ସାବଧାନ ! ଆସନ୍ତା କାଲିଠାରୁ ଏହି ୪ଟି ରାଶିର ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ମହା ବିପଦ – Jyotisa Shastra

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ସମସ୍ତ ଙ୍କର ରାଶି ଫଳ ସମାନ ଥାଏ l ତେଣୁ ଏହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅନୁସାରେ ସେମାନଙ୍କ ସମସ୍ତ କାର୍ଯ୍ୟ ସାଧନା ହୋଇ ଥାଏ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

କିନ୍ତୁ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ଏହି ରାଶି ର ମହିଳା ମାନେ ସବୁବେଳେ ଖୁସି ରେ ରହି ଥାନ୍ତି l କିନ୍ତୁ ଏମିତି କିଛି ରାଶି ଗୁଡିକ କାଲି ପାଖରୁ ମହା ବିପଦ l ବନ୍ଧୁ ଗଣ ଏହିପରି ଏକ ଶୁଭଦେବୀ ମାତା ଲକ୍ଷ୍ମୀ ଙ୍କର ର ଗତି ହୋଇଛି l

ଏହି ଗତି ଆସନ୍ତା ବର୍ଷ ପାଖରୁ ପାଖରୁ ଅନେକ ବର୍ଷ ପର୍ଯ୍ୟନ୍ତ ପୁରା ବଦଳି ଯିବ l ଏହି ରାଶି ରେ ସମସ୍ତ ଦେବତା ମାନେ ସବୁବେଳେ ନିଜର ଶୁଭ ସମୟ ଅନୁସାରେ ହୋଇ ଚାଲିଥଏ l କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l

ତେବେ ଚାଲନ୍ତୁ ଜାଣିବା ଏହି ରାଶି ଗୁଡ଼ିକ ବୃଷ, କନ୍ୟା,କର୍କଟ, ଧେନୁ ରାଶି ଉପରେ ମାତା ଲକ୍ଷ୍ମୀ ଙ୍କର କୁ ପ୍ରଭାବ ପଡିବ ଓ କେମିତି ପ୍ରଭାବ ପଡିବ l

ଏହି ରାଶି ର ଲୋକ ମାନଙ୍କର ଲୋକ ପ୍ରିୟତା ହ୍ରାସ ହେବ l ଘରେ କଳହ ଲାଗି ରହିବ l ଧନ ହାନି ହେବା l ପାଇ ଥିବା ଧନ ର କ୍ଷୟ ହେବା l ପରିବାର ଜଞ୍ଜାଳ ଲାଗି ରହିବ l ଏହା l ଏହି ରାଶି ର ଲୋକ ମାନଙ୍କର ଅପମାନ ଯୋଗ ରହିଛି l ଶାରୀରିକ ପୀଡା ହେବ l ଅନେକ ପ୍ରକାର କ୍ଷତି ହେବ l ଘରୁ ଯଦି ଯାନବାହାନ ରେ ଗଲେ ସତର୍କ ରହିବେ l

ଏହି ରାଶି ର ଲୋକ ଙ୍କର ଧନ ହାନି ହେବ l ପରିବାର ବିଶୃଙ୍ଖଳା ହେବ l ରାସ୍ତା ରେ ଦୁର୍ଘଟଣା ହେବ l ମାନସିକ ଚାପ ବଢିବ l ଶାରୀରିକ କଷ୍ଟ ହେବ l ପ୍ରତିକାର ପାଇଁ ଅସହାୟ ବ୍ୟକ୍ତି କୁ ସହାୟତା କାର l ତେଣୁ ଏହି ରାଶି ଗୁଡ଼ିକ ସବୁବେଳେ ସତର୍କ ରୁହନ୍ତୁ l ସମସ୍ତ ଙ୍କ ପ୍ରତି ସମବେଦନା ଜନତୁ ଏହି ପରି 15 ଦିନ ପର୍ଯ୍ୟନ୍ତ ଲାଗି ରହିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।