Jyotisa Shastra – ଆସନ୍ତା କାଲି ଠାରୁ ଶନିଦେବ ଙ୍କ କୃପାରୁ ୨୦୨୧ ଠାରୁ ୨୦୪୨ ପର୍ଯ୍ୟନ୍ତ ଏହି ୬ଟି ରାଶି ଭାଗ୍ୟଶାଳୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ମାନେ ଜନ୍ମ ହେଲା ବେଳେ ଯେଉଁ ସବୁ ଗ୍ରହ ନକ୍ଷତ୍ର ଥାଏ ତାହାରି ଅନୁସାରେ ରାଶି ନିର୍ଧାରଣ ହୋଇଥାଏ l ଏହି ରାଶି ଅନୁସାରେ ମଣିଷର ଭାଗ୍ୟ ନିର୍ଧାରଣ ହୋଇଥlଏ l ଏହି ରାଶି ଗୁଡିକରେ ପରିବର୍ତନ ଆସିଥାଏ ଗ୍ରହ ମାନଙ୍କ ଚଳନରେ l ଜ୍ୟୋତିଷ ଶାସ୍ତ୍ର ରେ ଏହି ଗ୍ରହ ମାନଙ୍କର ଚଳନ ର ବିଚାର କରି କେଉଁ ରାଶିରେ କେଉଁ ପ୍ରକାରର ପରିବର୍ତ୍ତନ ହେବ ଏହା ବିଷୟରେ ବର୍ଣ୍ଣନା କରାଯାଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ଆଗାମୀ ଚାରି ବର୍ଷାରେ ଗ୍ରହ ପରିବର୍ତ୍ତନ ହେବାର ସୂଚନା ଦିୟା ଯାଇଛି l ଯାହା ଦ୍ୱାରା ଅନେକ ରାଶିର ଭାଗ୍ୟ ଚମକିବ l

ସେହି ଭାଗ୍ୟବାନ ରାଶି ଗୁଡିକରେ ଅନେକ ଗୁଡିଏ ପରିବର୍ତ୍ତନ ହେବ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ ପରିବର୍ତନ ଆସିବ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଚାର କରାଯାଇଛି l

ଏହି ସବୁ ରାଶିର ବ୍ୟକ୍ତି ମାନେ ନିଜର ପରିବାରରେ ବହୁତ ସ୍ନେହ କରିବେ l ଏହି ରାଶିର ବ୍ୟକ୍ତି ମାନେ ତାଙ୍କ ଜୀବନରେ ଦାମ୍ପତ୍ୟ ସମ୍ପର୍କ ବଡିବ l ପରସ୍ପର ସ୍ନେହ ବଢିବ l ଯଦି ଏହି ରାଶିର ବ୍ୟକ୍ତି ମାନେ କାହାକୁ ପ୍ରେମ କରୁଥାନ୍ତି ତାହାଲେ ତାଙ୍କର ପ୍ରେମ ତାଙ୍କୁ ମିଳିବ l ଏହି ରାଶିର ବ୍ୟକ୍ତି ମାନେ ତାଙ୍କ ଜୀବନ ରେ ଧନର ଅଭାବ ରହିବ ନାହିଁ l ଏମାନେ ଯେତେ ଖର୍ଚ୍ଚ କଲେ ମଧ୍ୟ ସେମାନଙ୍କର ଧନର ଅଭାବ କେବେ ରହିବ ନାହିଁ l

ଏହି ରାଶିର ବ୍ୟକ୍ତି ମାନେ ଯଦି ଚାକିରୀ କରୁଥାନ୍ତି ତାହାଲେ ସେମାନଙ୍କ ପାଦରେ ଉନ୍ନତି ହେବ l ଆଉ ଯଦି ଏହି ବ୍ୟକ୍ତି ମାନେ ଚାକିରୀ ର ଅନ୍ୱେଷଣରେ ଥିବେ ତାହାଲେ ଏମାନେ ଚାକିରୀ ଅତି ସହଜରେ ପ୍ରାପ୍ତ କରିବେ l ଏହି ରାଶିର ବ୍ୟକ୍ତି ମାନେ ସମାଜରେ ପ୍ରଶଂସିତ ହେବେ l ଏହି ରାଶିର ବ୍ୟକ୍ତି ମାନେ ଯଦି ପାଠ ପଢ଼ୁଥାନ୍ତି ତାହାଲେ ସେମାନେ ଉଚ ଫଳ ପ୍ରାପ୍ତି କରିବେ l ସେମାନେ ତାଙ୍କ ଜୀବନ ରେ ସଫଳତା ପାଇବେ l ତାଙ୍କ ଜୀବନର ଲକ୍ଷ ସହଜରେ ପୂରଣ ହେବ ଯଦି ସେମାନେ ପରିଶ୍ରମ କରିବେ l

ଏହି ବ୍ୟକ୍ତି ମାନେ ନିଜର ପରିବାରରେ ଖୁସିରେ ରହିବେ l ସେମାନେ ଯଦି କିଛି ଚିନ୍ତାରେ ଥାନ୍ତି ତାଙ୍କ ଚିନ୍ତାର ସମସ୍ତ କାରଣ ଦୂର ହେବ l ଏମାନେ ନିଜର ଭଲ କର୍ମ ପାଇଁ ସମସ୍ତଙ୍କର ପ୍ରିୟ ହେବେ l ଏମାନେ ଯଦି କୌଣସି ନିଜର ଇଛା ଅନୁସାରେ ଫଳ ପ୍ରାପ୍ତ କରିବେ l ଏହି ଭାଗ୍ୟ ଶାଳୀ ଗୁଡିକ କଣ ଚାଲନ୍ତୁ ଜାଣିବା l

ଏହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଲେ ବିଛାରାଶି, ସିଂହରାଶି, ମକରରାଶି, ବୃଷରାଶି, ମିଥୁନରାଶି, କନ୍ୟା ରାଶି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।