ଯଦି ଆପଣଙ୍କ ଛୋଟ ସ୍ତନ କୁ ବଢ଼ାଇବା ପାଇଁ ଚାହୁଁଛନ୍ତି, ତେବେ କରନ୍ତୁ ଏହି ତୈଳ ର ଉପଯୋଗ ଏବଂ ପାଆନ୍ତୁ ଅଦ୍ଭୁତ ଫାଇଦା….

ଜଣେ ମହିଳା ର ସୁନ୍ଦରତା ତାର ଚେହେରା ସହିତ ଶରୀର ର ଗଠନ ଉପରେ ମଧ୍ୟ ନିର୍ଭର କରିଥାଏ। ସୁନ୍ଦର୍ ଏବଂ ସୁଢଳ ଚେହେରା ଜଣେ ନାରୀ ର ଆତ୍ମ ବିଶ୍ୱାସ ଏବଂ ବ୍ୟକ୍ତିତ୍ଵ କୁ ଦ୍ଵି ଗୁଣିତ କରିଥାଏ।ତେଣୁ କୁହାଯାଏ କି ଯେଉଁ ମହିଳା ମାନଙ୍କର ଶରୀରର ଆକୃତି ଦେଖିବାକୁ ଯେତେ ସୁନ୍ଦର ସେମାନେ ନିଜ ପାଇଁ ଏକ ଆତ୍ମବିଶ୍ୱାସ ତିଆରି କରିବାରେ ସେତିକି ସୁଦୃଢ ମନେ କରିଥାନ୍ତି।ତେବେ ମହିଳାଙ୍କ ଶାରିରୀକ ଗଠନ ଭିତରେ ସ୍ତନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁ ମହିଳା ମାନଙ୍କର ସ୍ତନର ଆକାର ଉତ୍ତମ ହୋଇଥାଏ ସେମାନେ ନିଜକୁ ଏକ ଭଲ ଅନୁଭବ ଭିତରେ ରଖି ପାରନ୍ତି।କିନ୍ତୁ ଯଦି ଜଣେ ମହିଳା ର ସ୍ତନର ଆକାର ଅପେକ୍ଷାକୃତ ସାନ କିମ୍ବା ଶରୀରର ଗଠନ ଅନୁସାରେ ଠିକ୍ ହୋଇ ନଥାଏ ତେବେ ତାହା ମାନସିକ ଚିନ୍ତା ମଧ୍ୟ ଦେଇଥାଏ।ତେଣୁ ଯଦି ଆପଣ ଛୋଟ ସ୍ତନକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ ସେ ବିଷୟରେ କିଛି ତୈଳ ର ଉପକାରୀ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କୁ ନିଶ୍ଚିତ ସହାୟକ ହେବ।

ବାଦମ୍ ତେଲ ର ଉପଯୋଗ- ଏଥିପାଇଁ ଆପଣଙ୍କୁ ପ୍ରଥମେ ୫ ଚାମଚ ବାଦାମ ତେଲକୁ ନେଇ ଏହାକୁ ଅଳ୍ପ ଉଷୁମ କରିବାକୁ ପଡ଼ିବ ଏବଂ ଏହି ତେଲକୁ ଆଙ୍ଗୁଠିରେ ନେଇ ସ୍ତନରେ ଭଲ ଭାବରେ ମାଲିସ୍ କରିବାକୁ ପଡ଼ିବ। ତେଲ ଭଲ ଭାବରେ ଅବଶୋଷିତ ନହେବା ପର୍ଯ୍ୟନ୍ତ ଆପଣ ଏହାକୁ ମାଲିସ୍ କରନ୍ତୁ।ତାପରେ କିଛି ସମୟ ପାଇଁ ସେହିପରି ଛାଡ଼ି ଦିଅନ୍ତୁ। ଆପଣଙ୍କୁ ଏହାକୁ ନିୟମିତ ଭାବରେ ୮/୧୦ ସପ୍ତାହ ପର୍ଯ୍ୟନ୍ତ କରିବାକୁ ପଡ଼ିବ। ଏହାପରେ ସ୍ତନର ଆକାରରେ ୨/୩ ଇଞ୍ଚ୍ ବୃଦ୍ଧି ଆପଣ ଦେଖିବାକୁ ପାଇବେ।

ଅଲିଭ ତେଲର ଉପଯୋଗ- ଏହା ମଧ୍ୟ ଆପଣଙ୍କ ସ୍ତନ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଦୁଇ ଚାମଚ ଅଲିଭ ତେଲ ନେବାକୁ ପଡ଼ିବ ଏବଂ ଏହାକୁ ପ୍ରଥମେ ପାପୁଲି ରେ ଘଷିବାକୁ ପଡ଼ିବ।ଏହାପରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ତେଲିଆ ପାପୁଲି କୁ ନେଇ ସ୍ତନରେ ମାଲିସ୍ କରନ୍ତୁ।

ଏହିପରି ଦିନକୁ ଦୁଇଥର କରିବା ଦ୍ଵାରା ଅଲିଭ ତେଲରେ ଥିବା ପୋଷକ ତତ୍ତ୍ବ ସ୍ତନରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସହାୟକ ହୋଇଥାଏ।ଏହା ସହିତ ଏଥିରେ ଥିବା ଫାଇଟୋଏଷ୍ଟ୍ରୋଜେନ୍ ଆପଣଙ୍କ ଶରୀରରେ ଇଷ୍ଟ୍ରୋଜେନିକ୍ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବା ସହିତ ଆପଣଙ୍କ ସ୍ତନର ଆକାର ମଧ୍ୟ ପୂର୍ବ ଅପେକ୍ଷା ବୃଦ୍ଧି କରାଇଥାଏ।

ମେଥି ତେଲର ଉପଯୋଗ- ଦୁଇ ଚାମଚ ମେଥି ମଞ୍ଜି ତେଲ ନେଇ ଆଙ୍ଗୁଠିରେ ଉଭୟ ସ୍ତନ ଉପରେ ଲଗାନ୍ତୁ। ରାତିରେ ଶୋଇବା ବେଳେ ପାଞ୍ଚ ମିନିଟ୍ ମାଲିସ୍ କରିବା ପରେ ସ୍ତନରେ ସେହିଭଳି ଛାଡ଼ି ଦିଅନ୍ତୁ। ଯାହାଫଳରେ ସ୍ତନ ଚାରିପାଖ ଚର୍ମକୁ ଏହା ବଢ଼ାଇବା ସହିତ ପ୍ରତିଦିନ ବ୍ୟବହାର ଦ୍ବାରା କିଛି ସପ୍ତାହ ମଧ୍ୟରେ ସ୍ତନର ଆକାର ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।