ହେ ପ୍ରଭୁ ! ପୁଣି ଥରେ ଜାରି ହେଲା ନାଇଟ କର୍ଫ୍ୟୁ ।। ଏହି ସବୁ ଜିଲ୍ଲା ରେ ରାତି ୮ ରୁ ସକାଳ ୬ ଯାଏଁ ସବୁ ବନ୍ଦ୍, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଦିନ କୁ ଦିନ ବଢ଼ିବାରେ ଲାଗିଛି କରନା ପ୍ରକୋପ ।ଏହି ସଂକ୍ରମଣ ଆମେରିକା ରେ ଅଧିକ ମାତ୍ରା ରେ ବୃଦ୍ଧି ପାଇଛି । ଭାରତ ରେ ବର୍ତ୍ତମାନ ଏହାର ସଙ୍କଟ ଅଳ୍ପ ମାତ୍ରା ରେ କମିଛି କିନ୍ତୁ ସମ୍ପୂର୍ଣ କମ୍ ହୋଇ ନାହିଁ ।। ଭାରତ ର କେତେକ ସ୍ଥାନ ରେ ଏହା ଉଗ୍ର ରୂପ ଧାରଣ କରିଛି। ତେଣୁ ଏହାର ସଂକ୍ରମଣ କୁ ରୋକିବା ପାଇଁ ପୁଣି ଥରେ କର୍ଫ୍ୟୁ ଜାରି କରିଛି । ତେବେ ପୁଣି ଥରେ କରନା ର ସଂକ୍ରମଣ କୁ ରୋକିବା ପାଇଁ ରାତି ୮ ରୁ ସକାଳ ୬ ଜାଏ ପୁଣି ଥରେ ଜାରି ହେବ କର୍ଫ୍ୟୁ ।

ଏହା ସହିତ ଭାରତ ର ବିଭିନ୍ନ ରାଜ୍ୟ ରେ ଏହି ସଂକ୍ରମଣ ରୋକିବା ବିଭିନ୍ନ ପ୍ରକାରର ବ୍ୟାପକ ପଦକ୍ଷେପ ନିଆ ଯାଇଛି ଓ ପୁଣି ଥରେ କଟକଣା ଜାରି କରାଯାଇଛି ।

ତେବେ ଜଣାଇ ଦେଉଛୁ ଯେ ମହାରାଷ୍ଟ୍ର ସରକାର ଦିଲ୍ଲୀ ରୁ ମୁମ୍ବାଇ ଯାଉ ଥିବା ସମସ୍ତ ଟ୍ରାନ୍ସପୋର୍ଟ ସୁବିଧା ଯେମିତି କି ଟ୍ରେନ , ବିମାନ ସେବା ଆଦି ବନ୍ଦ୍ କରିବାକୁ ଭାବି ଅଛନ୍ତି। ଏହା ସହିତ ଗୁଜରାଟ ଓ ମଧ୍ୟପ୍ରଦେଶ ସରକାର ପୁଣି ଏହାର ସଂକ୍ରମଣ କୁ ରୋକିବା ପାଇଁ ପୁଣି ଥରେ କର୍ଫ୍ୟୁ ଜାରି କରିଛି ।

ଗୁଜୁରାଟ ଓ ମଧ୍ୟପ୍ରଦେଶ ର ଯେଉଁ ସହର ଗୁଡ଼ିକ କରନା ଅଧିକ ସଂକ୍ରମିତ ହୋଇଛି ସେହି ସହର ରେ ଏହି ଲକ୍ ଡାଉନ୍ ଜାରି କରା ଯିବ ବୋଲି ସୂଚନା ମିଳିଛି । ରାଜସ୍ଥାନ ରେ ୮ ଟି ଜିଲ୍ଲା ରେ ଏହି ସଂକ୍ରମଣ ଅଧିକ ହୋଇଛି ତେଣୁ ଏଠାରେ ଏହି ସମୟ ରେ କଟକଣା କଡ଼ା କଡି ରହିବ ଓ ଲୋକ ମାନଙ୍କୁ ଏହି ସମୟରେ ବାହାରକୁ ଯିବା ଆସିବା ପାଇଁ ମନା କରାଯିବା ସହିତ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସରକାର ଙ୍କ କହିବା ଅନୁସାରେ ଲକ୍ ଡାଉନ୍ ଯୋଗୁଁ ପ୍ରାୟତଃ ସଂକ୍ରମଣ କମ୍ ଥିଲା କିନ୍ତୁ ଲକ୍ ଡାଉନ୍ ଉଠିବା ପରଠାରୁ ଏହି ସଂକ୍ରମଣ ବହୁତ୍ ଅଧିକ ବଢ଼ିବାରେ ଲାଗିଛି । ଆଉ ଏହି ସଂକ୍ରମଣ କୁ ରୋକିବା ପାଇଁ ଏହାର କୌଣସି ପ୍ରତିଷେଧକ ଟୀକା ମଧ୍ୟ ପ୍ରସ୍ତୁତ ହୋଇ ପାରି ନାହିଁ ତେଣୁ ସତର୍କତା ଅବଲମ୍ବନ କରିବା ହିଁ ସବୁଠୁ ବେଷ୍ଟ ଉପାୟ।

ଏହାକୁ ଆଖିରେ ଆଗରେ ରଖି ଜୟପୁରରେ ୧୪୪ ଧାରା ଅବଲମ୍ବନ କରାଯାଇ ଅଛି। ତେବେ ଏହି ମାସ ରେ କରନା ସଂକ୍ରମଣ ର ଦ୍ଵିତୀୟ ଲହର ଆସିବ ଯାହା କୁ ଆହୁରି ଅଧିକ ଭୟଙ୍କର ହେବ ତେଣୁ ଅଧିକ ସଂକ୍ରମିତ ସ୍ଥାନ ରେ ଯେପରି ଜୟପୁର , ଯୋଧପୁର , କୋଟା, ବିକେନାର , ଉଦୟପୁର , ଆଜମେର , ଅଲୱର୍ , ଏବଂ ଭିଲୱର ରେ ରାତି କାଳୀନ କର୍ଫ୍ୟୁ ଜାରି କରାଯିବ । ତେବେ ଏହି ସବୁ ଜିଲ୍ଲା ମାନଙ୍କ ରେ ୭୫ ଜଣଙ୍କୁ ନେଇ କାର୍ଯ୍ୟାଳୟ ମାନ ଖୋଲିବ ।

ସେମିତି ବିବାହ ରେ ମଧ୍ୟ ୧୦୦ ଜଣ ଉପସ୍ଥିତ ରହିବେ ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।