ଓଡିଶାରେ ଅଜବ ନିୟମ ! ମହିଳା ଆଇଆଇସିଙ୍କୁ ୨ ବର୍ଷ ଥାନା ଯିବାକୁ ମନା, ଘଟଣା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……

ଏହି ଘଟଣା ଟି କେନ୍ଦୁଝର ଜିଲ୍ଲା ର ପାଟଣା ଥାନା ରେ ଥିବା ପୂର୍ବତନ ଆଇଆଇସି ଙ୍କୁ 2 ବର୍ଷ ଥାନା କୁ ଯିବା ବା ପୋଷ୍ଟିଂ କୁ ଯିବା ପାଇଁ ମନା କରା ଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନା। ସେ ଥାନା ରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ କୁ ଅନେକ ପ୍ରକାର ଅସମ୍ମାନ ବା ଅଙ୍କୁଶ ଲଗାଇ ଛନ୍ତି।

ଥାନା IIC ଥାନା ଭିତ ରେ ଜଣେ ଯୁବକ ଙ୍କୁ ମାଡ଼ ମାରିବା ଘଟଣା କୁ ନେଇ ସଂଧ୍ୟାରାଣୀ ଙ୍କୁ 2 ବର୍ଷ ଯାଏ କିଛି ପ୍ରକାର ଡ୍ୟୁଟି ନ କରିବା ରୁ ଏହି ଘଟଣା କୁ ନେଇ ନିର୍ଦ୍ଦେଶ ଏହି ପ୍ରକାର ନିଆ ଯାଇଛି । ଏପରିକି କୁହା ଯାଇଛି କି IIC ସନ୍ଧ୍ୟା ରାଣୀ 2 ବର୍ଷ ଯାଏ କୌଣସି ଥାନା ରେ ନିଯୁକ୍ତି ନ ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି।

ଏବେ ଏହା ଘଟଣା ରେ ଏହି ନିର୍ଦ୍ଦେଶ ନେବା ସହ ସଂଧ୍ୟାରାଣୀ ଙ୍କୁ ତାମିଲ ନେବା ପାଇଁ ପଠାଇବା କୁ କମିଶନ ଏହି IIC ଙ୍କୁ କହି ଛନ୍ତି। ଅଭିଯୁକ୍ତ ଙ୍କ ପ୍ରତି କିଭଳି ବ୍ୟବହାର କରା ଯିବ l ସେଥି ପାଇଁ ତାଙ୍କୁ ଟ୍ରେନିଂ ନେବ। ପାଇଁ କମିଶନ ଆଦେଶ ଦେଇ ଛନ୍ତି l

ଏହି ଘଟଣା ଟି ଗତ ମେ ମାସ ରେ ଥାନା ରେ ଅଟକ ଜଣେ ଯୁବକ ଙ୍କୁ IIC ପିଟି ଥିଲେ। ଅଟକ ଯୁବକ ଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ ଓ ଅନେକ ପ୍ରକାର ଅସମ୍ମାନ ଜନକ କଥା କହି ଥିଲେ । IIC ଙ୍କ ଏହି ମାଡ଼ ଓ ଅସମ୍ମାନ କରି ଥିଲେ ସେହି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଟି ସବୁ ଆଡେ ବହୁ ପରିମାଣ ରେ ଚଳ ପ୍ରଚଳ ହୋଇ ଯାଇ ଥିଲା।

ଏହି ଘଟଣା ଟି ସବୁ ଆଡେ ଖେଳି ଯାଇ ଥିବା ରୁ ଏହି ଘଟଣା ଟି କୁ ସମସ୍ତେ ଦେଖି ଥିଲେ l ଏହି ଘଟଣା ପରେ ପରେ IIC ସଂଧ୍ୟାରାଣୀ ଙ୍କୁ ଡିଜିପି ନିଲ ମ୍ବିତ କରି ଥିଲେ ଓ ଅନେକ ପ୍ରକାର କଟୁ କଥା କହି ଥିଲେ ।

ଏହା କରିବା ପୂର୍ବ ରୁ OHRC ସେହି ମାଡ ଗଇଁଠା ଖାଇ ଥିବା ସେହି ପୀଡିତା ଙ୍କୁ ସେ 10 ହଜାର ଟଙ୍କା କ୍ଷତି ପୂରଣ ଦେବା କୁ କହି ଥିଲେ କମିଶନର । ସେ କ୍ଷତି ପୂରଣପାଇଁ ଅନେକ ପ୍ରକାର ସହାୟକ କରିବା ସହିତ ସେ ତାଙ୍କର କ୍ଷତି ପୂରଣ ପାଇଁ ଟଙ୍କା ଓ ପଇସା IIC ସଂଧ୍ୟାରାଣୀ ଙ୍କ ଦରମା ରୁ କାଟିବା କୁ କହି ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।