ପୁରୁଣା ରୁ ପୁରୁଣା କାଶ ୫ ମିନିଟରେ ମୂଳରୁ ଶେଷ ହୋଇଯିବ ସବୁଦିନ ପାଇଁ ୧୦୦% ଗ୍ୟାରେଣ୍ଟି – BaBa Ramdev Health Tips

ଆଜି ଆମେ ଏମିତି ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହାର ପ୍ରୟୋଗ ଦ୍ଵାରା ଆପଣ ଙ୍କ କାଶ ଜନିତ ସମସ୍ୟା ସବୁଦିନ ପାଇଁ ଦୁର ହୋଇଯିବ। ଛୋଟ ରୁ ବଡ଼ ଜାଏ ସମସ୍ତେ ଏହି ଉପଚାର କରି କାଶ ସମସ୍ୟା ଦୂର କରି ପାରିବ।ତେବେ ଏହି ଉପଚାର ଟି ଏତେ ଚମତ୍କାର ଅଟେ ଯେ ଏହାର ପ୍ରୟୋଗ ରୁ ପୁରୁଣା ରୁ ପୁରୁଣା କାଶ ଦୂର ହୋଇ ଯିବ। ତେବେ ଆସନ୍ତୁ ଜାଣିବା ।

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଅଦା। ଅଦା ଆପଣ ଙ୍କୁ ଆପଣଙ୍କ ରୋଷେଇ ଘରୁ ଅତି ସହଜ ରେ ମିଳିଯିବ ।

ପ୍ରଥମେ ଏକ ଖଣ୍ଡ ଅଦା ନେଇ ଏହାର ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏବେ ଆପଣ ଙ୍କୁ ଦିତୀୟ ସାମଗ୍ରୀ ଆବଶ୍ୟକ ଲବଙ୍ଗ। ଲବଙ୍ଗ ର ଚାରି ରୁ ପାଞ୍ଚ ଖଣ୍ଡ ନିଅନ୍ତୁ । ଏହା ପରେ ତୃତୀୟ ସାମଗ୍ରୀ ଆବଶ୍ୟକ ମରିଚ । ୧୦-୧୫ ଟି ମରିଚ ନିଅନ୍ତୁ । ଏହା ପରେ ଏକ ତାୱା ରେ ମରିଚ ଓ ଲବଙ୍ଗ କୁ ଭାଜି ଦିଅନ୍ତୁ ଓ ଅଦା କୁ ହାଲୁକା ଗରମ୍ କରି ସେକି ଦିଅନ୍ତୁ ।

ଏହାର ପରବର୍ତ୍ତୀ ପ୍ରଣାଳୀ ରେ ଗୋଲମରିଚ ଓ ଲବଙ୍ଗ କୁ ଏକ ଛେଚା ସାହାର୍ଯ୍ୟ ରେ କୁଟି ଗୁଣ୍ଡ କରି ଦିଅନ୍ତୁ । ଓ ଏକ ପାତ୍ର ରେ କାଢି ଦିଅନ୍ତୁ। ଏହା ପରେ ଅଦା କୁ ମଧ୍ୟ ଛେଚି ଆଉ ଏକ ପାତ୍ର ରେ ରଖନ୍ତୁ ।

ତେବେ ଏଠାରେ କହି ରଖୁଛୁ ଯଦି ଆପଣ ଏହି ଉପଚାର ର ପ୍ରୟୋଗ ୫ ମାସ ରୁ ଏକ ବର୍ଷ ଛୁଆ ର କାଶ ଭଲ କରିବା ପାଇଁ ବ୍ୟବହାର କରୁଛନ୍ତି ତେବେ ଏହି ମରିଚ ଓ ଲବଙ୍ଗ ଗୁଣ୍ଡ ର ମାତ୍ର ଏକ ଚିମୁଟି ନେଇ ସେଥିରେ ମହୁ ନିଶାଇ ଛୁଆ ମାନଙ୍କୁ ଚଟେଇ ଦିଅନ୍ତୁ ଓ ଏହା ପରେ ଆପଣ ତାଙ୍କୁ ଉଷୁମ ପାଣି ପିଆଇ ଦିଅନ୍ତୁ ଦେଖିବେ ତାଙ୍କ କାଶ ବହୁତ୍ ଶୀଘ୍ର ଭଲ ହୋଇଯିବ ।

ତେବେ ଯଦି ଆପଣ ଏହି ଉପଚାର ର ପ୍ରୟୋଗ ବଡ଼ ଲୋକ ବା ବୟସ୍କ ବ୍ୟକ୍ତି ଙ୍କ କାଶ ଭଲ କରିବା ପାଇଁ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଗୋଲମରିଚ ଓ ଲବଙ୍ଗ ଗୁଣ୍ଡ ର ଅଧା ଚାମଚ୍ ନିଅନ୍ତୁ । ଏଥିରେ ଛେଚି ରଖି ଥିବା ଅଦା ର ୪-୫ ଡ୍ରପ ରସ ମିଶାଇ ଦିଅନ୍ତୁ । ଓ ଏହା ପରେ ଏଥିରେ ଅଧା ଚାମଚ୍ ମହୁ ମିଶାଇ ଏହାର ସେବନ କରନ୍ତୁ। ଏହାର ସେବନ ପରେ ଆପଣ ଉଷୁମ ପାଣି ପିଇ ପାରିବେ ।

ଏହି ଉପଚାର ଟି ଏତେ ଚମତ୍କାର ଅଟେ ଯେ ଏହାର ସେବନ ର କିଛି ସମୟ ପରେ ଆପଣ ଙ୍କ କାଶ ଯେତେ ପୁରୁଣା ହୋଇ ଥିଲେ ମଧ୍ୟ ଭଲ ହୋଇଯିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।