Bastu Shastra – ଏହି ୫ଟି ଜିନିଷ ହେଉଛି ଗରିବ ହେବାର କାରଣ, ଘରେ ଏହି ସବୁ ଜିନିଷ ଥିଲେ ଶୀଘ୍ର ବାହାର କରି ଦିଅନ୍ତୁ

ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଏହି 5 ଗୋଟି ମୁଖ୍ୟ ଜିନିଷ ଘରୁ ବାହାର କରି ଦିଅନ୍ତୁ  ବା ଏହି କେତୋଟି ନିୟମ ଏହା କୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, କୌଣସି ଗଛ ମୂଳ ରେ ପରିସ୍ରା କରନ୍ତୁ ନାହିଁ l ପରିସ୍ରା କରିବା ଦ୍ୱାରା ବୃକ୍ଷ ଦେବତା ରୁଷ୍ଟ ହୋଇ ଥାନ୍ତି ଧନ ର ଅଭାବ ହୋଇ ଥାଏ l

2, ଘର କୁ ଅତିଥି ଆସିଲେ ସେମାନଙ୍କୁ ସମ୍ମାନ କରନ୍ତୁ l ସେମାନ ଙ୍କର କଥା ଆଦି ଶୁଣି ସେମାନଙ୍କୁ ସେବା କରନ୍ତୁ କାରଣ ଅତିଥି ଦେବ ଭବ l ଏମାନେ ଭଗବାନ ସ୍ୱରୂପ ହୋଇ ଥାନ୍ତି l

3, ଘର କୁ ସବୁ ବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ l କାରଣ ମାତା ଲକ୍ଷ୍ମୀ ସବୁ ବେଳେ ଘର କୁ ଆସି ଥାନ୍ତି l ସେ ଅପରିଷ୍କାର ଦେଖିଲେ ଧନ ର ଅଭାବ କରି ଥାନ୍ତି l

4, ଘରେ ରୁଟି ଖାଇବା ସମୟ ରେ ତାକୁ ଟାଣି ଟାଣି ଖାନ୍ତୁ ନାହିଁ l ଏମିତି ଖାଇଲେ ମାତା ଲକ୍ଷ୍ମୀ ରାଗି ଯାଇ ଥାନ୍ତି l ଅନ୍ନ ମିଳି ନ ଥାଏ l ଖାଦ୍ୟ କୁ ସବୁବେଳେ ଉତ୍ସାହ ର ସହିତ ଖାଆନ୍ତୁ l

5, ଘରେ ଥିବା ଜୋତା କୁ କେବେ ହେଲେ ଓଲଟା କରି ରଖନ୍ତୁ ନାହିଁ ଓଲଟା କରି ରଖିଲେ ଘରେ ଅନେକ ଅଶାନ୍ତି କାର କାର୍ଯ୍ୟ ହୋଇ ଥାଏ l ତେଣୁ ଆପଣଙ୍କ ଘରେ ସବୁବେଳେ ଜୋତା କୁ ସଜାଡି କରି ଜୋତା ରଖନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।