ସାବଧାନ ! ମରିଗଲେ ବି ରାତିରେ ଏହି ସମୟରେ ସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ ଆସିବ ଅକାଳ ମୃତ୍ୟୁ”

ବିବାହ ପରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ ଦିଗରେ ଅଗ୍ରସର ହୁଅନ୍ତି ଯାହା ଏକ ସାଧାରଣ କଥା।ଏହି ଶାରିରୀକ ସମ୍ପର୍କ ବନାଇବା ପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ ଯେ ଏହାର ଅନୁଭୂତି କଣ ରହିବ ଏବଂ ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ କିପରି ଭାବରେ ପ୍ରଭାବିତ କରିବ। ଏଥିପାଇଁ ଅନେକ ଦମ୍ପତ୍ତି ଯଦିଓ ବିବାହର ପ୍ରଥମ ଦିନରୁ ପରସ୍ପର ସହ ଅନ୍ତରଙ୍ଗ ହୋଇ ନ ପାରିଲେ ବି ଧୀରେ ଧୀରେ ଏକାଠି ରହିବା ଫଳରେ ଏଥିପ୍ରତି ସେମାନଙ୍କ ଭାବନା ସୃଷ୍ଟି ହୋଇଥାଏ।

ତେବେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ।

ତେବେ ବିବାହିତା ଦମ୍ପତ୍ତି ମାନେ ଏହି ସମ୍ବନ୍ଧ ବନାଇବା ପୂର୍ବରୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ଯାହାକୁ ପ୍ରାୟତ ଅଧିକାଂଶ ଦମ୍ପତ୍ତି ମାନି ନଥାନ୍ତି ଅଥବା ଏ ସମ୍ପର୍କରେ ଧ୍ୟାନ ଦେଇ ନଥାନ୍ତି।ତେବେ ଘରର ମହିଳା ମାନେ ଅଜାଣତରେ ରାତିରେ ଏମିତି କିଛି କାମ କରିଥାନ୍ତି ଯାହା ଘରର ସୁଖ ଶାନ୍ତି କୁ ନଷ୍ଟ କରିଦେଇଥାଏ ଓ ପରିବାରର ଲୋକଙ୍କ ସ୍ବାସ୍ଥ୍ୟ ଏବଂ ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଯାଏ।ତେବେ ଆସନ୍ତୁ ଜାଣିବା ଏମିତି କଣ କାମ ଅଛି ଯାହା ଭୁଲରେ ବି ମହିଳା ମାନେ ରାତ୍ରି ସମୟରେ କରିବା ଅନୁଚିତ ଅଟେ।

୧) ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ ଯେତେ ମାଗିଲେବିକ୍ଷୀର କିମ୍ବା ଦହି ଦିଅନ୍ତୁ ନାହିଁ।ଏହା ଦ୍ବାରା ଘରର ଲକ୍ଷ୍ମୀ ଚାଲି ଯାଇଥାନ୍ତି।

୨) ରାତିରେ ଶୋଇବା ପୁର୍ବରୁ ଅଇଁଠା ବାସନ ସଫା ନକରି ଶୁଆନ୍ତୁ ନାହିଁ। ଏହାଦ୍ଵାରା ଘରେ ଅଶାନ୍ତି ଏବଂ ବେମାରୀ ବଢ଼ିଥାଏ।ଘରେ ଟଙ୍କାର ଅଭାବ ମଧ୍ୟ ଦେଖାଦିଏ।

୩) ରାତିରେ ମହିଳା ମାନେ କେବେବି କେଶ ଖୋଲା କରି ସୁଆନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ।

୪) ରାତିରେ ଶୋଇବା ପୁର୍ବରୁ ସବୁ କୋଠରୀ ରେ ଲୁଣକୁ ପେପର୍ ରେ ରଖି ଶୋଇ ଯାନ୍ତୁ।ଏବଂ ସକାଳେ ଉଠି କାହା ସହ କଥା ନହେଇ ଏହାକୁ ନେଇ ନାଳରେ ଫିଙ୍ଗି ଦିଅନ୍ତୁ। ସପ୍ତାହରେ ଏଭଳି ଥରେ କରିବା ଦ୍ଵାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

୫) ଶାରିରୀକ ସମ୍ବନ୍ଧ ରଖନ୍ତୁ ନାହିଁ। ରାତି ୩ ଟା ପରେ ବ୍ରାହ୍ମ ମୁହୂର୍ତ୍ତ ଏବଂ ଅମୃତ ବେଳା ଲାଗୁ ଥିବାରୁ ଏହି ସମୟରେ ସ୍ବାମୀ ସ୍ତ୍ରୀ ଶାରିରୀକ ସମ୍ପର୍କ ରଖିବା ଦ୍ବାରା ଘରର ଅନିଷ୍ଟ ହୋଇଥାଏ। ପରିବାର ର ଉନ୍ନତି ସାଧିତ ହୋଇ ନଥାଏ ଏବଂ ଅସୁସ୍ଥତା ଆଦି ସମସ୍ୟା ଲାଗି ରହେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।