Jyotisa Shastra – ଆସିଗଲା ଶୁଭ ସମୟ ।। ଆଗାମୀ ୪୮ ଘଣ୍ଟା ଭିତରେ ଏହି ୬ଟି ରାଶିର ଭାଗ୍ୟ ବଦଳିଯିବ

କାନ୍ଦିବା ର ଦିନ ହେଲା ଶେଷ। କାରଣ ଆଜି ରାତି ଠୁ ସବୁ ଦୁଃଖ ଦୂର କରିବେ ଏହି ରାଶି ମାନଙ୍କ ର ପ୍ରଭୁ ବଞ୍ଜରଙ୍ଗବାଲି ।ଧାର୍ମିକ ପ୍ରଥା ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ ଭଗବାନ ହନୁମାନ ଙ୍କର ଦିନ ହୋଇଥାଏ।କିନ୍ତୁ ଯଦି ଆପଣ ହୃଦୟରେ ସହିତ ତାଙ୍କ ଧ୍ୟାନ କରିବେ ତାହେଲେ ସେ ସବୁଦିନ ସବୁ ସମୟରେ ତାଙ୍କ ପାଖରେ ରହିବେ।ପବନପୁତ୍ର ହନୁମାନ ଆପଣଙ୍କ ସମସ୍ତ ସଂକଟ ଦୂର କରିଥାନ୍ତି ତେଣୁ ତାଙ୍କୁ ସଂକଟମୋଚନ ବୋଲି କୁହାଯାଏ।

ଭଗବାନ ହନୁମାନ କଳି ଯୁଗରେ ମଧ୍ୟ ଅମର ହୋଇ ରହିଛନ୍ତି।ତାଙ୍କୁ ସଫା ମନରେ ଓ ଭକ୍ତିର ସହ ହୃଦୟ ରୁ ସ୍ମରଣ କଲେ , ସବୁ ବିପଦ ଦୂର ହୋଇଥାଏ।

ହନୁମାନ ଙ୍କୁ ଖୁସି କରିବା ପାଇଁ ଭକ୍ତ ମାନେ ମଙ୍ଗଳବାର ଓ ଶନିବାର ଦିନ ତାଙ୍କୁ ପୂଜା କରିଥାନ୍ତି।ତେବେ ବୁଧ ଗ୍ରହ ଙ୍କ ସହିତ ସୂର୍ଯ୍ୟଗ୍ରହ ବିରାଜମାନ ହୋଇଥିବାରୁ ଏହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି। ଯାହାଦ୍ବାରା ଏହି ରାଶି ମାନଙ୍କ ର ଭାଗ୍ୟ ଚମକି ଉଠିବ ।

ସଙ୍କଟ ମୋଚନ ହନୁମାନ ଙ୍କ କୃପାରୁ ଆପଣଙ୍କ ଅଧା ରହିଯାଇଥିବା କାର୍ଯ୍ୟ ଓ ବିଗିଡି ଯାଇଥିବା କାର୍ଯ୍ୟ ଚାଲୁ ହେବାର ଲାଗିବ । ଆପଣଙ୍କ ଜୀବନ ର ସବୁ ଦୁଃଖ ଦୂର ହେବ।ଆପଣଙ୍କୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ।ସମାଜ ରେ ଲୋକ ଆପଣଙ୍କୁ ମାନ ସମ୍ମାନ ଦେବେ ।

ଏହି ରାଶି ର ବ୍ୟକ୍ତି ଙ୍କୁ ବ୍ୟବସାୟ ରେ ବ୍ୟାପାର ବାଣିଜ୍ୟ ବହୁତ ଭଲ ହେବ। ଯେଉଁ ଲୋକ ମାନେ ବେରୋଜଗର ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ଭଲ ଚାକିରି ମିଳିବ। ସଙ୍କଟ ମୋଚନ ଙ୍କ କୃପାରୁ ସବୁ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ,ଲୋକମାନେ ଆପଣଙ୍କୁ ସବୁ କାର୍ଯ୍ୟ ବୁଝିକି କରିବେ ।

ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଚାକିରି କ୍ଷେତ୍ର ରେ ଆପଣଙ୍କ ର ପଦ ଉନ୍ନତି ର ଯୋଗ ରହି ଅଛି। ହନୁମାନ ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଓ ଉତ୍ସାହ ବଢ଼ିବ।ପ୍ରେମ ସମ୍ପର୍କ ଆପଣଙ୍କ ର ମଧୁର ହେବ। ଆପଣଙ୍କ ର ସବୁ ପରିଶ୍ରମ ର ଉଚିତ୍ ଫଳ ମିଳିବ।ଆପଣଙ୍କୁ ସମାଜ ପାଇଁ ଭଲ କାର୍ଯ୍ୟ କରିବାର ଅବସର ମିଳିବ। ଆପଣଙ୍କ ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ। ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ।

ଆଗାମୀ ଦୁଇ ମାସ ଏହି ରାଶି ମାନଙ୍କ ପାଇଁ ଖୁବ୍ ଶୁଭ ରହିବ । ତେବେ ଜଣାଇ ଦେଉଛୁ ନଭେମ୍ବର ମାସ ୪ ତାରିଖ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆପଣଙ୍କ କ୍ୟାରିୟର ରେ କିଛି ବଡ଼ ପରିବର୍ତ୍ତନ ଆସିବ । କାର୍ଯ୍ୟ କ୍ଷେତ୍ର ରେ ଆଶା ଠୁ ଅଧିକ ଲାଭ ପ୍ରାପ୍ତି କରିବେ । ସମସ୍ତ ପୂର୍ବ ସମସ୍ୟା ଦୂର ହେବ ।ତେବେ ସଙ୍କଟ ମୋଚନ ହନୁମାନ ଙ୍କ କୃପାରୁ ଯେଉଁ ରାଶି ମାନେ ଭାଗ୍ୟବାନ ହେବେ ସେହି ୬ ଟି ରାଶି ହେଉଛି –

୧- ସିଂହ ରାଶି , ୨- କନ୍ୟା ରାଶି,  ୩- ବୃଷ ରାଶି,  ୪- ମକର ରାଶି,  ୫- ତୁଳା ରାଶି,  ୬- କୁମ୍ଭ ରାଶି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।