Ajira Anuchinta – ଏହି ୧୦ଟି ଅଭ୍ୟାସ ଥିବା ମହିଳା ମାନଙ୍କ ଉପରେ ମାଲଷ୍ମୀ ଢାଳନ୍ତି ( ଟଙ୍କା ପଇସା )

ବନ୍ଧୁ ଗଣ ଆଜି ଆମେ ଆପଣଙ୍କୁ କିଛି ମହତ୍ୱ ପୂର୍ଣ୍ଣ ବିଷୟ କହିବୁ କିଛି ରାଶି ର ମହିଳା ମାନେ ଘର କୁ ଆସିଲେ ତାଙ୍କର ଘର ଲୋକ ଧନୀ ହୋଇଯାନ୍ତି l ଆଉ କେତେକ ରାଶି ର ଲୋକ ମାନେ ଘର କୁ ଆସିଲା ପରେ ଘର କୁ ସ୍ୱର୍ଗ ବନେଇ ଦେଇ ଥାନ୍ତି l ଯେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଯେ ମହିଳା ହେଉଛି ଘରର ଲକ୍ଷ୍ମୀ l ଆଉ କେତେକ ଝିଅ କୁ ଚିହିଁବା କଷ୍ଟ କାର ହୋଇ ଥାଏ l କିନ୍ତୁ ଏହି ନାମ ର ଝିଅ କିଛି ଯଦି ଶାସ୍ତ୍ର ପ୍ରଦତ୍ତ ଅନୁଚିତ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ଘରେ ଲକ୍ଷ୍ମୀ ରହି ଥାନ୍ତି l ଅନୁସାରେ ବସ ବାସ କରନ୍ତି l

ଏହା କରି ସରିଲା ପରେ ସେମାନେ ପରସ୍ପର ର କର୍ମ ଉପରେ ନିର୍ଭର କରନ୍ତି ଯଦି ସ୍ୱାମୀ ଭଲ ସ୍ୱାମୀ ଭଲରେ ଥାଏ ତାର ସ୍ତ୍ରୀ ର ଏହି 10 କାର୍ଯ୍ୟ କରୁ ରହିବା ଦରକାର l ଆସନ୍ତୁ ଜାଣିବା ଏହି 10 ଟି ଗୁଣ କଣ କଣ l

1. ମହିଳା ଟି ସକାଳୁ ସନ୍ଧ୍ୟା ଠାକୁର ପୂଜା କରୁ ଥିବ l ସମସ୍ତ ଠାକୁର କୁ ସେ ଧ୍ୟାନ ର ସହିତ ପୂଜା ପାଠ କରୁ ଥିବ l ଏହା ଦ୍ୱାରା ଘରେ ସମସ୍ତ ଅଶୁଭ ଶକ୍ତି ନଷ୍ଟ ହୋଇ ଥାଏ l

2.ସବୁ ମାସ ର ପ୍ରତି ଗୁରୁବାର ଦିନ ରେ ମହିଳା ଟି ବ୍ରତ ରଖୁ ଥିବ l ସମସ୍ତ ଭୋଗ ବିଳାସ କୁ ସେ ଦୁରେଇ ରଖୁ ଥିବ l ନିଷ୍ଠା ର ସହିତ ପୂଜା କରୁ ଥିବ l

3.ଘରେ ରହୁ ଥିବା ସମସ୍ତ ଶିଶୁ କନ୍ୟା ମାନଙ୍କୁ ମହିଳା ଟି ସ୍ନେହ କରୁ ଥିବ l ପିଲା ମାନଙ୍କର ମନ ଜାଣି କାମ କରୁ ଥିବ l ପିଲା ମାନଙ୍କ ଉପରେ ରାଗୁ ନ ଥିବ l

4.ପ୍ରତି ଗୁରୁବାର ଦିନ ଘିଅ ର ଦୀପ ମାତା ଲକ୍ଷ୍ମୀ ଙ୍କର ନାମ ରେ ଜଳୁ ଥିବ l ନିଷ୍ଠ ର ସହିତ l

5.ଗୁରୁବାର ଦିନ ଯେଉଁ ମହିଳା ଆମିଷ ଖାଉ ନଥିବ l କି ଗୁରୁବାର ଦିନ ୠସେଇ ଆଦି କରୁ ନ ଥିବ l

6.ଗୁରୁବାର ଦିନ ଦାନ କରୁ ଥିବ କିନ୍ତୁ ଧାର କିମ୍ବା ଉଦ୍ଧାର ଦେଉ ନ ଥିବ l

7.ଯେଉଁ ମହିଳା ମାନେ ବଡ ମାନଙ୍କୁ ସମ୍ମାନ କରୁ ଥିବ l

8.ଘର ର ଉନ୍ନତି ଜଣକ କାର୍ଯ୍ୟ କରୁ ଥିବ l

9. ପରିବାର ସହିତ ବାନ୍ଧି ହୋଇ ରହୁ ଥିବ l

10.ସମସ୍ତ ଠାକୁର କୁ ସବୁବେଳେ ପୂଜା ପାଠ ଆଦି କରୁ ଥିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।