Ajira Anuchinta – ଆପଣଙ୍କ ବାଡ଼ିରେ ଯଦି ଲେମ୍ବୁ ଗଛ ଅଛି ତାହାଲେ ହୋଇ ଯାଆନ୍ତୁ ସାବଧାନ,ଆଜି ହିଁ କରନ୍ତୁ ଏହି କାମ ନଚେତ ହୋଇଯିବେ କାଙ୍ଗାଳ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମର ବାସ୍ତୁ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି ଯେ କଣ ସବୁ ଗଛ ଆମର ବାଡ଼ିରେ ତଥା ବଗିଚାରେ ହେଲେ ଆମର ବାସ୍ତୁ ଦୋଷ ଲାଗିଥାଏ l ଯାହା ଯୋଗୁଁ ଆମର ଘରେ ବିଭନ୍ନ ପ୍ରକାର ବିପଦ ଆସିଯାଏ l ଆଉ ଆମ ଘରର ସୁଖ ଶାନ୍ତ ସବୁ ଦୂର ହୋଇ ଯାଏ l ଏହି ପରି ଆମ ଘରେ ନାନା ପ୍ରକାର ର ସମସ୍ୟା ଦୂର ହୋଇ ଯାଏ l

ଯେମିତିକି ଆମର ବାଡ଼ିରେ କୌଣସି ଖଟା ଗଛ ହେବl ଅଥବା କଣ୍ଟା ଜାତୀୟ ଗଛ ହେବl ଯାହା ଯୋଗୁଁ ଆମ ଘରେ ବାସ୍ତୁ ଦୋଷ ଲାଗି ରହିଥାଏ l ଆମ ଘରର ସମସ୍ୟା ବଢ଼ିବାରେ ଲାଗି ରହିଥାଏ l କିନ୍ତୁ ଆମର ବାସ୍ତୁ ଶାସ୍ତ୍ର ରେ ଏହି ସବୁ ସମସ୍ୟା ର ସମାଧାନ କରିବା ପାଇଁ ଉପାୟ କହିଛନ୍ତି ଯାହାକୁ ଘରେ ପାଳନ କଲେ ଆମ ଘରକୁ କୌଣସି ବିପଦ କିମ୍ବା ଦୁଷ୍ଟ ଶକ୍ତି ର ପ୍ରଭାବ ପଡେ ନାହିଁ l

ଅନେକ ଲୋକଙ୍କ ଘର ବାଡ଼ିରେ ଲେମ୍ବୁ ଗଛ ହୋଇ ଥାଏ l ଏହି ଲେମ୍ବୁ ଗଛ ଆମର ଲାଭ ହୋଇଥାଏ ଯେମିତି ବାଡ଼ିରେ କୌଣସି ଗଛ ହେଲେ ଆମର ଆବଶ୍ୟକତା ଅନୁସାରେ ଆମର ବାଡିରୁ ନେଇ ଏହାକୁ ବ୍ୟବହାର କରିଥାଉ l ଆମକୁ ଆଉ ବଜାର କିମ୍ବା ଦୋକାନ ଯିବାକୁ ପଡେ ନାହିଁ l କିମ୍ବା ଆମେ ଆମର ପଇସା ଖର୍ଚ୍ଚ କରିବାକୁ ପଡେ ନାହିଁ l କିନ୍ତୁ ବାସ୍ତୁ ଶାସ୍ତ୍ର ରେ ତୋ ଖଟା ଗଛ କିମ୍ଭା କଣ୍ଟା ଗଛ ଘର ବାଡ଼ିରେ ରହିବା ଭଲ ନୁହଁ ବୋଲି କୁହା ଯାଇଛି l ଏହି ସମସ୍ୟା ରୁ ଆମକୁ ମୁକ୍ତି ପାଇବା ପାଇଁ ଗୋଟିଏ ଉପାୟ ଅଛି l

ଯଦି ବାଡ଼ିରେ ଲେମ୍ବୁ ଗଛ ଅଛି ତାହାଲେ ଶନିବାର ଦିନ ଏହି ଗଛ ମୂଳରେ ପାଣି ଦେଲେ ଆମ ଘରେ ଥିବା ସମସ୍ତ ସମସ୍ୟା ଦୂର ହୋଇ ଯିବ l ଏହି ପରି କଲେ ଆମଘରକୁ ଆସୁଥିବା ଶନି ଗ୍ରହର ପ୍ରଭାବ ଦୂର ହୋଇ ଯିବ l

ବନ୍ଧୁଗଣ ଆପଣ ଜାଣିଥିବେ ଯେ ଯେଉଁ ଘର ଉପରେ ଶନିଗ୍ରହର ପ୍ରଭାବ ପଡେ ତାହାଲେ ସେହି ଘରେ କେହି ଶାନ୍ତିରେ ରହି ପାରିବେ ନାହିଁ l ସେହି ଘରେ ସବୁ ବେଳେ ସମସ୍ୟା ଲାଗି ରହିଥାଏ l ତେଣୁ ଶନିଙ୍କୁ ସେହି ଘରେ ସନ୍ତୁଷ୍ଟ କରିବା ଉଚିତ lଲେମ୍ବୁ ଗୋଟିଏ ନିୟନ୍ତୁ ଆଉ ସେଥିରେ ସାତଟି କଞ୍ଚା ଲଙ୍କା ଦେଇ ଗୁନ୍ଥି ଦିୟନ୍ତୁ l ଆଉ ଏହାକୁ ହଳଦୀ ପାଣିରେ ଧୋଇ ପୂଜା କରି ଏହାକୁ ଘରର ଦ୍ୱାରରେ ଟାଙ୍ଗୀ ଦିୟନ୍ତୁ l ଆପଣଙ୍କ ଘରର ସବୁ ସମସ୍ୟା ଦୂର ହୋଇ ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।