ଦେଖନ୍ତୁ ଭିଡ଼ିଓ । ପ୍ରଥମ ଦିନ ଶାଶୁ ଘରେ କେମିତି କାଟିଲେ ଓଡ଼ିଆ ହିରୋଇନ ” ଏଲିନା ” କଣ ସତରେ ଏତେ……

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।

ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।

ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ୨୪ ବର୍ଷୀୟା ଏଲିନା ସାମନ୍ତରାୟ। ଯିଏକି ନିଜର ଗ୍ଲାମର ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି।ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ କିଛିଦିନ ଧରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ।ତେବେ ଏବେ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି।ଏବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଏକ କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଯାହାକୁ ନେଇ ଏବେ ସମସ୍ତେ ଆଲୋଚନା ସମାଲୋଚନା କରିବାରେ ଲାଗିଛନ୍ତି। ନିକଟରେ ପାପ ଫିଲ୍ମ୍ କୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ। ସେହିଭଳି ଏବେ ତାଙ୍କର ଆଉ ଏକ ଫିଲ୍ମ୍ ଅରୁନ୍ଧତୀ କୁ ନେଇ ଚର୍ଚ୍ଚା ହେବାରେ ଲାଗିଛନ୍ତି। କାରଣ ଏଥିରେ ସେ ବିବାହ କରି ଶାଢୀ ପିନ୍ଧି ଶାଶୁ ଘରକୁ ଯିବାର ଦୃଶ୍ୟ ରହିଛି। ଯେଉଁ ବଧୂ ବେଶରେ ସେ ବହୁତ ସୁନ୍ଦର୍ ଦେଖା ଯାଉଛନ୍ତି।

ତେବେ ଏହି ବଧୂ ବେଶର ଫଟୋ କୁ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତେବେ ଆପଣ ମାନଙ୍କୁ କହି ରଖୁଛୁ ଏଲିନା ଙ୍କ ଅଭିନୀତ ନୂଆ ଫିଲ୍ମ୍ ଅରୁନ୍ଧତୀ ଖୁବ୍ ଶୀଘ୍ର ପ୍ରେକ୍ଷାଳୟ କୁ ଆସିବ। ଏହାର ସୁଟିଂ କାମ ଚାଲିଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ସୁଟିଂ କରା ଯାଉଛି ବୋଲି ଏଲିନା କହିଛନ୍ତି। ତେବେ ଅରୁନ୍ଧତୀ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ଜଣେ ନବାଗତ ଅଭିନେତା ଅଭିନୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।