Sadhu Bani – ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ୨ଟି ଶବ୍ଦ ପ୍ରଭୁ ହନୁମାନ ଙ୍କ କୃପାରୁ ସାତ ପୁରୁଷ ପର୍ଯ୍ୟନ୍ତ ଧନ ର ଅଭାବ ରହିବ ନାହିଁ

ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଶୋଇଲା ବେଳେ କହି ଶୋଇଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଓ ଘର ର ସମସ୍ତ ସମସ୍ୟା ଓ ଅଶୁଭ ଶକ୍ତି ର ଛାୟା ନଷ୍ଟ ହେବ l

ଏହିଜିନିଷ କୁ ଆପଣ ଙ୍କର ସମସ୍ତ ଲୋକ କହି ଶୋଇଲେ କେବଳ ଧନ ବର୍ଷା l ଅନେକ ଏମିତି କିଛି ମନ୍ତ୍ରୀ ଅଛି ଯାହାକୁ କହି ଶୋଇଲେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇ ଥା l

ପ୍ରଥମେ ଘରେ ଶୋଇବା ସମୟ ରେ ପ୍ରଥମେ ” ଓଁ ଶ୍ରୀ କୃଷ୍ଣ ନମଃ” ତିନି ଥର କହି ଶୋଇବେ ପରେ ସମସ୍ତ ସମସ୍ୟା ଦୂର ହେବ

ଦ୍ୱିତୀୟ ରେ ଶୋଇବା ପୂର୍ବରୁ ସମସ୍ତେ” ଶ୍ରୀ ଗୋବିନ୍ଦ ବଲ୍ଲଭାୟ ନମଃ “ଏହି ମନ୍ତ୍ର ଜପ କଳା ବେଳେ ଯେମିତି ଭୁଲ ଉଚ୍ଚାରଣ ନହୁଏ ଏହି ପ୍ରତି ଧ୍ୟାନ ଦେବା ଦରକାର l ଏହି ମନ୍ତ୍ର କହି ଶୋଇଲେ ଅନେକ ପ୍ରକାର ଉପକାର ହୋଇ ଥାଏ l ତେବେ ଜଣାନ୍ତୁ l

ଏହା ଫଳରେ ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ l ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ କାଟି ଯିବ l ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l ଘରେ ଅଶାନ୍ତି ଦୂର ହେବ l

ଘର ର ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l

ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l ସମସ୍ତ ଅଶୁଭ ଶକ୍ତି ନାଶ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।