ସାବଧାନ ! ଏହି ୪ଟି ଜିନିଷ କେବେବି କାହାଠାରୁ ଉଧାରୀ ନିଅନ୍ତୁ ନାହିଁ, ନଚେତ ହୋଇପାରେ ଅଘଟଣ – Ajira Anuchinta

ବସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ଉଧାର ଆଣି ତାକୁ ପରିଶୋଧ ନ କଲେ ଘରେ ଅଭାବ ରହିବ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ସୃଷ୍ଟି ହେବ l

ଆପଣ ମାନେ ଜାଣନ୍ତି ଯେ ଭାରତୀୟ ବସ୍ତୁ ଶାସ୍ତ୍ର ଥିବା ଏହି ସବୁ ଜିନିଷ କାହାରି ପାଖରୁ ଉଧାରି ଆଣନ୍ତୁ ନାହିଁ l କେହି ମଣିଷ ଯଦି ବସ୍ତୁ ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1-ଆପଣ ମାନେ ଜାଣିଛନ୍ତି ଯେ ଭଗବାନ ଙ୍କ ପାଖରୁ କୌଣସି ଉଧାରି ରୁହନ୍ତୁ ନାହିଁ l l ତେଣୁ ଜାଣନ୍ତୁ ଯେ ଯଦି କେହି ଆପଣ କେହି ଭଗବାନ ଙ୍କ ପାଖରେ ଅନେକ ପ୍ରକାର ସହଣିଆ ରଖି ତାହା ପୂରଣ ହୋଇ ଗଲା ପରେ ଶୀଘ୍ର ତାହାକୁ ପୂରଣ କରନ୍ତୁ l ଯଦି ଏହା କୁ ପୂରଣ ଦେବା ଭୁଲ ନୁହଁ ଏହାକୁ ନେଇ ନଫେରିବା ଭୁଲ ଅଟେ l ଯଦି ନିୟନ୍ତି ତାହାକୁ ତୁରନ୍ତ ପୂରଣ କରନ୍ତୁ l

2-ଅନ୍ୟ ଘରୁ ଲୁଣ ଉଧାରି ଆଣନ୍ତୁ ନାହିଁ l ଲୁଣ ଆଣି ଉଧାରି ନ ଦେଲେ ତା ଠାରୁ ଆପଣକୁ ନକାରାତ୍ମକ ଶକ୍ତି ଆସେ ଯାହାଦ୍ୱାରା ଆପଣ ଦରିଦ୍ରତା ର ଯନ୍ତ୍ରଣା ଭୋଗ କରିବେ l

3ଗରିବ ଲୋକ ପାଖରୁ କେବେ ହେଲେ ଉଧାରି ଆଣନ୍ତୁ ନାହିଁ l ଉଧାରି ଆଣି ନ ଫେରିଲେ ଗରିବ ଲୋକ ର ସମସ୍ତ ସହ ଆପଣଙ୍କୁ ସେହି ବ୍ୟକ୍ତିର ଦରିଦ୍ରତା ଲାଗି ରହିବ l ବ୍ୟବହାର କରିବେ ତାହାଲେ ଆପଣଙ୍କ ସବୁ ଭଲ ଗୁଣ ତୁମର ନଷ୍ଟ ହେବ ତl ପlଖକୁ ଯାଇ ସେହି ବ୍ୟକ୍ତିଠୁ ସବୁ ଦରିଦ୍ରତା ଆପଣଙ୍କୁ ସ୍ପର୍ଶ କରିବା l

4 -ଚାଉଳ କାହାରି ପାଖରୁ ଉଧାରି ଆଣନ୍ତୁ ନାହିଁ l ଏହା କଲେ ଆପଣଙ୍କୁ ନକାରାତ୍ମକ ଗୁଣ ଲାଗିବ l ଏହା କଲେ ଘରେ ସମସ୍ତ ଶୁଭ ଶକ୍ତି ନଷ୍ଟ ହେବ l ଘରେ ଗରିବତା ଆସିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।