Ajira Anuchinta – ମହା ପଞ୍ଚୁକ କାର୍ତ୍ତିକ ମାସ ରେ କରନ୍ତୁ ନାହିଁ ଏହି ( ୫ଟି ଭୁଲ୍ ) ନଚେତ ହୋଇପାରେ ଅଘଟଣ

ବସ୍ତୁ ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମ ମାସ l ଏହି ପଞ୍ଚକ ନଭେମ୍ବର 24 ରୁ ନଭେମ୍ବର 28 ତାରିଖ ଯାଏ ଅଛି l ଯଦି ଆମେ ଆମ ଜୀବନ ରେ ଏହି ଦିନ ରେ ଯଦି ଏହି ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ମହା ପଞ୍ଚୁକ ଦିନ ରେ ଏହି ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କାର୍ତ୍ତିକ ମାସ ରେ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l ଧନତେରସ ଦିନ ରେ ଭଗବାନ ବିଷ୍ଣୁ ଓ ମାତା ଙ୍କର ପ୍ରିୟ ମାସ l ଏହି ମାସ ରେ ବ୍ରତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ l

ପଞ୍ଚୁକ ଦିନ ରେ ଭୁଲ ରେ ଏହି 5 ଜିନିଷ କିଣନ୍ତୁ ନାହିଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, ଏହି ମହା ପଞ୍ଚୁକ ରେ କେହି ବିଛଣା ରେ ବସି କୌଣସି ପ୍ରକାର ମନ୍ତ୍ର ପାଠ କରନ୍ତୁ ନାହିଁ l ଏହାକୁ କଲେ ଅନେକ ପ୍ରକାର ଅନିଷ୍ଟ ହୁଏ l ନିଜର ଅନର୍ଥ ହେବ l

2, ଏହି ମହା ପଞ୍ଚୁକ ରେ ଦକ୍ଷିଣ ଦିଗ କୁ ଗତି ବା ଯାତ୍ରା କରନ୍ତୁ ନାହିଁ କାରଣ ଏହି ଦିଗ ରେ ଦେବତା ଯମ ବାସ ବାସ କରି ଥାନ୍ତି l ଏହି ଦିଗ କୁ ଗଲେ ମହା ବିପଦ ଅଟେ l

3, ଏହି ପଞ୍ଚକ ରେ କୌଣସି ଜଳୁ ଥିବା ଜିନିଷ ବା ଘାସ ଆଦି ଏକାଠି କରନ୍ତୁ ନାହିଁ ଏହି ଧଂଟେଷ୍ଟି ସମୟ ରେ l

4, ଏହି ମହ ପଞ୍ଚକ ସମୟ ରେ ରେବତୀ ନକ୍ଷତ୍ର ସମୟ ରେ କଦାପି କୁଆଡେ ଯାନ୍ତୁ ନାହିଁ କି କିଛି କାମ ଆଦି କରନ୍ତୁ ନାହିଁ l

5, ଏହି ମହା ପଞ୍ଚକ ରେ ଭଗବାନ ବିଷ୍ଣୁ ଓ ବୃନ୍ଦାବତୀ କୁ ପୂଜା ଅର୍ଚ୍ଚନା କରାଯାଏ l ଏହି ଦିନ ରେ ବ୍ରତ ଆଦି କଲେ ଅନେକ ଶୁଭ ଫଳ ମିଳି ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।