ହେ ପ୍ରଭୁ ! ସ୍ୱାମୀ ଙ୍କ ପାଇଁ କନ୍ୟା ଖାଜୁଛନ୍ତି ୩ ଜଣ ସ୍ତ୍ରୀ । ଜାଣନ୍ତୁ ସେହି ଭାଗ୍ୟବାନ ବିଷୟରେ କିଛି ଖାସ କଥା…….

ପାକିସ୍ଥାନ ଯୁବକ ଙ୍କ ର ଅଛି ତିନି ଜଣ ପତ୍ନୀ । ତଥାପି ସ୍ବାମୀ ଙ୍କ ପାଇଁ ଝିଅ ଖୋଜୁ ଅଛନ୍ତି ଏହି ତିନି ପତ୍ନୀ । ହୁଏତ ବାହାଘର ଏକ ସାଧାରଣ କଥା । ନିର୍ଦ୍ଧିଷ୍ଟ ବୟସ ଆସିଲେ ସମସ୍ତେ ବିବାହ କରନ୍ତି । ହେଲେ ସିଏଲ୍ କୋଟ ବାସିନ୍ଦା ଆଦନନ୍ ଙ୍କ ପାଇଁ ଏହା ନିଆରା । ତାଙ୍କ ବାହାଘର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ସେ ମାତ୍ର ୨୨ ବର୍ଷ ବୟସ ରେ ଅଦନନ୍ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି।

ତାଙ୍କର ପୂର୍ବରୁ ତିନି ଜଣ ପତ୍ନୀ ଅଛନ୍ତି । ସବୁଠୁ ବଡ଼ କଥା ହେଲା ତାଙ୍କ ର ଏହି ତିନି ପତ୍ନୀ ତାଙ୍କ ଚତୁର୍ଥ ବିବାହ କୁ ବିରୋଧ କରୁ ନାହାନ୍ତି ବରଂ ସମସ୍ତେ ମିଶି ପତି ଙ୍କ ପାଇଁ ଖୋଜୁ ଅଛନ୍ତି ।

୧୬ ବର୍ଷ ବୟସ ରେ ବିବାହ କରି ଥିଲେ ଆଦାନନ୍ । ଏହା ପରେ ୨୦ ବର୍ଷ ବୟସ ରେ ପଢିବା ସମୟରେ ସେ ଦ୍ଵିତୀୟ ବିବାହ କରିଥିଲେ। ଗତ ବର୍ଷ ଅଦନନ୍ ତୃତୀୟ ବିବାହ କରି ଥିଲେ ଆଉ ବର୍ତ୍ତମାନ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ଏହି ଚତୁର୍ଥ ବିବାହ ପାଇଁ ଅଦାନନ୍ କିଛି ସର୍ତ ରଖିଛନ୍ତି ।

ଏଥର ସେ ଏମିତି ଏକ ଯୁବତୀ କୁ ବିବାହ କରିବା ପାଇଁ ଚାହୁଁଛନ୍ତି ଯାହାର ନାମ ର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ । କାରଣ ତାଙ୍କ ଅନ୍ୟ ଦୁଇଟି ପତ୍ନୀ ର ନାମ S ରୁ ଆରମ୍ଭ ହୋଇଛି। ତାଙ୍କର ନାମ ହେଲା ସୁମ୍ବଲ , ସମନମ , ଏବଂ ସାହିଦା । ଆଦନନ ଙ୍କ ସବୁ ପତ୍ନୀ ଙ୍କ ମଧ୍ୟ ରେ ବେଶ୍ ଭଲ ବୁଝାମଣା ରହି ଅଛି । ପ୍ରଥମ ପତ୍ନୀ ସୁମ୍ବଲ୍ ଙ୍କ ର ଦୁଇ ଟି ସନ୍ତାନ ଓ ସମନମ ଙ୍କ ର ମଧ୍ୟ ଦୁଇଟି ସନ୍ତାନ ରହିଛି।

ସମନମ ଙ୍କ ଗୋଟିଏ ସନ୍ତାନ କୁ ସାହିଦା ନିଜ କୋଳ କୁ ନେଇ ଯାଇ ଅଛନ୍ତି। ତେବେ ଆଜି କାଲି ଯୁଗ ରେ ଗୋଟିଏ ପତ୍ନୀ ଓ ଗୋଟିଏ ସନ୍ତାନ କୁ ସମ୍ଭାଳିବା ଯେତିକି କଷ୍ଟ ସେଥିରେ ଆଦନାନ ତିନୋଟି ପତ୍ନୀ କୁ କିପରି ଚଳାଉ ଅଛନ୍ତି। ଏଥି ପାଇଁ ଆଦନନ୍ କହିଛନ୍ତି ଯେ ତାଙ୍କର ମାସିକ ଖର୍ଚ୍ଚ ପାକିସ୍ଥାନୀ ଟଙ୍କା ରେ ଏକ ଲକ୍ଷ ରୁ ଦେଢ଼ ଲକ୍ଷ ଟଙ୍କା ଭିତରେ ହେଉଛି। ଯାହାଙ୍କୁ ଆଦାନାନ ଭଲ ଭାବରେ ନିଜ ପରିବାର ଚଲେଇ ନେଉଛନ୍ତି। ତାଙ୍କ ର ନିଜର ବିଜନେସ ମଧ୍ୟ ରହିଛି।

ପ୍ରଥମ ପତ୍ନୀ କୁ ବିବାହ କରିବା ପରେ ତାଙ୍କର ବିଜୀନେସ ବଢିଥିଲା।ଏବେ ତାଙ୍କର ଆହୁରି ଭଲ ବ୍ୟବସାୟ ଚାଲିଛି । ତାଙ୍କର କାର ବ୍ୟବସାୟ ରହିଛି । ଏବେ ତିନି ପତ୍ନୀ କୁ ସମ୍ଭାଳି ଅଛନ୍ତି ଅଦନନ । ତିନି ଜଣଙ୍କୁ ସେ ସମାନ ସମୟ ମଧ୍ୟ ଦେଇଛନ୍ତି । ବାହାରକୁ ବୁଲିବାକୁ ଗଲେ ତିନି ଜନଙ୍କୁ ସାଥିରେ ନେଇ ଯାଇ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।