Ajira Anuchinta – କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି ସବୁ କାମ | ମାତା ଲାଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ

ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମ ମାସ l ଏହି ପଞ୍ଚକ ନଭେମ୍ବର 24 ରୁ ନଭେମ୍ବର 28 ତାରିଖ ଯାଏ ଅଛି l ଯଦି ଆମେ ଆମ ଜୀବନ ରେ ଏହି ଦିନ ରେ ଯଦି ଏହି ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ମହା ପଞ୍ଚୁକ ଦିନ ରେ ଏହି ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କାର୍ତ୍ତିକ ମାସ ରେ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l ପୂର୍ଣ୍ଣିମା ଦିନ ରେ ଭଗବାନ ବିଷ୍ଣୁ ଓ ମାତା ଙ୍କର ପ୍ରିୟ ଦିନ l ଏହି ଦିନ ରେ ବ୍ରତ କଲେ ଓ ଏହି ସବୁ କାର୍ଯ୍ୟ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ l

ପଞ୍ଚୁକ ଦିନ ଏହି ସବୁ କାର୍ଯ୍ୟ କରନ୍ତୁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା l ତେବେ କଣ କରିବେ ଏହି ପୂର୍ଣ୍ଣିମା ଦିନରେ l

1, ଏହି ଦିନ ରେ ମାତା ଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ l ଏହି ଆରାଧନା କଲେ ଅନେକ ପ୍ରକାର ଶୁଭ ଫଳ ମିଳିବ l ସମସ୍ତ ସମସ୍ୟା ଦୂର ହେବ l

2, ଏହି ପୂର୍ଣ୍ଣିମା ଦିନ ସକାଳ 5 ଟା ଦିନ 10 ପର୍ଯ୍ୟନ୍ତ ଶୁଭ ସମୟ ଅଛି l ଏହି ସମୟ ରେ ଅଶ୍ୱସ୍ଥ ଗଛ ମୂଳ ରେ କଞ୍ଚା କ୍ଷୀର ସହିତ ଜଳ ମିଶାଇ ଢ଼ାଲିବେ l

3, ଏହି ଶୁଭ ଦିନ ରେ ଗରିବ ଲୋକ ଙ୍କୁ ଦାନ କରନ୍ତୁ l

4, ଏହି ପୂର୍ଣ୍ଣିମା ଦିନ କଞ୍ଚା କ୍ଷୀର ରେ ଘିଅ କିମ୍ବା ମହୁ ମିଶାଇ ଶିବ ଲିଙ୍ଗ ରେ ଢଳାନ୍ତୁ l ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ l

5, ଏହି ଦିନ ଶିବ ତ୍ରିପୁରାସୁର କୁ ଦହନ କରି ଥିଲେ l ତେଣୁ ଏହି ସବୁ କାର୍ଯ୍ୟ କରନ୍ତୁ l

6, ଏହି ମାସ ରେ ଭଗବାନ ମୀନ ରୂପ ନେଇ ଥିଲେ l ତେଣୁ ଏହି ମାସ ମତ୍ସ୍ୟ ଖାଇବେ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।