ଏହି ବୟସ ରେ ଝିଅ ମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ହୋଇଥାନ୍ତି

ବିବାହ ପରେ ଶାରିରୀକ ମିଳନ ଦମ୍ପତ୍ତି ମାନଙ୍କ ଜୀବନରେ ଏକ ନୂତନ ପୁଲକ ବା ଅନୁଭବ ସୃଷ୍ଟି କରିଥାଏ।ଉଭୟ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଅାଖ୍ୟା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ। ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି।

ସ୍ବାମୀବି ନିଜ ସ୍ତ୍ରୀ କୁ ଦୁନିଆର ସମସ୍ତ ଖୁସି ଭଲ ପାଇବା ଦେବାକୁ ମନସ୍ଥ କରିଥାଏ।ତେବେ କହିବାକୁ ଗଲେ ଦୁନିଆର ସବୁଠାରୁ ମୂଲ୍ୟବାନ ଏବଂ ପବିତ୍ର ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଯାହା ଆଉ କାହା ସହ ହୋଇ ପାରିବ ନାହିଁ।

ସେମାନେ ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ସେମାନେ ପରସ୍ପର ଙ୍କ ସୁରକ୍ଷା କବଚ ହୋଇ ସମସ୍ତ ସୁଖ ଦୁଃଖ ରେ ସହଭାଗୀ ହୋଇଥାନ୍ତି। ସେଥିପାଇଁ କୁହାଯାଏ ବିବାହ ଜନ୍ମ ଜନ୍ମର ବନ୍ଧନ ଯାହା ସ୍ଵର୍ଗରେ ସ୍ଥିର ହୋଇଥାଏ, ଯାହାକୁ ସେହି ଈଶ୍ୱର ହିଁ ଭାଗ୍ୟରେ ଲେଖି ଦେଇଥାନ୍ତି।

ଏଥିପାଇଁ ଏକ ଭଲ ବୈବାହିକ ଜୀବନକୁ ଅତିବାହିତ କରିବାକୁ ହେଲେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ନୈତିକତା ବଜାୟ ରଖିବା ଦରକାର। ସେମାନଙ୍କ ମଧ୍ୟରେ ଏକ ଭଲ ବୁଝାମଣା ସାଙ୍ଗକୁ ପ୍ରେମର ନିବିଡତା ରହିଥିବା ଆବଶ୍ୟକ।ପ୍ରଥମେ ପରସ୍ପର ପ୍ରତି ବିଶ୍ୱାସୀ ହୋଇ ପାରିଲେ ହିଁ ସମ୍ପର୍କ ମଜବୁତ ହେବ।

ତେବେ ପ୍ରଥମେ ବିବାହ ପରେ ଝିଅ ମାନେ ସାମାନ୍ୟ ଲାଜକୁଳା ହୋଇଥାନ୍ତି ସ୍ବାମୀ ଙ୍କ ସହିତ ସମ୍ବନ୍ଧ ରଖିବାରେ। ପୁଅ ମାନେ ମଧ୍ୟ ଏଥିପାଇଁ ନିଜକୁ ସନ୍ତୁଷ୍ଟ କରି ପାରି ନଥାନ୍ତି ଦାମ୍ପତ୍ୟ ସୁଖ ଉପଭୋଗ କରିବାରେ।ତେବେ ୨୦ ରୁ ୨୫ ବର୍ଷ ସମୟରେ ମହିଳା ମାନେ ଅଧିକତର କ୍ଷେତ୍ରରେ ଶାରିରୀକ ସମ୍ପର୍କ ପାଇଁ ଲାଜ କରିଥାନ୍ତି ଏବଂ ସେହିଭଳି ଭାବରେ ନିଜକୁ ପ୍ରସ୍ତୁତ କରି ପାରି ନଥାନ୍ତି।

ପରେ ୨୫ ବର୍ଷ ପରେ ଦମ୍ପତ୍ତି ମାନେ ପିଲା ଛୁଆ ଙ୍କୁ ଜନ୍ମ ଦେବା ଦିଗରେ ଯତ୍ନବାନ ହୁଅନ୍ତି ଏବଂ ପିଲା ଜନ୍ମ ପରେ ପ୍ରାୟତଃ ୫ ବର୍ଷ ପର୍ଯ୍ୟନ୍ତ ସେମାନେ ନିଜକୁ ଏଥିରେ ବ୍ୟସ୍ତ ରଖି ଥାଆନ୍ତି।ଏହି ସମୟରେ ମଧ୍ୟ ଶାରିରୀକ ସମ୍ବନ୍ଧ ରଖିବାରେ ସେମାନେ ଅସମର୍ଥ ହୋଇଥାନ୍ତି ଏବଂ ଏହାକୁ ଭଲ ଭାବରେ ଉପଭୋଗ କରି ପାରି ନଥାନ୍ତି।

କିନ୍ତୁ ଏହାପରେ ୩୦ ରୁ ୩୫ ବର୍ଷ ବୟସରେ ଏମାନେ ସେକ୍ସ୍ ବା ଶାରିରୀକ ସମ୍ବନ୍ଧ ପାଇଁ ବହୁତ୍ ଇଚ୍ଛା କରିଥାନ୍ତି ଏବଂ ଏହି ସମୟରେ ସେମାନଙ୍କ ର ଏଥିପାଇଁ ଲାଜ ମଧ୍ୟ ଆଉ ନଥାଏ।ଏହି ସମୟ ସେମାନଙ୍କ ପାଇଁ ବହୁତ ରୋମାଣ୍ଟିକ ସମୟ ହୋଇଥାଏ ଅନ୍ତରଙ୍ଗ ମୁହୂର୍ତ୍ତ କୁ ସ୍ଥାପନ କରିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।