ଦେଖନ୍ତୁ ଭିଡ଼ିଓ ! ୬ ବର୍ଷ ର ଝିଅ କୁ ହତ୍ୟା କରି ପୋତି ଦେଲା ବାପ, ଦେଖନ୍ତୁ ସୈତାନ ବାପାର ନାରକୀୟ କାଣ୍ଡ…..

କୁହାଯାଏ ସୁରକ୍ଷା ଦେଉଥିବା ଲୋକ ଯଦି ନିଜେ ଫସଲ ଖାଇବ ତେବେ ସେଠାରେ ଆଉ କାହାକୁ ଦୋଷ ଦିଆଯିବ ବା ଦାୟୀ କରାଯିବ। ତାହା ଭାଗ୍ୟର ବିଡମ୍ବନା ଛଡ଼ା ଆଉ କିଛି ନୁହଁ।ତେବେ ଦୁନିଆରେ ବାପା ମା ପାଖରେ ପିଲା ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ଏବଂ ସେମାନଙ୍କ ସ୍ନେହ ମମତା ଆଗରେ ସବୁ କିଛି ଦୁଷ୍ଟ ଶକ୍ତି ହେଉ କି ପ୍ରଭାବ ହାର ମାନିଥାଏ।

କିନ୍ତୁ ଯଦି ବାପା ହୋଇ ଝିଅ ପ୍ରତି ଖରାପ୍ ବ୍ୟବହାର ପ୍ରଦର୍ଶନ କରିବ ଏବଂ ଝିଅକୁ ସୁରକ୍ଷା ଦେବା ବଦଳରେ ଯଦି ନିଜେ ଝିଅ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟି ଯିବ ତେବେ ସେଠାରେ ଆଉ କଣ କରାଯାଇ ପାରେ ଆପଣ ଥରେ ଭାବନ୍ତୁ।

ବାପା ଯେତେବେଳେ ଝିଅର ହତ୍ୟାକାରୀ ସାଜି ଯାଏ ସେତେବେଳେ ଦୁନିଆ ଆଗରେ ଝିଅ ର ନିଜର ସୁରକ୍ଷା କୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୁଏ ଏବଂ ଏକ ଭୂଲ୍ ବାର୍ତ୍ତା ସମାଜକୁ ଯାଇଥାଏ। ସେହିଭଳି ଏକ ଘଟଣା ଘଟିଛି ଓଡ଼ିଶାର ପଟାଙ୍ଗି ଅଞ୍ଚଳରେ।ଏଠାରେ ଥାନାର ଆଇ ଆଇ ସି ଙ୍କ କହିବା ଅନୁସାରେ ପ୍ରଥମେ ଗତ ୨୧ ତାରିଖରେ ଗୋଟିଏ ଝିଅ ର ଘରୁ ହଜି ଯାଇଥିବା ନେଇ ଥାନାରେ ଏକ ଏତଲା ଦିଆ ଯାଇଥିଲା।

ପରେ ଏହାର ସନ୍ଧାନ କରାଯାଇ କିଛି ଦିନ ତଳେ ନିକଟରେ ସ୍ଥାନୀୟ ଜଙ୍ଗଲ ମଧ୍ୟରୁ ଉକ୍ତ ଝିଅଙ୍କର ମୃତ ଦେହକୁ ଉଦ୍ଧାର କରା ଯାଇଥିଲା। ଯାହା ପୋଲିସ୍ କୁ ହସ୍ତଗତ ହୋଇଥିଲା। ଏହା ପରେ ତାର ବାପା ଙ୍କୁ ଡାକି ପଚରା ଉଚରା କରିବା ପରେ ଚାଞ୍ଚଲ୍ୟ କର ଖବର ସାମ୍ନା କୁ ଆସିଥିଲା।
ଏହା ଜଣା ପଡିଥିଲା ଯେ ତାର ବାପା ଉତ୍ତ୍ୟକ୍ତ ହୋଇ ନିଜ ଝିଅକୁ ହତ୍ୟା କରିଛି ଏବଂ ତାଙ୍କୁ ଫିଙ୍ଗି ଦେଇଛି।

ତେବେ ଏହିଭଳି ଏକ ନିନ୍ଦନୀୟ ଘଟଣା ଏବଂ ବାପା ର କାର୍ଯ୍ୟକଳାପ ଜାଣିବା ପରେ ଉକ୍ତ ଅଂଚଳ ରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ବ୍ୟକ୍ତି ଙ୍କୁ ଆଇ ପି ସି ର ଧାରା ଅନୁସାରେ ଗିରଫ କରିଛି ପଟାଙ୍ଗୀ ପୋଲିସ୍।ତେବେ ଏହି ଅପରାଧରେ ତାଙ୍କୁ ଗିରଫ କରି ପୋଲିସ ହେପାଜତ ରେ ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ବେ ପୋଲିସ୍ ଅଧିକାରୀ ଜଣଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ କିଛି ମାସ ତଳେ ଏହିଭଳି ଏକ ଘଟଣା ସେଠାରେ ଘଟିଥିଲା।ସେହି ଘଟଣାରେ ମଧ୍ୟ ସମାନ ଭାବରେ ଜଣେ ବାପା ନିଜ ଝିଅକୁ ହତ୍ୟା କରିଥିଲା ଏବଂ ପରେ ଝିଅକୁ ମାଟି ତଳେ ପୋତି ଦେଇଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପାଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ମଧ୍ୟ କରିଥିଲା। ଏହିଭଳି ଘଟଣା ବାସ୍ତବରେ ଏକ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।