ମଶା କୁ ଘରୁ ବାହାର କରିବାର ଛୋଟିଆ ସହଜ ଉପାୟ ୧୦୦% ଗ୍ୟାରେଣ୍ଟି – Ramdev Health Tips

ମଣିଷ ଶରୀର ସବୁ ବେଳେ କିଛି ନା କିଛି ଜୀବ ଦ୍ୱାରl କଷ୍ଟ ଅନୁଭବ କରୁଥାଏ l ମଣିଷ ମାନେ ଯେତେ ବେଳେ କିଛି ବି ପ୍ରକାର ର ଜୀବ ଅଧିକ ମାତ୍ର ରେ ମଣିଷ ମାନଙ୍କୁ ହଇରାଣ କରି ଥାନ୍ତି l ସାଧାରଣତଃ ଘରେ ମଶା ରହିଥାଏ l ମଶା କୁ ଘରୁ ବାହାର କରିବା ପାଇଁ ଆମେ ବହୁତ ଶୀଘ୍ର ଯାଇ ଡାକ୍ତରୀ ମେଡ଼ିସିନ ଆଣି ଥାଉ l କିନ୍ତୁ ଏହା ଦ୍ୱାରା ପଇସା ଖର୍ଚ୍ଚ ହୋଇ ଥାଏ l

କିନ୍ତୁ ମଶା ସମ୍ପୂର୍ଣ ଭାବ ରେ ନଷ୍ଟ ହୋଇ ନଥାଏ l ଆମେ କିଛି ଏମିତି ଘୋରାଇ ଔଷଧ କହିବା ଯାହାକୁ ଥରେ ବ୍ୟବହାର କଲେ ମଶା ପଳେଇ ଯାଇ ଥାଏ l

ଯାହା ଥରେ ମାତ୍ର କଲେ ଆମେ ବହୁତ ଦିନ ପର୍ଯ୍ୟନ୍ତ ମୁକ୍ତି ମିଳିଥାଏ l ଏଥିରେ ଆମକୁ କିଛି ଦିନ ପାଇଁ ଆମକୁ ମଶା ଦାଉ ରୁ ମୁକ୍ତି ମିଳିଥାଏ l ଘରେ ମିଳୁଥିବା ଜିନିଷ ରୁ ଔଷଧ ତିଆରି କରାଯାଏ l ଯାହାକୁ ଥରେ ମାତ୍ର ନିଶ୍ୱାସ ରେ କଲେ ମଶା ଦାଉରୁ ଆମେ ର ସମ୍ପୂର୍ଣ ରୂପେ ମୁକ୍ତ ହୋଇଥାଏ l

ଆପଣ ଜାଣିଥିବେ ଯେ ବେଳେ ବେଳେ ଆମର ନିତ୍ୟ କାମ କରୁଥିବା ସମୟରେ ଆମର ଅନେକ କ୍ଷତି କରି ଥାଏ l ଆଉ କେତେ ବେଳେ ଖେଳୁ ଥିବl ବେଳେ ଗୋଡ଼ ହାତ ରେ ଯାହା ଦ୍ୱାରା ଆମେ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ l ମଶା ଆମ କୁ କାମୁଡି ବା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ ହୋଇ ଥାଏ l

ଯେପରି କି ମ୍ୟାଲେରିଆ ଡେଙ୍ଗୁ ଚିକୁନଗୁନିଆ ଭଳି ମାରାତ୍ମକ ରୋଗ ହୋଇ ଥାଏ l ତେଣୁ ଆମେ ଆପଣଙ୍କୁ ଏମିତି ଏକ ଘୋରାଇ ଉପଚାର ବତେଇ ବୁ ଯାହା ଆପଣଙ୍କ ଘରେ ଅତି ସହଜରେ ମିଳିଯାଏ ସମସ୍ତ ଙ୍କର ଘରେ l ଯଦି ଏହାକୁ ଥରେ ମାତ୍ର ବ୍ୟବହାର କରିବ ଆପଣଙ୍କ ଘରୁ ମଶା ଏକା ଥରକେ ଘରୁ ବାହାର ହୋଇଯିବ l ଓ ନିଶ୍ୱାସ ବିକଳ ରେ ମରି ଯିବେ l ତେବେ ଜାଣନ୍ତୁ ସେହି ସବୁ ଜିନିଷ ଗୁଡିକ କଣ?

ପ୍ରଥମେ ଘରେ ଥିବା ଏକ ପତ୍ର କୁ ଆଣନ୍ତୁ  ଓ ନିମ ତେଲ କୁ ଘରେ ରଖିଲେ ମୂଷା ପାଳି ଯାଇ ଥାଏ l ଏହି ତେଲ ବହୁତ ଗନ୍ଧ କରି ଥାଏ l ତେଣୁ ମୂଷା ପଳେଇ ଯାଏ l ସେହି ପତ୍ର ରେ 4 ଚାମଚ ନଡ଼ିଆ ତେଲ ନିୟନ୍ତୁ ଓ ସେଥିରେ 2 ଚାମଚ ନିମ୍ୱ ତେଲ ମିଶାନ୍ତୁ l ଘରେ ଥିବା କର୍ପୁର କୁ ସେଥିରେ ମିଶି ଏକ ମାଟି ଦୀପ ରେ ଜଳାନ୍ତୁ l ଜଳି ଦେଲେ ମଶା ଏହାର ଗନ୍ଧ ରେ ଘରୁ ପଳେଇ ଯାଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।