ଦେଖନ୍ତୁ ଭିଡ଼ିଓ ! ସୁର ଭାଇ ନାଚି ଧୂଳି ଉଡେଇ ଦେଲେ, ଦେଖିଲେ ଆପଣ ବି ହସି ହସି ଗଡି ଯିବେ, ସୋସିଆଲ ମିଡିଆରେ ୬୦ଲକ୍ଷ ଲୋକ ଦେଖି ସାରିଲେଣି…..

ଓଡ଼ିଶା ରାଜ୍ୟ ରାଜନୀତିରେ କଂଗ୍ରେସର ବିଧାୟକ ସୁର ରାଉତରାୟ ଜଣେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କୁ କିଏବା ନ ଜାଣେ।ସେ ତାଙ୍କର ଗଣମାଧ୍ୟମକୁ ଦେଉଥିବା ବାଇଟ ଏବଂ କୌତୁହଳ ପୂର୍ଣ୍ଣ କଥା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଜଣେ ନିର୍ଭିକ କଥା କହୁଥିବା ଏବଂ ସ୍ପଷ୍ଟ ବାଦୀ ନେତା ଭାବରେ ପ୍ରାୟ ଜାଣିଛନ୍ତି।

ତେବେ ଗଣମାଧ୍ୟମ ର ପ୍ରତିନିଧି ମାନେ ତାଙ୍କ ପାଖରୁ କୌଣସି ଘଟଣା କୁ ନେଇ ଦୁଇ ପଦ କଥା ଶୁଣିବା ପାଇଁ ବ୍ୟଗ୍ର ହୋଇ ଉଠି ଥାଆନ୍ତି। କାରଣ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ସେ ଏହାକୁ ଉପସ୍ଥାପନା କରନ୍ତି।

ତେବେ ଆପଣ ଜାଣିଛନ୍ତି ସୁର ରାଉତରାୟ ଜଣେ କଂଗ୍ରେସ ର ବରିଷ୍ଠ ବିଧାୟକ ଅଟନ୍ତି।ସେ ଅନେକ ସମୟରେ ତାଙ୍କର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କର ବାଇଟ ନେବା ପାଇଁ ସତେ ଯେମିତି ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି। ତେବେ ଏହି ନେତା ଙ୍କ ବୟାନ ଶୁଣିବା ପରେ ଏହା ସମସ୍ତଙ୍କୁ ହସି ହସି ବେଦମ୍ କରି ପକାଇ ଥାଏ।

ତାଙ୍କର ବୟାନ ଅତ୍ୟନ୍ତ ହାସ୍ୟତ୍ମକ ଢଙ୍ଗରେ ହୋଇ ଥିବାରୁ ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ମାଡି ଚାଲ, ରେଡି ତ ,ରମ୍ପା ରମ୍ପି, ଲଗା ତାଳି , ଛି ଛି କି ଲଜ୍ୟା, ହାକ ଥୁ, କି କଥା ଏଗୁଡ଼ାକ, ଏମିତି ବହୁତ ସାରା ସୁର ଭାଇ ଙ୍କ ଡାଇଲଗ ଅଛି ଯାହା ବହୁତ୍ ପ୍ରସିଦ୍ଧ ବର୍ତ୍ତମାନ ଯୁବପିଢି ଏବଂ ବୟସ୍କ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କ ପାଖରେ ମଧ୍ୟ।

ତେବେ ଏହା ସତ ଯେ, ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି କିଛି ନା କିଛି କଥା କୁ ନେଇ।ତେବେ ଏହି ନିକଟରେ କିଛି ଦିନ ତଳେ ଏହି କଂଗ୍ରେସ ନେତା ସୁର ଭାଇ ଙ୍କୁ ଏକ ଷ୍ଟେଜ ରେ ଗୀତ ଗାଇବାର ଦେଖିବାକୁ ମିଳିଥିଲା ଯାହା ବହୁତ୍ ଭାଇରାଲ ମଧ୍ୟ ହୋଇଥିଲା। ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।ଗୀତ ଗାଈ ତାର ତାଳେ ତାଳେ ଆମର ସୁର ଭାଇ କ କିପରି ଏକ ଷ୍ଟେଜ ପୋଗ୍ରାମ ରେ ତାଙ୍କର ନାଚ ଦେଖାଇଲେ ଆସନ୍ତୁ ଦେଖିବା ଏହି ଭିଡିଓ ମାଧ୍ୟମରେ। ଯାହା ବହୁତ୍ ମଜାଦାର ଅଟେ।

ଆପଣ ନିଶ୍ଚିତ ଥରେ ଏହି ଭିଡିଓ କୁ ଦେଖନ୍ତୁ, ଯାହା ଫଳରେ ଆପଣ ସୁର ଭାଇଙ୍କ ଏହି କଳା ବିଷୟରେ ଜାଣି ପାରିବେ। କାରଣ ସେ ଯେଉଁଭଳି ଭାବରେ ନାଚୁଛନ୍ତି ତାହା ବହୁତ ଆକର୍ଷଣୀୟ ଏବଂ ମଜା ଦାୟକ ଅଟେ।ତେବେ ସୁର ଭାଇ କେଉଁ ଜାଗାରେ ଏହି ନାଚ ନାଚୁଛନ୍ତି ତାହା ଆମେ ଜାଣିନୁ କିନ୍ତୁ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଲୋକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।