ଛୁଟି ଝଡ଼ିବା, ରୁପି ସମସ୍ୟା ଏବଂ କେତେବି ପୁରୁଣା ଚନ୍ଦାପଣ ହୋଇଥାଉ ୧୦୦% କେଶ ଉଠିବ – Ramdev Health Tips

ଆଜି କାଲି ସମୟରେ ପ୍ରାୟ ସମସ୍ତେ ଚନ୍ଦା ପଣ ସମସ୍ୟା ର ସମ୍ମୁଖୀନ ହୋଇ ଥାଆନ୍ତି।ତେବେ ଯେଉଁ ମାନଙ୍କ ର ବୟସ ହେବା ପୂର୍ବରୁ କେଶ ଝାଡ଼ିବା ଆରମ୍ଭ ହୋଇଥାଏ କିମ୍ବା ଚନ୍ଦା ପଣ ଆସିଥାଏ ସେମାନେ ବହୁତ୍ ଆତ୍ମଗ୍ଲାନି ଅନୁଭବ କରି ଥାଆନ୍ତି । ସେମାନେ ସମସ୍ତ ଙ୍କ ସହିତ ମିଶିବା ପାଇଁ ମଧ୍ୟ ଲାଜ ଅନୁଭବ କରି ଥାଆନ୍ତି ।

ଏମିତି ବହୁତ୍ ଲୋକ ଅଛନ୍ତି ଯେଉଁ ମାନେ ଚନ୍ଦା ହୋଇଯିବା ଦ୍ଵାରା ବହୁତ୍ ଦିପ୍ରେସନ୍ ଙ୍କୁ ଚାଲି ଯାଇ ଥାଆନ୍ତି । ଏଲୋପେଶିଆ ଏକ ଏମିତି ରୋଗ ଯାହା ହେବା ଦ୍ଵାରା ବ୍ୟକ୍ତି ଚନ୍ଦା ହୋଇଯାଏ ।

ତେବେ ଆଜି ଆମେ ଏକ ଏମିତି ଘରୋଇ ଉପଚାର ବିଷୟ ରେ ଜାଣିବା ଯାହା ଦ୍ଵାରା ଦ୍ଵାରା ଆପଣ ନିଜର ଚନ୍ଦା ପଣ ସମସ୍ୟା କୁ ସବୁଦିନ ପାଇଁ ଦୂରେଇ ପାରିବେ । ଏହା ଏକ ବହୁ ପରୀକ୍ଷିତ ଉପଚାର ଅଟେ ଏହାର କୌଣସି ପାର୍ଶ୍ଵ ପ୍ରଭାବ ମଧ୍ୟ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟ ରେ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ନଡ଼ିଆ ତେଲ। ନଡ଼ିଆ ତେଲ ଆପଣ ଙ୍କୁ ନିଜ ଘରୁ ବହୁତ୍ ସହଜ ରେ ମିଳିଯିବ। ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ମନ୍ଦାର ଫୁଲ ପତ୍ର । ମନ୍ଦାର ପତ୍ର ଆପଣଙ୍କ କେଶ ପାଇଁ ବହୁତ୍ ଉପୋଯୋଗି ଅଟେ । ତେବେ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ 15-20 ଟି ମନ୍ଦାର ପତ୍ର ଆବଶ୍ୟକ ।ଏହି ମନ୍ଦାର ପତ୍ର କୁ ଧୋଇ ଏହାର ରସ ବାହାର କରି ଦିଅନ୍ତୁ ।

ତେବେ ଏହାର ରସ ବାହାର କରି ସାରିବା ପରେ ନଡ଼ିଆ ତେଲ ଏହି ରସ କୁ ମିଶାଇ ଦିଅନ୍ତୁ । ନଡ଼ିଆ ତେଲ ଓ ମନ୍ଦାର ପତ୍ର ରସ କୁ ମିଶାଇ ଏହାକୁ ଗରମ କରି ଦିଅନ୍ତୁ । ଗରମ୍ କରି ସାରିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହା ଗରମ୍ ହୋଇ ସାରିବା ପରେ ଏହାକୁ ଛାଣି ଏକ ପାତ୍ର ରେ ରଖି ଦିଅନ୍ତୁ। ଏହା ପରେ ଆପଣ କୁ ଆଉ ଏକ ସାମଗ୍ରୀ ଆବଶ୍ୟକ ତାହା ହେଉଛି ପିଆଜ ।

ପିଆଜ କେଶ ପାଇଁ ବହୁତ୍ ଉପୋଯୋଗୀ ଅଟେ । ତେବେ ପିଆଜ କୁ କାଟି ଏହାର ରସ ଏକ ପାତ୍ର ରେ ରଖି ଦିଅନ୍ତୁ । ତେବେ ଏବେ ଜାଣିବା ଏହାର ପ୍ରୟୋଗ ଆପଣ କେତେବେଳେ କରିବେ । ଏହି ମନ୍ଦାର ପତ୍ର ରସ ଓ ନଡ଼ିଆ ତେଲ ମିଶ୍ରଣ ତେଲ କୁ ଆପଣ ପ୍ରତିଦିନ ଦିନ ବେଳ ରେ ଯେଉଁଠି ଆପଣଙ୍କ ଚନ୍ଦା ହୋଇଥିବ ସେହି ସ୍ଥାନ ରେ ମାଲିଶ୍ କରନ୍ତୁ । ଏହା ପରେ ରାତି ସମୟ ରେ ପିଆଜ ରସ କୁ ଚନ୍ଦା ପଣ ସ୍ଥାନ ରେ ଲଗାନ୍ତୁ ।

ପରଦିନ ଥଣ୍ଡା ପାଣି ରେ ମୁଣ୍ଡ ଧୋଇ ଦିଅନ୍ତୁ। ଏହା ବହୁ ପରୀକ୍ଷିତ ଉପଚାର ଅଟେ ଏହାର ପ୍ରୟୋଗ ଦ୍ବାରା ଆପଣ ଙ୍କ ଝଡି ଯାଇଥିବା କେଶ ପୁଣି ଥରେ ଉଠିବା ଆରମ୍ଭ ହେବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।