ଓଡ଼ିଆ ଧାରାବାହିକର ଅଭିନେତ୍ରୀ ମୋନିକା ” ପବିତ୍ରା ” ଙ୍କର ପରିବାର ଏବଂ ଜୀବନ ଶୈଳୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

ଆପଣ ମାନେ ତ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ସିନ୍ଦୂର ର ଅଧିକାର ଧାରାବାହିକ କୁ ନିହାତି ଭାବେ ଦେଖି ଥିବେ । ସେଥିରେ ପବିତ୍ରା ଭୂମିକା ରେ ଅଭିନୟ କରୁ ଥିବା ଅରୁଣା ଙ୍କୁ ତ ନିଶ୍ଚୟ ଜାଣି ଥିବେ । ତେବେ ଯଦି ଆମେ ପବିତ୍ରା ଙ୍କ କଥା କହିବା ତେବେ ସେ କେବଳ ଏହି ସିନ୍ଦୂର ର ଅଧିକାର ଧାରାବାହିକ ଦ୍ଵାରା ନୁହେଁ ସେ ଆହୁରି ଅନେକ ଥର ଅନେକ ସିରିଏଲେ ରେ ଅଭିନୟ କରି ଲୋକ ମାନଙ୍କ ନଜର କୁ ଆସିଛନ୍ତି ଲୋକ ମାନଙ୍କ ଭଲ ପାଇବା ପାଇଛନ୍ତି ।

ସୋସିଆଲ ମିଡିଆ ରେ ମଧ୍ୟ ତାଙ୍କ ର ଅନେକ ଫ୍ୟାନ ଅଛନ୍ତି। ଲୋକ ମାନେ ତାଙ୍କ ର ସରଳ ଅଭିନୟ କୁ ଖୁବ୍ ପସନ୍ଦ କରି ଥାଆନ୍ତି।ତେବେ ଆଜି ଆମେ ତାଙ୍କ ବିଷୟ ରେ ଜାଣିବା।

ତେବେ ସିନ୍ଦୂର ର ଅଧିକାର ଶିରିଏଲେ ରେ ପବିତ୍ରା ଭୂମିକା ରେ ଅଭିନୟ କରୁ ଥିବା ନାୟିକା ଙ୍କ ର ପ୍ରକୃତ ନାମ ମୋନିକା ଅଟେ। ।ସେ ଛୋଟ ବେଳ ରୁ ହିଁ ନିଜ କ୍ୟାରିୟର କୁ ନେଇ ବହୁତ୍ କନ୍ସିଅସ ବା ଚିନ୍ତିତ ଅଟନ୍ତି।

ତାଙ୍କ ଛୋଟ ବେଳ ରୁ ହିଁ ନୃତ୍ୟ ଆଉ ଅଭିନୟ ପ୍ରତି ବହୁତ୍ ଭଲ ପାଇବା ଥିଲା ଓ ତାଙ୍କ ର ଏହି ଲାଇନ୍ ରେ କିଛି କରି ଦେଖାଇବା ର ଇଛା ଥିଲା । ସେ ଛୋଟ ବେଳ ରୁ ହିଁ ଭାବି ଥିଲେ ସେ କିଛି ଅଭିନୟ କ୍ଷେତ୍ର ରେ କିଛି ନା କିଛି କରି ଦେଖାଇବେ ବୋଲି । ତେବେ ଅରୁଣା ବର୍ତ୍ତମାନ ଭୁବନେଶ୍ୱର ରେ ରହି ଅଛନ୍ତି ଓ ସେଇଠୁ ହିଁ ସୁଟିଂ ସେଟ କୁ ଯିବା ଆସିବା କରୁ ଅଛନ୍ତି ।

ତେବେ ଜଣାଇ ଦେଉଚୁ ଯେ ମୋନିକା ଆଗରୁ ମଧ୍ୟ ଅନେକ ଶିରିଏଲ ରେ ନଜର ଆସିଥିଲେ ଓ ସବୁଠି ସେ ନିଜ ର ସମସ୍ତ ଅଭିନୟ କୁ ଜୀବନ୍ତ ଭାବେ ତୋଳି ଧରିଛନ୍ତି । ତାଙ୍କ ର ଅଭିନୟ ସିରିଏଲ ରେ ବହୁତ୍ ନେଚୁରାଲ ଥାଏ । ମୋନିକା ସେହି ସବୁ ଧାରାବାହିକ ରେ ଅଭିନୟ ମାଧ୍ୟମ ରେ ମଧ୍ୟ ଲୋକ ମାନଙ୍କ ହୃଦୟ ଜିଣି ଅଛନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରି ଥାଆନ୍ତି।

ଲୋକ ମାନେ ସବୁ ବେଳେ ତାଙ୍କ ର ଅଭିନୟ କୁ ଖୁବ୍ ପସନ୍ଦ କରି ଥାଆନ୍ତି। ଅରୁଣା ର ଆକ୍ଟିଂ କୁ ସିନ୍ଦୂର ର ଅଧିକାର ଧାରାବାହିକ ରେ ମଧ୍ୟ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କୁ ଖୁବ୍ ଭଲ ପାଇବା ମଧ୍ୟ ଦେଉ ଅଛନ୍ତି । ତେବେ ସେ ଏହି ସିରିଏଲ ରେ ମାଧ୍ୟମ ରେ ଆହୁରି ମଧ୍ୟ ଲୋକ ମାନଙ୍କ ମଧ୍ୟ ରେ ଜଣା ଶୁଣା ହୋଇ ସାରିଛନ୍ତି ।

ଏବେ ତାଙ୍କର ପ୍ରଶଂସକ ମଧ୍ୟ ଅଧିକ ଅଟନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।