ଦେଖନ୍ତୁ ଭିଡିଓ । ଖୋଲାଖୋଲି ବସ୍ ଭିତରେ କରୁଥିଲେ ରୋମାନ୍ସ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି ଭିଡ଼ିଓ….

ହଁ ଏହା ସତ ଯେ ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ଅନେକ ତାରତମ୍ୟ ନିଶ୍ଚିତ ରହିଛି। କିଛି ହାତ ଗଣତି ପ୍ରେମ ସମ୍ପର୍କ କୁ ଛାଡ଼ିଦେଲେ ଆଉ ସମସ୍ତ ପ୍ରେମୀ ଯୁଗଳଙ୍କ ପ୍ରେମ ବିଷୟରେ ନକହିବା ଟା ଭଲ। କାରଣ ସେମାନଙ୍କ ହାବ ଭାବ ଏମିତି ରହିଛି ଯାହା ସମାଜକୁ କଳୁଷିତ କରିବାରେ ଲାଗିଛି।ତେବେ ପ୍ରେମକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ।

ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି ବର୍ତ୍ତମାନ ର କିଛି ପ୍ରେମୀ ଯୁଗଳ। ଏହା କୁହାଯାଏ ଯେ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି।

କିନ୍ତୁ ତାର ମାନେ ନୁହେଁ ପ୍ରେମକୁ ବାହାର ଦୁନିଆରେ ଅସମ୍ମାନ ଓ ଅପମାନିତ କରିବା ଓ ଦୁନିଆ ଆଗରେ ଲଜ୍ଜିତ ହେବା। ଏମିତି କରିବାକୁ ତ କେହି ଚାହିଁ ନଥାନ୍ତି। ପ୍ରେମ ଭଳି ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି। ଯେଉଁଥିରେ କେବଳ କାମନା, ବାସନା ଭରି ରହିଛି।ଏବଂ ପରସ୍ପରକୁ ଉପଭୋଗ କରିବାର ଇଚ୍ଛା।

ଯେଉଁଠି ନା ରହିଛି ସମ୍ମାନ ନା ରହିଛି ତ୍ୟାଗ ଓ ଭଲ ପାଇବାର ଚିହ୍ନ।ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି। ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ପ୍ରେମ ଭଳି ଏକ ପବିତ୍ର ଶବ୍ଦ କୁ ଦୁନିଆରେ କଳଙ୍କିତ କରୁଛନ୍ତି।ତେବେ ସେହିଭଳି ଅନେକ ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ବହୁତ ଲଜ୍ୟା ବୋଧ ହେଉଛି କାରଣ ଘଟଣାଟି କିଛି ସେହି ପ୍ରକାରର।ଏଠାରେ ଏକ ବସ୍ ରେ ପ୍ରେମିକ ପ୍ରେମିକା ଦୁଇଜଣ ଯେଉଁଭଳି ଭାବରେ ହରକତ କରୁଛନ୍ତି ତାହା ଦେଖି ଲାଗୁଛି ଯେ ସେମାନେ ସ୍ଥାନ କାଳ ପାତ୍ର କିଛି ବି ମାନୁ ନାହାଁନ୍ତି। ସେମାନଙ୍କ ମନୋରଞ୍ଜନ ପାଇଁ ସେମାନେ ବସ୍ ଭିତରେ ଅସୁରକ୍ଷିତ ଭାବରେ ଅପ୍ରୀତିକର କାର୍ଯ୍ୟ କରି ଚାଲିଛନ୍ତି।

ପରସ୍ପର ପରସ୍ପର କୁ ମନ୍ଦ ଭାବରେ ସ୍ପର୍ଶ କରିବା ସହିତ ବସ୍ ଚାଲୁଥିବା ସମୟରେ ଆଲିଙ୍ଗନ ମଧ୍ୟ କରୁଛନ୍ତି।ଯାହା ଦେଖିଲେ ନିଜକୁ ବହୁତ୍ ଲଜ୍ୟା ବୋଧ ହେଉଛି।ତେବେ ସବୁଠାରୁ ବଡ କଥା ହେଉଛି ଏହି ସମୟରେ ପ୍ରେମିକ ଜଣଙ୍କ ଏହିସବୁ କ୍ରିୟା ଭିତରେ ବି ଗାଡ଼ି ଚଳାଉଛନ୍ତି ନିଜେ। ସାମାନ୍ୟ ଅସାବଧାନତା ହେଲେ ଗାଡ଼ିଟି କାହା ଉପରେ ବି ଚଢି ଯିବାର ଭୟ ରହିଛି।ତେଣୁ ଏଥିପ୍ରତି ଆପାତ୍ତ ଏହି ସମୟରେ ଯତ୍ନଶୀଳ ହେବା ବିଧେୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।