଏହି ମୁଣ୍ଡ ବଥା କୁ ଭଲ କରବା ପାଇଁ ଅନେକ ଉପାୟ କରି ଥାଉ l ଏହା ରୋଗ କୁ ଆମେ ଭଲ କରିବା ପାଇଁ ଅଧିକ ମାତ୍ର ରେ ଏନଆଲଜେସୀସ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ ଆମ ଶରୀର ର ସମସ୍ତ ଅର୍ଗାନ କୁ ପ୍ରଭାବ ପଡେ l

ତେବେ ଏହି ଘୋରାଇ ଉପଚାର ଜାଣନ୍ତୁ l ପ୍ରଥମେ ଏକ ଗ୍ଲାସ କ୍ଷୀର ରେ ଘରେ ତିଆରି ହଳଦୀ ଗୁଣ୍ଡ କୁ ମିଶନ୍ତୁ l ଏହା କୁ ଭଲ ଭାବରେ ମିଶନ୍ତୁ l ଏହା ଭଲ ଭାବରେ ମିଶିବା ପରେ ଏହି ମିଶ୍ରଣ ରେ ଦେଶୀ ଗାଈ ଘିଅ କୁ ଭଲ ଭାବରେ ମିଶନ୍ତୁ l କାରଣ ଦେଶୀ ଗାଈ ଘିଅ ରେ ଅଧିକ ପରିମାଣ ରେ ରୋଗ ପ୍ରତି ରୋଧକ ଶକ୍ତି ରହି ଥାଏ l ଏହି ମିଶ୍ରଣ କରି ସାରିବା ପରେ l ଏହି ମିଶ୍ରଣ କୁ ପ୍ରତି ଦିନ 2 ଥର ପିଅନ୍ତୁ l ଏମିତି ଗୋଟିଏ ସପ୍ତାହ କରିବା ପରେ ଦେଖିବେ ଆପଣଙ୍କ ର ସମସ୍ତ ପ୍ରକାର କଷ୍ଟ ଭଲ ହୋଇ ଯିବ l

ଏହି ଉପାୟକୁ କରିବାକୁ ହେଲେ ଆପଣଙ୍କୁ ଅତି ସହଜରେ ସମସ୍ତ ସାମଗ୍ରୀ ଆପଣଙ୍କ ଘରେ ମିଳି ଯିବ l ଏହି ଉପାୟକୁ ଯଦି ପ୍ରତି ଦିନ ନିୟମିତ ରୂପେ କରନ୍ତି ଆପଣ ତାହାଲେ ଆପଣଙ୍କ ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।