Breking News – ଓଡିଶା ସରକାର ସ୍କୁଲ ପିଲାଙ୍କ ପାଇଁ କଲେ ବଡ ଘୋଷଣା ! ଯଦି ଆପଣଙ୍କ ପିଲା ସ୍କୁଲ ରେ ପାଠ ପଢୁଛି ତେବେ ନିଶ୍ଚୟ ଦେଖନ୍ତୁ ….

ଏବେ ଏବେ ଆସିଛି କିଛି ବଡ଼ ଅପଡେଟ ଛାତ୍ର ଛାତ୍ରୀ ଙ୍କ ପାଇଁ। ରାଜ୍ୟ ରେ ଥିବା ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରେ ସମସ୍ତ ଙ୍କୁ ବୀମା ଭୂକ୍ତ କରିବା ପାଇଁ ଷ୍ଟୁଡେଣ୍ଟ୍ ସେଫ୍ଟି ଇଁସୁରାନ୍ସ ସ୍କିମ ପ୍ରଚଳନ କରା ଯାଇଛି । ତେବେ ଏହି ଷ୍ଟୁଡେଣ୍ଟ୍ ସେଫ୍ଟି ଇଁସୁରାନ୍ସ ସ୍କିମ କଣ ଓ ଏହାର କିପରି ଫାଇଦା ଆପଣ ଉଠାଇ ପାରିବେ ଛାତ୍ର ଛାତ୍ରୀ ମାନେ ସବୁ ବିଷୟ ରେ ଆଜି ଆମେ ଜାଣିବା ଏହି ଲେଖା ମାଧ୍ୟମରେ। ତେବେ ଆସନ୍ତୁ ଜାଣିବା ;

ତେବେ ଆପଣ ମାନେ ଜାଣି ଥିବେ କରନା ପାଇଁ ରାଜ୍ୟ ରେ ସମସ୍ତ ସ୍କୁଲ ବନ୍ଦ ରହିଛି ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ । ତେବେ ଏହି ସବୁ ମଧ୍ୟରେ ନୂଆ ସ୍କିମ କଣ ଏହା ଦ୍ଵାରା ସମସ୍ତ ଙ୍କୁ କଣ ଲାଭ ମିଳି ପାରିବ ଆସନ୍ତୁ ଜାଣିବା।

ରାଜ୍ୟ ରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଘରୋଇ ଶିକ୍ଷା ଅନୁଷ୍ଠାନ ଯଥା ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ , ପାଧ୍ୟାମିକ ପ୍ରଶିକ୍ଷଣ ଗୁଡିକ ରେ ଅଧ୍ୟୟନରତ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବୀମାଭୁକ୍ତ କରିବା ପାଇଁ ‘ ଷ୍ଟୁଡେଣ୍ଟ୍ ସେଫ୍ଟି ଇଁସୁରାନ୍ସ ସ୍କିମ ‘ ପ୍ରଚଳନ କରାଯାଇ ଅଛି। ସେହି ଅନୁଯାୟୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ଠାରୁ ଦୁଇ ଟଙ୍କା ଲେଖାଏଁ ବୀମା ରାଶି ଆଦାୟ କରାଯାଇ ପୈଠ କରା ଯାଉଚି ।

ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବିଦ୍ୟାର୍ଥୀ ଙ୍କ ଠାରୁ ୩ ଟଙ୍କା ଲେଖାଏଁ ବୀମା ରାଶି ଆଦାୟ କରାଯାଇ ପୈଠ କରା ଯାଉଛି । ରାଜ୍ୟ ରେ ଏହି ସ୍କୁଲ୍ ଗୁଡ଼ିକ ରେ ମୋଟ ୨୧ ଲକ୍ଷ ୨୮ ହଜାର ୨୪୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ ତାଙ୍କ ମଧ୍ୟ ରୁ ୮ ଲକ୍ଷ ୬୪ ହଜାର ୪୯୯ ଜଣ ବୀମା ଭୁକ୍ତ ହୋଇଛନ୍ତି ।

ବିଧାନ ସଭାରେ ବିଧାୟକ ସୁଧୀର ସାମଲ ଙ୍କ ଲିଖିତ ପ୍ରଶ୍ନ ଉତ୍ତର ରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ତଥ୍ୟ ଦେଇଛନ୍ତି । ତେବେ ଏହି ସ୍କିମ ଅନୁସାରେ ଷ୍ଟୁଡେଣ୍ଟ୍ ମାନଙ୍କୁ ଶେଫ୍ଟୀ ଦେବା ପାଇଁ ଷ୍ଟୁଡେଣ୍ଟ୍ ସେଫ୍ଟି ଇଁସୁରାନ୍ସ ସ୍କିମ ଲଞ୍ଚ କରା ଯାଇଛି।

ଯେଉଁ ଥିରେ ପ୍ରତି ପିଲା ପିଛା ୨ ଟଙ୍କା ଲେଖାଏଁ ଓ ଯେଉଁ ମାନେ ରହିଲେ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବିଦ୍ୟାର୍ଥୀ ଙ୍କ ଠାରୁ ୩ ଟଙ୍କା ଲେଖାଏଁ ବୀମା ରାଶି ଆଦାୟ କରାଯାଉ ଅଛି ଯାହା ଫଳରେ ଆପଣ ଙ୍କୁ ମିଳିବାକୁ ଯାଉଛି ଷ୍ଟୁଡେଣ୍ଟ୍ ସେପ୍ଟୀ ଇନ୍ସୁରାଂଶ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।