Jyotisa Shastra – ୭୦୦ ବର୍ଷ ପରେ ହନୁମାନ ହେଲେ ଖୁସି ଏହି ୭ଟି ରାଶିର ଭାଗ୍ୟ ଚମକିଲା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

ବନ୍ଧୁ ଗଣ ଏହିପରି ଏକ ଶୁଭ ଗ୍ରହର ଗତି ହୋଇଛି l ତାହା ହେଉଛି ହନୁମାନ ଦେବ ଙ୍କର ଗତି l ଏହି ଗଦେବତା କୁ କର୍ମ ଫଳ ଦାତା ବୋଲି କହନ୍ତି l କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ଏହି ଗ୍ରହର ସିଧା ଗତି ଏହି ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ lତେବେ ଚାଲନ୍ତୁ ଜାଣିବା କଉଁ ରାଶି ଉପରେ କେମିତି ପ୍ରଭାବ ପଡିବ l

1-ସିଂହ ରାଶି :-ସବୁଠୁ ପ୍ରଥମେ ଜାଣିବା ଏହି ରାଶି ବିଷୟରେ ଏହି ରାଶିରେ ସବୁଠୁ ଭଲ ପ୍ରଭାବ ରହିଛି l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଏହି ରାଶିର ବ୍ୟକ୍ତି ଙ୍କର ଚାକିରୀ ଯୋଗ ରହିଛି, ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖୋଜୁଥିଲେ ତେବେ ସେମାନଙ୍କୁ ଅତି ସହଜରେ ଚାକିରୀ ମନ ମୁତାବକ ମିଳିଯିବ l ଦାମ୍ପତ୍ୟ ପ୍ରେମ ବଢିବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l

2-କନ୍ୟା ରାଶି :-ଏହି ରାଶିର ଧନ ବ୍ୟୟ ର ଯୋଗ ରହିଛି l ଆଉ ସବୁ କ୍ଷେତ୍ରରେ ଉନ୍ନତି ଘଟିବ l ଦାମ୍ପତ୍ୟ ସମ୍ପର୍କ ଭଲ ରହିବ l ପ୍ରେମ ସମ୍ପର୍କ ବଢ଼ି ପାରେ l

3-ବୃଷ ରାଶି :-ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଦେହ ଖରାପ ରହିପାରେ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l ସମସ୍ତେ ଭଲ ରେ ଘରେ ରହିବେ l

4-କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ l ଚାକିରୀ ଯୋଗ ରହିଛି l ସମାଜରେ ଆପଣକୁ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି l ଏହି ମାନେ ସମସ୍ତ କାର୍ଯ୍ୟ ରେ ସଫଳତା ପାଇବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।