ଦେଖନ୍ତୁ ଭିଡ଼ିଓ ! ରାତି ଅଧରେ ପ୍ରେମିକା କୁ ଦେଖା କରିବା ପଡିଲା ମହଙ୍ଗା, ଗାଁ ଲୋକ ମିଶି ବିଚ ରାସ୍ତାରେ ଉଲଗ୍ନ କରି କଲେ ଏମିତି…….

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଏହିପରି ଏକ ଲଜ୍ୟାକର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ରେ।ଏହି ଘଟଣା ହେଉଛି ଜଣେ ବିବାହିତା ମହିଳାଙ୍କ ର ,ଯିଏ ନିଜ ପ୍ରେମିକ ସହିତ ବହୁତ ଦିନ ଧରି ଖରାପ ସମ୍ପର୍କରେ ଥିଲେ।ସେ ସ୍ୱାମୀ ଙ୍କ ଅନୁପସ୍ଥିତି ରେ ପରପୁରୁଷ ସହ ମିଶୁଥିଲେ।ରାତି ଅଧାରେ ମିଳାମିଶା କରୁଥିବା ସମୟରେ ପ୍ରମାଣ ସହ ଧରା ପଡ଼ିଲା ପରେ ଗ୍ରାମବାସୀ ଉଭୟଙ୍କୁ ଗାଁ ଦାଣ୍ଡରେ ବାନ୍ଧି ଦେଇ ଥିଲେ ଏବଂ ପୋଲିସ କୁ ଖବର ଦେଇ ଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିରାମପୂର୍ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ସେ ଗାଁ ର ଜଣେ ମହିଳା ଙ୍କ ଘରକୁ ଏକ ଦଳିତ ଶ୍ରେଣୀର ଯୁବକ ମହିଳାଙ୍କ ସ୍ବାମୀ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ସେହି ମହିଳା ଙ୍କ ଘରକୁ ଆସିଥିଲେ । ସେହି ଗାଁ ର ଯୁବକ ମାନେ ଏହା ଦେଖି ତାଙ୍କୁ ଘର ବାହାର ପଟରୁ କବାଟ ଦେଇ ତାଲା ପକାଇ ଦେଇଥିଲେ ।

ସକାଳ ହେବାରୁ ଯୁବକ ମାନେ ତାଙ୍କୁ ଘରୁ ବାହାର କରି ଗାଁ ରାସ୍ତା ରେ ବାନ୍ଧି ଦେଇଥିଲେ । କେବଳ ସେମାନଙ୍କୁ ବାନ୍ଧି ନଥିଲେ ସେମାନଙ୍କୁ ଏକ ରସି ରେ ବାନ୍ଧି ଭିଡିଓ ସୁଟିଂ କରିଥିଲେ । ଏହି ଭିଡିଓ ଟି ଭାଇରାଲ ହେବା ପରେ ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଛି । ତେବେ ଗତ ମଙ୍ଗଳ ବାର ଦିନ ରାତିରେ ଶିରାମପୂର୍ ର ପାଳ ପାଟଣା ଗ୍ରାମ ରେ ଜଣେ ମହିଳା ଙ୍କ ଘରକୁ ଏକ ଦଳିତ ଶ୍ରେଣୀର ଯୁବକ ଯାଇ ଥିଲେ ।

ତେବେ ଗାଁ ର କିଛି ଯୁବକ ଏହା ଦେଖି ତାଙ୍କୁ ବାହାର ପଟରୁ କବାଟ ଦେଇ ତାଲା ପକାଇ ଦେଇଥିଲେ । ତେବେ ସକାଳୁ ସେମାନଙ୍କୁ ରସି ରେ ବାନ୍ଧି ଗାଁ ଲୋକ ମାନେ ତାଙ୍କୁ ଘେରି ରହିଥିଲେ। ଏହା ସହିତ ସୂଚନା ଅନୁସାରେ ତାଙ୍କୁ ମାଡ଼ ମଧ୍ୟ ମାରଜାଇ ଅଛି ଓ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ ମଧ୍ୟ ତାଙ୍କୁ କରିଛନ୍ତି। ତେବେ ସୂଚନା ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରି ନେଇ ପଟ୍ଟାମୁଣ୍ଡାଇ ଥାନା ରେ ଅଟକ ରଖି ପଚରା ଉଚରା ଜାରି କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।