ହେ ପ୍ରଭୁ ! ବାହାଘର ପରେ ଶାଶୂଘରେ କେମିତି ଅଛନ୍ତି ଅଭିନେତ୍ରୀ ” ରାନୀ ” କଣ ସତରେ……

ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ରାଣୀ ସିରିଏଲ ରାଣୀ ଚରିତ୍ର ରେ ଅଭିନୟ କରୁ ଥିଲେ ଶୀତଲ ପଟନାୟକ । ତେବେ ରାଣୀ ସିରିଏଲ ବର୍ତ୍ତମାନ ସରି ଯାଇ ଅଛି। ରାଣୀ ସିରିଏଲ ସରିବା ପରେ ସେ ଶୀତଲ ପଟ୍ଟନାୟକ ବର୍ତ୍ତମାନ ରଖିଲେ ଶିବ ମାରିବ କିଏ ଧାରାବାହିକ ରେ ଅଭିନୟ କରୁଛନ୍ତି ।

ତେବେ ଶୀତଲ ପଟ୍ଟନାୟକ ଙ୍କୁ ଆପଣ ଏହି ଧାରାବାହିକ ରେ ନିଶ୍ଚୟ ଦେଖୁ ଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖୁ ଥିବେ । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ମାନଙ୍କ ହୃଦୟ ରେ ଏକ ଅଲଗା ସ୍ଥାନ ବନାଇ ପାରିଛନ୍ତି ।

ସେ ଖୁବ୍ କମ୍ ସମୟ ରେ ବହୁତ୍ ଅଧିକ ସଫଳତା ପ୍ରାପ୍ତି କରିଛନ୍ତି । ତାଙ୍କ ର ସୋସିଆଲ ମିଡ଼ିଆ ରେ ବହୁତ୍ ପ୍ରଶଂସକ ଅଛନ୍ତି ।ଅଭିନୟ ଯାଦୁ ରେ ସେ ନିଜ ପ୍ରଶଂସକ ମାନଙ୍କୁ ବାନ୍ଧି ରଖିଛନ୍ତି । ଆପଣ ଙ୍କୁ ଜଣାଇ ଦେଉଛୁ ଯେ ରାଣୀ ଓରଫ୍ ଶୀତଲ ପଟ୍ଟନାୟକ ଙ୍କ ମା ଜଣେ ମଧ୍ୟ ଅଭିନେତ୍ରୀ ଅଟନ୍ତି । ରାଣୀ ଓରଫ୍ ଶୀତଲ ପଟ୍ଟନାୟକ ଙ୍କ ମା ହେଉଛନ୍ତି କୀର୍ତ୍ତି ମହାନ୍ତି । ବର୍ତ୍ତମାନ ଆପଣ ରାଣୀ ଙ୍କ ମା ଙ୍କୁ କୁଆଁର ବୋହୂ ଧାରାବାହିକ ଦେବିକା ରାଣୀ ଚରିତ୍ର ରେ ଅଭିନୟ କରୁଥିବା ର ନିଶ୍ଚୟ ଭାବେ ଦେଖି ପରୁଥିବେ ।

ଏହା ସହିତ ଆପଣ ଙ୍କୁ ଆଉ ଗୋଟେ କଥା ଜଣାଇ ଦେଉଛୁ ଯେ ରାଣୀ ଙ୍କ ବଡ଼ ଭଉଣୀ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ତାଙ୍କର ନାମ ସିମ୍ରନ୍ ପଟ୍ଟନାୟକ। ରାଣୀ ଙ୍କ ବଡ଼ ଭଉଣୀ ସିମ୍ରନ୍ ପଟ୍ଟନାୟକ ରାଣୀ ସିରିଏଲ ରେ କୁନି ରାଣୀ ଭାବେ ଅଭିନୟ କରିଥିଲେ। ଏହି ଧାରାବାହିକ ରେ ତାଙ୍କର ଦମଦାର ଅଭିନୟ ଆପଣ ନିଶ୍ଚୟ ଭାବେ ଦେଖି ଥିବେ। ତାଙ୍କ ର ଦମଦାର ଅଭିନୟ ଯୋଗୁ ରାନୀ ସିରିଏଲ ସେହି ସମୟରେ ସବୁଠୁ ଲୋକ ପ୍ରିୟ ଧାରାବାହିକ ହୋଇ ପାରି ଥିଲା।

ଏହା ପରେ ସେ ମଧ୍ୟ ଏହି ଧାରାବାହିକ ରେ ମୁଖ୍ୟ ନାୟିକା ଭାବେ ନଜର ଆସିଥିଲେ ଓ ତାଙ୍କୁ ଏହି ଧାରାବାହିକ ଜରିଆ ରେ ବହୁତ୍ ଲୋକ ପ୍ରିୟତା ମିଳି ଥିଲା । ସେ ଏବେ ଭୁବନେଶ୍ୱର ରେ ରହୁ ଅଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ରେ ପ୍ରଶଂସକ ମଧ୍ୟ ବହୁତ୍ ଅଛନ୍ତି ।

ତାଙ୍କୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି ଓ ତାଙ୍କ ଧାରାବାହିକ କୁ ମଧ୍ୟ ସବୁ ଓଡ଼ିଶା ବାସି ମାନେ ଖୁବ୍ ପସନ୍ଦ କରି ଥାଆନ୍ତି । ସେ ପ୍ରଥମ ଥର ପାଇଁ ଏହି ଧାରାବାହିକ ଜରିଆ ରେ ଦର୍ଶକ ମାନଙ୍କ ନଜର କୁ ଆସିଥିଲେ ଓ ସେ ବହୁତ୍ କମ୍ ସମୟ ରେ ଖୁବ୍ ପ୍ରସିଦ୍ଧ ହୋଇ ପାରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।