Jyotisa Shastra – ମାତା ଲକ୍ଷ୍ମୀ ଙ୍କ କୃପାରୁ ଆଉ ମାତ୍ର୧୨ ଘଣ୍ଟା ପରେ ଏହି ରାଶିରେ ହେବାକୁ ଯାଉଛି ରାଜଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁବେଳେ ସମସ୍ତ ଙ୍କର ସମାନ ସମୟ ନ ଥାଏ l ତେଣୁ ଏହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

ବନ୍ଧୁ ଗଣ ଏହିପରି ଏକ ଶୁଭ ଦେବତା ର ଗତି ହୋଇଛି l ଏହି ଗତି ଆସନ୍ତା 2021 ପାଖରୁ ଏହି ବର୍ଷ ପର୍ଯ୍ୟନ୍ତ ପୁରା ବଦଳି ଯିବ l ଏହି ରାଶି ରେ ସମସ୍ତ ଦେବତା ମାନେ ସବୁବେଳେ ନିଜର ଶୁଭ ସମୟ ଅନୁସାରେ ହୋଇ ଚାଲିଥଏ l

କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l ଏହି ଗ୍ରହର ସିଧା ଗତି 2021 ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ l

1-ମେଷ ରାଶି :-ସବୁଠୁ ପ୍ରଥମେ ଜାଣିବା ଏହି ରାଶି ବିଷୟରେ ଏହି ରାଶିରେ ସବୁଠୁ ଭଲ ପ୍ରଭାବ ରହିଛି l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଏହି ରାଶିର ବ୍ୟକ୍ତି ଙ୍କର ଚାକିରୀ ଯୋଗ ରହିଛି, ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖୋଜୁଥିଲେ ତେବେ ସେମାନଙ୍କୁ ଅତି ସହଜରେ ଚାକିରୀ ମନ ମୁତାବକ ମିଳିଯିବ l ଦାମ୍ପତ୍ୟ ପ୍ରେମ ବଢିବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l

2-ସିଂହ :-ଏହି ରାଶିର ଧନ ବ୍ୟୟ ର ଯୋଗ ରହିଛି l ଆଉ ସବୁ କ୍ଷେତ୍ରରେ ଉନ୍ନତି ଘଟିବ l ଦାମ୍ପତ୍ୟ ସମ୍ପର୍କ ଭଲ ରହିବ l ପ୍ରେମ ସମ୍ପର୍କ ବଢ଼ି ପାରେ l

3-କନ୍ୟା ରାଶି :-ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଦେହ ଖରାପ ରହିପାରେ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l

4-ବିଛା ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ l ଚାକିରୀ ଯୋଗ ରହିଛି l ସମାଜରେ ଆପଣକୁ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି l

5-କୁମ୍ଭ ରାଶି :-ଏହି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆସିଛି l ଏହି ରାଶିରେ ଧନ ଯୋଗ ସହିତ ସୁଖ ବୃଦ୍ଧି ହେବ l ଘରେ ଶୁଭ ଘଟଣା ଘଟିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।