ମୁହଁରେ ସମସ୍ତ ପ୍ରକାରର ବ୍ରଣ ଓ ଦାଗ ର ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି ଭଲ ହେବ – Ramdev Health Tips

ବର୍ତମାନ ସମସ୍ତେ ଶରୀର ର ଦାଗ ଓ ବ୍ରଣ କୁ ଭଲ ହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ ଆପଣ ମାନେ ବଜାର ରୁ ସାବୁନ ବା ବଡି ଲସନ ଆଣି ଲାଗନ୍ତି ଦେଖିବେ ଦେହ କିଛି ସମୟ ଭଲ ରହିବା ପରେ ପୁଣି ବ୍ରଣ ହୋଇ ଯାଏ l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଜିନିଷ ରେ ପ୍ରସ୍ତୁତ ସାବୁନ , ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନ ସଫା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ଦେହ ରେ ପୁଣି ବ୍ରଣ ଦେଖାଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି l ଆମେ ଆପଣକୁ ଏମିତି ଏକା ଘର ତିଆରି ଜିନିଷ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ବ୍ୟବହାର କଲେ ଦେହ ନରମ ହୋଇ ରହିବ l ତେଣୁ ଏହି ସାମଗ୍ରୀ କୁ ଅତି ସହଜରେ ବ୍ୟବହାର କରିବେ l

1 :-ପ୍ରଥମେ ଦେଶୀ କ୍ଷୀର କୁ ନିୟନ୍ତୁ ସେଥିରେ ଘରେ ପ୍ରସ୍ତୁତ ବେସନ କୁ ମିଶି ଦିଅନ୍ତୁ ଏହାକୁ ଭଲରେ ମିଶିବେ l ପରେ ଏହି ସାମଗ୍ରୀ କୁ ଗାଧୋଇବା ବେଳେ ଦେହ ରେ ଘସନ୍ତୁ 30 ମିନିଟ ପରେ ଗାଧୋଇ ପଡନ୍ତୁ l

2:-ଆପଣ କ୍ରିମ ଲଗୁ ଥିବା ସମୟ ରେ ଆପଣ ଏଲବେରl ଜେଲ କୁ ସମ୍ପୂର୍ଣ ଭାବରେ ମୁହଁ ରେ ହୋଇ ଥିବ ବ୍ରଣ ଉପରେ 5 ରୁ 10 ମିନିଟ ମାଲିସ କରନ୍ତୁ l ମାଲିସ କରି ସାରିବା ପରେ ଆପଣ ମୁହଁ କୁ ପରିଷ୍କାର କରି ଧୋଇ ଦିଅନ୍ତୁ l ଦେଖିବେ ଆପଣଙ୍କ ମୁହଁ ରେ ବ୍ରଣ ଭଲ ହୋଇ ଯିବ l

3:-ଏହି ବ୍ରଣ କୁ ଭଲ କରିବା ପାଇଁ ଆପଣ କିଛି ପ୍ରାଣାୟାମ କରନ୍ତୁ l ଯେମିତି କି ରାମଦେବ ବାବା କରୁ ଥିବା ଯୋଗ ଭଳି କରନ୍ତୁ l ଭତ୍ସରୀକ ଓ କପାଳ ଭାଟି ପରି କରନ୍ତୁ l ଦେଖିବେ ଆସ୍ତେ ଆସ୍ତେ ଭଲ ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।