ଅମାଜନ୍ ଇଣ୍ଡିଆ ତରଫରୁ ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ। ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ…..

ଆମାଜନ୍ ଇଣ୍ଡିଆ ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଆମାଜନ୍ ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।ଏହାକୁ ସାରା ଭାରତର ଛାତ୍ର ଛାତ୍ରୀ ମାନେ ମଧ୍ୟ ଆବେଦନ କରିବେ। ଦଶମ, ଦ୍ୱାଦଶ କିମ୍ବା ଏମ୍ ବି ଏ, ପୋଷ୍ଟ ଗ୍ରାଯୁଏସନ ପାସ୍ ପିଲା ଆବେଦନ କରି ପାରିବେ ଏବଂ ୨୭୦୧୭ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି ଓଡ଼ିଶାର ବିଦ୍ୟୁତ୍ ବିଭାଗ ତରଫରୁ।

ତେବେ ଯଦି ଆପଣ ଦଶମ, ଦ୍ୱାଦଶ,+୩ କିମ୍ବା ଏମ୍ ବି ଏ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।

ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ। ଆମାଯାନ୍ କ୍ୟାରିଅର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଭିନ୍ନ ପଦବୀ ସବୁ ରହିଛି।

ପଦବୀ- ମୋଟ୍ ୨୭୦୧୭ ଟି ପଦବୀ ରହିଛି।

ଆପ୍ଲିକେସନ୍ ଫି- ଆବେଦନ ପାଇଁ ଫି ଦେବାକୁ ପଡିବ ନାହିଁ।

ଶିକ୍ଷାଗତ ଯୋଗ୍ୟତା- ଦଶମ,+୨,+୩, ବି ଟେକ, ଡିପ୍ଲୋମା, ଆଇ ଟି ଆଇ , ଏମ ବି ଏ, ଏମ ଟେକ୍, ପୋଷ୍ଟ ଗ୍ରାଯୁଏଟ।

ଆବେଦନ ମାଧ୍ୟମ- ଅନଲାଇନ ରେ ଆବେଦନ କରିବାକୁ ପଡ଼ିବ।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୮ ବର୍ଷ ହୋଇଥିବା ନିହାତି ଦରକାର।

ଦରମା- ମାସିକ ୧୫୦୦୦ ଟଙ୍କା ଦରମା ରହିଛି।

ଜବ୍ ଲୋକେଶନ- ଭାରତ ସହିତ ଓଡ଼ିଶାରେ ମଧ୍ୟ ରହିଛି।

ଚୟନ ପ୍ରକ୍ରିୟା- ବ୍ୟକ୍ତିଗତ ସାକ୍ଷାତକାର, ଟେକ୍ନିକାଲ ସାକ୍ଷାତକାର ମାଧ୍ୟମରେ।

ଆବେଦନ ପ୍ରକ୍ରିୟା- ତେବେ ଆମାଜନ୍ ତରଫରୁ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଆମାଯନ୍ ର କ୍ୟାରିଅର ପେଜ କୁ ଯାଇ ଭିଜିଟ କରିବାକୁ ପଡ଼ିବ।ସରକାରଙ୍କର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଆପଣ ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ନୋଟିଫିକେସନ୍ ପାଇବା ସହିତ ଆବେଦନ କରି ପାରିବେ,ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।

ଏହାପରେ ଆପଣଙ୍କୁ ସାକ୍ଷାତକାର ପାଇଁ ଏକ ଡେଟ୍ ମିଳିବ ଏବଂ ସେହି ଅନୁସାରେ ଆପଣଙ୍କୁ ଯିବାକୁ ପଡିବ ସାକ୍ଷାତକାର ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।