ବେଲ ପତ୍ର ଭଲ କରିଥାଏ ଏହି ୧୦ ଟି ଭୟଙ୍କର ରୋଗ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – Ramdev Health Tips

ବନ୍ଧୁଗଣ ଜାଣୁଛନ୍ତି ଯେ ବର୍ତମାନ ଶୀତ ଋତୁ ଆସିଗଲାଣି l ଜାଣିଛନ୍ତି l ବର୍ତମାନ ସମୟରେ ବିଭିନ୍ନ ପ୍ରକାର ରୋଗ ଆଦି ହୋଇ ଥାଏ l ଏହି କିଛି ରୋଗ କୁ ଭଲ କରିବା ପାଇଁ ଆମେ ଅନେକ ପ୍ରକାର ପତ୍ର ଆଦି ଖାଇ ଥାଉ l ଆମେ ସାଧାରଣ ବେଲ ପତ୍ର କୁ ଖାଇ ଥାଉ l ଏହି ବେଲ ପତ୍ର ରେ ଅନେକ ପ୍ରକାର ଶକ୍ତି ରହିଛି l

ଯାହାକୁ ଖାଇଲେ ଆମର ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଯାଏ l ତେବେ ଚାଲନ୍ତୁ ଜାଣିବା ଆଉ ସେ ପତ୍ର ଖାଇବା ଦ୍ୱାର ଆମର କଣ ସବୁ ଫାଇଦା ମିଳି ଥାଏ l

1- ବେଲ ପତ୍ର ରେ ଆଣ୍ଟି ରହୂମେଟିକ ମେଟିକ ରହି ଥାଏ l ଏହାକୁ ଖାଇଲେ ଆମକୁ ଜ୍ୱର ରୋଗରୁ ମୁକ୍ତି ମିଳି ଥାଏ l

2-ଏହି ବେଲ ପତ୍ର କୁ ଖାଇଲେ ଆମର ପେଟଖାରପ ହୁଏ ନାହିଁ l ଆଉ ଏହା ଆମର ହଜମ ଶକ୍ତିକୁ ବଢ଼ାଇ ଥାଏ l ଏହା ଆମର ରକ୍ତ ଚାପ ବୃଦ୍ଧି ହୋଇ ଥାଏ l

3-ଏହା ଆମ ଶରୀରର ରକ୍ତର ହିମାଗ୍ଲୋବିନ ର ମାତ୍ରl ଠିକ କରି ଥାଏ l ଏହl ଆମର ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ଦିଏ l

4-ଏଥିରେ ପୋଷାକ ତତ୍ୱ ବହୁତ ରହିଥାଏ l ଏହା ଆମର ଶକ୍ତି କୁ ବୃଦ୍ଧି କରିଥାଏ l ଏହା ଆମର ଯକୃତକୁ ଅଧିକ ସବଳ କରିଥାଏ l ଏହା ମଧ୍ୟ ଆମ ଶରୀର ର କୋଷ୍ଠକାଠିନ୍ୟ ରୋଗ ଭଲ ହୋଇଥାଏ ଓ ଅର୍ଶ କୁ ଭଲ କରି ଥାଏ l

5.ଏହା ଆମ ଶରୀର ର ହୃଦ ରୋଗ କୁ ଭଲ କରି ଥାଏ l ଏହାକୁ ଖାଇଲେ ଆମର ଶରୀରେ ରକ୍ତ ଚାପ ଠିକ ରହିଥାଏ l ଏହାକୁ ଖାଇଲେ ଆମର ମଧ୍ୟ ରୋଗ ପ୍ରତି ରୋଧକ ଶକ୍ତି ଅଧିକ ହୋଇ ଯାଏ l

6.ଏହି ବେଲ ପତ୍ର ଆମ ଶରୀର ର ତାପମାତ୍ରା କୁ ନିୟନ୍ତ୍ରଣ କରି ଥାଏ l

7. ମୁହଁ ରେ ଛଉ ଆଦି ହୋଇ ଥିଲେ ଆମେ ଏହାକୁ ପେଷ୍ଟ କରି ଲଗାଲେ ଭଲ ହୋଇ ଯାଏ l

8.ଶରୀର ଗନ୍ଧୁ ଥିଲେ ଏହି ପେଷ୍ଟ କୁ ଗାଧୋଇ ବା ପୂର୍ବ ରୁ ଲଗେଇ ଗାଧିଲେ ଗନ୍ଧ ଦୂର ହୁଏ l

9.ଏହା ଡାଇବେଟିସ କୁ ନିୟନ୍ତ୍ରଣ କରି ଥାଏ l

10. ଏହା ଶରୀର ର ତ୍ୱଚା ଓ ଦାଗ ଓ କେସ ଝାଡ଼ିବା କୁ ନିୟନ୍ତ୍ରଣ କରିଥାଏ l

ଏହି ପତ୍ର ର ଅନେକ ପ୍ରକାର ଉପକାରିତା ରହିଥାଏ l ତେଣୁ ଏହି ପତ୍ର କୁ ପ୍ରତି ଦିନ ସକାଳା 2 ଲେଖାଏ ଖାଇବା ଆବଶ୍ୟକ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।