ଦେଖନ୍ତୁ ଭିଡ଼ିଓ ! ‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ….

ଆଜି କାଲି ସମସ୍ତେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏମିତି ସବୁ ଭିଡିଓ ଭାଇରାଲ ହୋଇ ଥାଏ ଯାହାକୁ ଦେଖି ବହୁତ୍ ମଜା ଲାଗିଥାଏ ଓ ଖୁସି ଲାଗି ଥାଏ । ସାଧାରଣତଃ ଛୋଟ ପିଲା ମାନଙ୍କ ର ସେୟାର ହୋଇଥିବା ଭିଡିଓ ଗୁଡା ଦେଖିବା ପାଇଁ ଅଧିକ ମଜା ଲାଗି ଥାଏ।

ଛୋଟ ଛୁଆ ମାନେ ବେଳେ ବେଳେ ଏମିତି କିଛି କାମ କରି ଥାଆନ୍ତି ଓ ତାହାର ଭିଡିଓ ସେୟାର ହୁଏ ପ୍ରାୟ ସମସ୍ତେ ଏହାକୁ ପସନ୍ଦ କରି ଥାଆନ୍ତି ।

ତେବେ ନିକଟ ରେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ଟି ଏକ ଛୋଟ ପିଲା ର ଭିଡ଼ିଓ । ଭିଡିଓ ଟି ରେ ଛୁଆ ଟି କେମିତି ଚୁଟି କାଟିବା ପାଇଁ ଯାଇ ସେଲୁନ ରେ ଏମିତି କିଛି ମଜାଳିଆ କଥା କହିଛି ଯାହା କୁ ଲୋକ ମାନେ ଦେଖି ଖୁବ୍ ପସନ୍ଦ କରୁଛନ୍ତି । ତେବେ କଣ ରହିଛି ସେହି ଭିଡିଓ ରେ ଆସନ୍ତୁ ଦେଖିବା ।

ତେବେ ଆମେ ମାନେ ଜାଣିଛ ସବୁ ଛୁଆ ମାନେ ସାଧାରଣତଃ ନଖ କାଟିବା ପାଇଁ , କେଶ କାଟିବା ପାଇଁ ଦିଅନ୍ତି ନାହିଁ । ଯଦି ଆପଣ ମାନେ ତାଙ୍କ କେଶ କାଟିବା ପାଇଁ ନିଅନ୍ତି ସେମାନେ ବହୁତ୍ ଜିଦ୍ କରନ୍ତି ଓ କାନ୍ଦି ଥାନ୍ତି ଏହା ଆମେ ସମସ୍ତେ ଜାଣିଛନ୍ତି। ତେବେ ଏମିତି ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି ଏକ କୁନି ଛୁଆ ଟି ସେଲୁନ କୁ ଚୁଟି କାଟିବା ପାଇଁ ଯାଇଛି କିନ୍ତୁ ସେଠାରେ ସେ କାହାରିକୁ ଚୁଟି କାଟିବା ପାଇଁ ଦେଉ ନାହିଁ ।

ସେ ସେହି ସେଲୁନ ରେ ଥିବା ଯୁବକ ମାନଙ୍କୁ ରାଗି କରି କହୁଚି ଆରେ ତୁମେ କଣ କରୁଛ? ତୁମେ ପୁରା କେଶ କାଟିଦେବ କି ? ତେବେ ସେହି କୁନି ଝିଅକୁ ଶାନ୍ତ କରିବା ପାଇଁ ସେଲୁନ୍‌ ବଏ ମାନେ ତାର ନାମ ପଚାରୁଛନ୍ତି, କୁନି ଝିଅ ଟି ତାର ନାମ , ‘ମୋର ନାମ ଅନୁଶ୍ରୃତ ଏବଂ ଅନୁଶ୍ରୃତ କେଶ କାଟିବାକୁ ଚାହୁଁନାହିଁ। ତା’ପରେ ସେ ଜୋରରେ ପାଟି କରି କହିଲା, ଆରେ ତୁମେ କାହିଁକି ଅଧିକ କେଶ କାଟୁଛ, ତାହା କର ନାହିଁ, ଆରେ ୟାର…।’

ସେ ଆହୁରି ବି କହୁଛି, ‘ମୁଁ ତୁମକୁ ମାରିବି । ରାଗ ଆସୁଛି, ମୁ ତୁମ କେଶ କାଟି ଦେବି। ତେବେ ଛୁଆ ଟି ର ଏହି ସବୁ ଘଟଣା କୁ କୁନି ଝିଅ ଟିର ବାପା ଭିଡିଓ କରି ସୋସିଆଲ ମିଡିଆ ଅପଲୋଡ଼ କରିଛନ୍ତି । ସେ ନିଜର ଟୁଇଟର ଆକାଉଣ୍ଟ୍ ରେ ଏହି ଭିଡିଓ ଅପଲୋଡ଼ କରି କ୍ୟପ୍ସେନ ରେ ଲେଖିଛନ୍ତି ଯେ ସବୁ ବାପା ମା ଙ୍କୁ ଏମିତି ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଏହି ଭିଡିଓ କୁ ୮ ଲକ୍ଷ ରୁ ଅଧିକ ଲୋକ ଦେଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।